Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରୁ ଆଉ ୬୫ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ୧୪

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢୁଛି । ଆଉ ୬୫ ଜଣଙ୍କର ଜୀବନ ଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଚିକିତ୍ସାଧୀନ ଅବସ୍ଥାରେ ୨୦ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ହୋଇଛି ।…

ଆଜି ଓଡ଼ିଶାରୁ ୨୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୩% ତଳେ ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କାବୁ ପାଉଛି କରୋନା । ସଂକ୍ରମଣ ଏବେ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରୁ ଅଢ଼େଇ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୨ଶହ ୮୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩ଶହ ୧୫ ଓ…

‘ଶ୍ରୀ ଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଥଯାତ୍ରା ଅବସରରେ ୧୦୦ଜଣ ଶିଳ୍ପୀଙ୍କୁ ନେଇ " ଶ୍ରୀ ଜଗନ୍ନାଥ ଓ ରଥଯାତ୍ରା " ଶୀର୍ଷକ ଏକ ଚିତ୍ରକଳା ଶିବିର ଅନଲାଇନ ମାଧ୍ୟମରେ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଯାଇଛି। "ଶ୍ରୀ…

ଶ୍ରୀମନ୍ଦିର ସେବାରେ ଦେଉଳ ପୁରୋହିତ

ଦେବୀ ପ୍ରସନ୍ନ ନନ୍ଦ ଦେଉଳ ପୁରୋହିତ - କର୍ମାଙ୍ଗୀ ଅନୁଯାୟୀ - ସକଳ ଆଢଡିଆ ପଣେ ପରମ ପ୍ରୋହିତ ନିଯୋଗ । ସେ ପୁଷ୍ୟାଭିଷେକ, ଘୃତାଭିଷେକ, ଜଳବିଜେ, ପୁରୁଷସୂକ୍ତଗାନ, ପ୍ରତ୍ୟହ ରୋଷହୋମ, ବିଜେ , ମଙ୍ଗଳାରୋପଣ ସମୟରେ ମହାପ୍ରଭୁଙ୍କ ବାଡ଼ରେ ପୁରୁଷସୂକ୍ତ, ଗୁୁରୁବାର ମାଜଣାରେ ଶ୍ରୀସୂକ୍ତ,…

ଆରମ୍ଭ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ : ଜୁଲାଇ ୧୩ରେ ଆରମ୍ଭ ହେବ ଏଏସଆଇଙ୍କ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ଏ ନେଇ ଆଜି ଏଏସଆଇ ସୁପେରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ଏଏସଆଇ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ଶ୍ରୀମନ୍ଦିର ବୈଷୟିକ କୋର କମିଟି ମଧ୍ୟ ଏନେଇ ଅନୁଧ୍ୟାନ…

ପୁଣି ଆକ୍ରମଣ, ରୋଗୀ ସଂପର୍କୀୟଙ୍କ ମାଡରେ ଡାକ୍ତର ଲହୁ ଲୁହାଣ

ଟାଙ୍ଗୀ : ପୁଣି ଡାକ୍ତରଙ୍କୁ ଆକ୍ରମଣ । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ମାଡ ମାରିଲେ ରୋଗୀଙ୍କ ସଂପର୍କୀୟ । ଆଉ ମାଡ଼ରେମାଡ ଡାକ୍ତର ଲହୁ ଲୁହାଣ । ୬ ଜଣ ଦୁର୍ବୃତ୍ତ ଆଉଟ୍ ଡୋର୍ରେ ପଶି ଆକ୍ରମଣ କରିଛନ୍ତି । ଆଜି ଅପରାହ୍ନରେ ନୟାଗଡ ଜିଲା ଚାନ୍ଦପୁର ଶାସ୍ତ୍ରୀ ନଗରର…

ରଥଯାତ୍ରା ଉପଲକ୍ଷେ ବାଲୁକା ଆନିମେସନ ଫିଲ୍ମ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଉପଲକ୍ଷେ ୧ ମିନିଟ ୩୫ ସେକେଣ୍ଡର ବାଲୁକା ଆନିମେସନ ଫିଲ୍ମ | ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ଫିଲ୍ମ ପ୍ରସ୍ତୁତ କରିଛନ୍ତି |ଏହି ବାଲୁକା ଆନିମେସନରେ କରିକରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ,  ପ୍ରଭୁ ଜଗନ୍ନାଥଙ୍କ…

ସତ୍ୟନଗର ମଶାଣିକୁ ଅନ୍ୟତ୍ର ଉଠାଇବା ଦାବି

ଭୁବନେଶ୍ୱର : ଜୋର୍ ଧରିଲା ସହିଦନଗର ସତ୍ୟନଗର ମଶାଣିକୁ ସ୍ଥାନାନ୍ତର ଦାବି । ସତ୍ୟନଗର ଡେଭଲପମେଣ୍ଟ ଆଣ୍ଡ କଲ୍ଚରାଲ ସୋସାଇଟି ତରଫରୁ ଏକ ପ୍ରତିନିଧି ମଣ୍ଡଳ ପକ୍ଷରୁ ଦାବି ହୋଇଛି । ତାଙ୍କ ସହିତ ସହିଦନଗର ବାସିନ୍ଦା ମାନେ ମଧ୍ୟ ସମିଲ୍ ଥିଲେ । ଅନ୍ୟତ୍ର ଉଠାଇବା ଦାବିରେ ଏକ ଦାବିପତ୍ର…

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ

ପୁରୀ ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେଵଳ ତିନି ରଥରେ କପଡା ପକାଯିବା କାର୍ଯ୍ୟ ଚାଲୁ ରହିଛି। ତେବେ ରଥ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ରେ ହେବ ସେ ନେଇ ପୁରୀ ଜିଲାପାଳ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲାପାଳ ଙ୍କ ସୂଚନା ଅନୁଯାୟୀ src ଙ୍କ…

ଶେଷ ଦେବଦାସୀ ପରଶମଣିଙ୍କ ପରୋଲୋକ

ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା।  ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ କୁମାର…