Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ତୃତୀୟ ଲହର ମୁକାବିଲା: ଟେଷ୍ଟ କିଟ୍, ଔଷଧ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର । ଏମର୍ଜେନ୍ସୀ କୋଭିଡ୍ ରେସପନ୍ସ ପ୍ଲାନ ପ୍ରସ୍ତୁତ…

ଦେଶରେ କରୋନାର ଲମ୍ବା ଡିଆଁ: ଆଜି ୪୬ ହଜାର ପଜିଟିଭ୍, ଚିନ୍ତା ବଢ଼ାଇଲାଣି କେରଳ

ନୂଆଦିଲ୍ଲୀ: ଦେଶରେ ଗତ ଦୁଇ ଦିନ ହେବ ଦୈନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତକାଲି ଅପେକ୍ଷା ଆଜି ପାଖାପାଖି ୧୦ ହଜାର ନୂଆ କେସ୍ ସାମନାକୁ ଆସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ହଜାର ୧୬୪ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୭ହଜାର ୫୯୩ । ୨୪ ତାରିଖରେ…

ଓଡ଼ିଶାରେ ବଢୁଛି ଛୁଆଙ୍କୁ ସଂକ୍ରମଣ: ଆଜି ୧୮ ବର୍ଷ ଭିତରେ ଆଉ ୧୩୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । କିନ୍ତୁ ଚିନ୍ତା ବଢ଼ାଇଛି ପିଲାଙ୍କୁ ସଂକ୍ରମଣ । ୧୮ ବର୍ଷରୁ କମ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ…

ଆଜିଠୁ ରାଜ୍ୟରେ ବଢିବ ବର୍ଷା, ୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ବର୍ଷା, ୯ ଜିଲ୍ଲାକୁ ସତର୍କ ସୂଚନା । ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଏଥି ସହ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ରାଜ୍ୟବ୍ୟାପୀ ମୌସୁମୀ ବର୍ଷା ହେବ । ଆସନ୍ତା ୨୮ତାରିଖର ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ…

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ

ଭୁବନେଶ୍ୱର: ପ୍ରସ୍ତାବ ଉପରେ ଲାଗିଛି ମୋହର । ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ ।  ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର । ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି…

ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ

ରାୟଗଡା: ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ, ଓପିଇଲିପି ମାରି ନେଉଛି ଲକ୍ଷ ଲକ୍ଷ ଟଙ୍କା । ଆରମ୍ଭ ହୋଇଛି ମେଳି । ଆଦିବାସୀ ଜନଜାତିଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ତାହା କେବଳ ଯୋଜନାରେ ରହିଛି । ରାଜ୍ୟ ସରକାରଙ୍କ OPELIP ସଂସ୍ଥା କୋଟି କୋଟି ଟଙ୍କା ହଡପ…

ଆଫଗାନିସ୍ତାନରୁ ଦିଲ୍ଲୀ ଆସିଥିବା ୭୮ ଜଣଙ୍କ ଭିତରୁ ୧୬ ଜଣଙ୍କୁ କରୋନା

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଥିବା ୭୮ ଜଣଙ୍କ ଭିତରୁ ୧୬ କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ସେମାନେ ଦିଲ୍ଲୀରେ ପହଞ୍ଚିଥିଲେ । ସଂକ୍ରମିତଙ୍କ ଭିତରେ ଅଛନ୍ତି ଗୁରୁ ଗ୍ରନ୍ଥ ସାହିବ ନେଇ ଆସିଥିବା ତିନି ଜଣ ଗ୍ରନ୍ଥି । ସେମାନଙ୍କୁ ଭେଟିବା ସହ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ…

ଆଜି ଓଡ଼ିଶାରୁ ୮୮୭ କରୋନା ପଜିଟିଭ୍, ଆଉ ୧୩୧ ପିଲା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ହଜାରେ ଭିତରେ ରହିଛି କରୋନାର ଦୈନିକ ସଂକ୍ରମଣ । କିନ୍ତୁ ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୧୩୧ ପଜିଟିଭ୍ । ନୂଆ ସଂକ୍ରମିତଙ୍କ ଭିତରୁ…

ହ୍ୱାଟସଆପରେ କରିପାରିବେ ଟିକା ସ୍ଲଟ୍ ବୁକିଂ, ଜାଣନ୍ତୁ କେମିତି କରିବେ

ନୂଆଦିଲ୍ଲୀ: କୋଭିଡ୍ ଟିକା ପାଇଁ ସ୍ଲଟ ବୁକିଂ ଆହୁରି ସହଜ ହେଲା । ଏଣିକି ହ୍ୱାଟସଆପରେ ବି ସ୍ଲଟ୍ ବୁକିଂ କରିପାରିବେ । ମାତ୍ର କେଇ ମିନିଟରେ ଆପଣଙ୍କ ମୋବାଇଲରୁ ସ୍ଲଟ୍ ବୁକିଂ କରିହେବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏବେ ଆସନ୍ତୁ…

ଓଡ଼ିଶାରେ ଆହୁରି ଖସିଲା: ଦୈନିକ କରୋନା ସଂକ୍ରମଣ ୬୦୦କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମି କମି ଆସୁଛି । ଦୈନିକ ସଂକ୍ରମଣ ଆଜି ୬୦୦କୁ ଖସିଛି । ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୬୨୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୮୦ ଜଣ ଅଛନ୍ତି ୧୮ ବର୍ଷ ଭିତରେ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୩୬୬ ଆକ୍ରାନ୍ତ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ…