Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ତୃତୀୟ ଲହର ପିକରେ ୧୦୦ରୁ ୨୩ ପିଲାଙ୍କୁ ଦରକାର ହସ୍ପିଟାଲାଇଜେସନ୍

ଭୁବନେଶ୍ୱର: କରୋନାର ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । ସେପ୍ଟେମ୍ବରରେ ଥାର୍ଡ ଓ୍ୱେଭ ଆସିଲେ ଅକ୍ଟୋବରରେ ଏହା ପିକ୍ ଛୁଇଁବ । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ…

କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କଥା କହିଲେ ଡିଏମଇଟି

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ପ୍ରକୋପ କମିଥିବା ବେଳେ ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ବିଶେଷଜ୍ଞ ଆକଳନ କରୁଛନ୍ତି ଥାର୍ଡ ଓ୍ୱେଭରେ ପିଲାମାନେ ଅଧିକ ସଂକ୍ରମିତ ହେବେ । ସେପ୍ଟେମ୍ୱର କିମ୍ୱା ଅକ୍ଟୋବରରେ ପିକ୍ ନେଇ ବିଶେଷଜ୍ଞ ଆକଳନ କରୁଛନ୍ତି । ସେତେବେଳେ ଦେଶରେ ଦୈନିକ…

ଆଜି ରାଜ୍ୟରୁ ୭୬୧ କରୋନା ପଜିଟିଭ୍, ୦-୧୮ ବର୍ଷ ଭିତରେ ୧୦୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ଏଣିକି ହଜାରେ ଭିତରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୬୧ ସଂକ୍ରମିତ । ଏମାନଙ୍କ ଭିତରେ ୦-୧୮ ବର୍ଷ ଭିତରେ ୧୦୧ ଜଣ ଅଛନ୍ତି । ମୋଟ୍ ସଂକ୍ରମିତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୪୪୩ ଜଣ ଚିହ୍ନଟ ହୋଇଥିବା…

ରକ୍ଷାବନ୍ଧନରେ ଭଗବାନ ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ପାଇଁ ରାକ୍ଷୀ ଆସିଥାଏ

ପୁରୀ: ରକ୍ଷା ବନ୍ଧନ ହିନ୍ଦୁ ଧର୍ମର ଏକ ବଡ ଏବଂ ବିଶ୍ୱାସର ପର୍ବ ଭାବେ ପାଳନ କରି ଯାଇଥାଏ । ତେବେ ଦୁନିଆକୁ ରକ୍ଷା କରୁଥିବା ଭଗବାନମାନଙ୍କ ପାଇଁ ବି ତାଙ୍କ ଭଉଣୀମାନେ ରାକ୍ଷା ପଠାଇଥାନ୍ତି । ଆସନ୍ତୁ ଜାଣିବା ଏ ସମ୍ପର୍କରେ.. ମହାପ୍ରଭୁ ଶ୍ରୀରାମଙ୍କ ଭଉଣୀଙ୍କ ନାମ ପଚରାରିଲେ ପ୍ରାୟତଃ…

ଓଡ଼ିଶାରେ ୧୦ ଲକ୍ଷ ପାର କଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । କିନ୍ତୁ ୦-୧୮ ବର୍ଷ ଭିତରେ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ…

ମହାପ୍ରଭୁଙ୍କ ପ୍ରାବୃଟ ରାସର ଐତିହ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବୈଷ୍ଣବୀୟ ପରମ୍ପରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଇଁ ବର୍ଷ ମଧ୍ୟରେ କେତେଗୋଟି ଯାତ୍ରା ବା ଉତ୍ସବ ପାଳନ କରାଯାଇଥାଏ । ସେଗୁଡ଼ିକ ହେଲା ବୈଖାଖ ମାସରେ ବା ଗ୍ରୀଷ୍ମ ଋତୁରେ ଚନ୍ଦନ ଯାତ୍ରା, ଶ୍ରାବଣ ମାସ ବା ବର୍ଷା ଋତୁରେ…

୨୬ ଦିନିଆ ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା ଉଦଯାପିତ

ବାଲେଶ୍ୱର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି ବାଲେଶ୍ୱର ଜିଲ୍ଲାର ସଦର ବ୍ଳକ ପାରିକୂଳଠାରେ ଚାଲିଥିବା ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା…

ଜାୟଡସ୍ କାଡିଲା ଟିକା ‘ଜାୟକୋଭ୍-ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ…

ପୋଲିସ୍-ମାଓବାଦୀ ମୁହାଁମୁହିଁ,୨ ସୁରକ୍ଷା କର୍ମୀ ସହିଦ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ସହ ମାଓବାଦୀଙ୍କ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି । କଡେନାର ଥାନା ଅନ୍ତର୍ଗତ କରିଆମେଟା ଜଙ୍ଗଲକୁ ଆଇଟିବିପିର ଯବାନ ମାନେ କୁମ୍ବିଙ୍ଗ ଅପରେସନ ରେ ଯାଇଥିବା ବେଳେ…

ସାଧାରଣ ଯାତ୍ରୀଙ୍କ ଭଳି ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବଙ୍କ ରେଳ ଯାତ୍ରା

ଭୁବନେଶ୍ୱର: ନା ଅଛି ସୁରକ୍ଷା ପ୍ରୋଟୋକଲ ନା ଅଛନ୍ତି ସିକ୍ୟୁରିଟି ଗାର୍ଡ । ସାଧାରଣ ଯାତ୍ରୀଙ୍କ ଭଳି ଟ୍ରେନରେ ଯାତ୍ରା କରିଛନ୍ତି ଖୋଦ୍ ରେଳ ମନ୍ତ୍ରୀ ।ଭୁବନେଶ୍ୱରରୁ ରାୟଗଡା ରେଳରେ ଯାତ୍ରା କଲେ ରେଳ ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ । ହୀରାଖଣ୍ଡ ଏକ୍ସପ୍ରେସରେ ସେ ଯାତ୍ରା କରି ଯାତ୍ରୀଙ୍କ ସହ…