Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜଗାକୁ ଦେଖିଲା ସାରା ଜଗତ

ପୁରୀ: ରଥଯାତ୍ରାରେ ଜନ୍ମବେଦୀ ବିଜେ କରିବାକୁ ନୀଳକନ୍ଦରରୁ ବାହାରି ଆସିଛନ୍ତି ମହାପ୍ରଭୁ । ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡରେ ବିଜେ କରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିଲା ସାରା ଦୁନିଆ । ଜଗାକୁ ଦେଖିଲା ଜଗତ । କଳା ବଦନକୁ ଦେଖି ଭକ୍ତର ମନ ପ୍ରଫୁଲ୍ଲିତ ହୋଇଯାଇଛି ।…

ମନ ବଡ଼ଦାଣ୍ଡେ ବାରେ ଆସ ଜଗନ୍ନାଥ

କାଳ କାଳର କଷାୟ କଳ୍ମଷ, କୁତ୍ସିତ କୁକର୍ମର କଳଙ୍କ କବଳିତ କରିଛି କରୋନା ରୂପରେ । କଷାଘାତ ତାର ଏତେ ତୀକ୍ଷ୍ଣ ପ୍ରହାର କରୁଛି ଯେ, ବିକଶିତ, ଅବିକଶିତ, ଅର୍ଦ୍ଧବିକଶିତ ସମସ୍ତେ ହାହାକାର କରୁଛନ୍ତି । ସମଗ୍ର ବିଶ୍ୱରେ ଶୁଭୁଛି ଏକ ଅଭୂତପୂର୍ବ ଆର୍ତ୍ତଚିତ୍କାର । ଚତୁର୍ଦିଗେ କେବଳ ଗୋଟିଏ…

ରାଜ୍ୟରେ ୨ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ନିମ୍ନଗାମୀ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ଚିହ୍ନଟ ହୋଇଛନ୍ତି ୧ହଜାର ୯୯୩ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୧ଶହ ୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୩୯ । ୬ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।…

ପୁରୀ ରଥଯାତ୍ରା: ପହଣ୍ଡିରେ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି ମହାପ୍ରଭୁ

ପୁରୀ: ଆଜି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀଙ୍କୁ ବିଜେ କରିବେ କାଳିଆ ଠାକୁର । ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ପ୍ରଥମେ ବଡ଼ଦାଣ୍ଡକୁ ବିଜେ କରିଛି ଶ୍ରୀସୁଦର୍ଶନ । ପହଣ୍ଡିରେ ଆଣି ତାଙ୍କୁ…

ରଥ ଅଳଙ୍କରଣ

ରଥଗୁଡ଼ିକର ବିସ୍ତୃତ ଚିତ୍ରଣ ଓ ଅଳଙ୍କରଣ ବ୍ୟବସ୍ଥା ଅନନ୍ୟ । ବହୁ ସଂଖ୍ୟକ ନିଦା କାଠ ନିର୍ମିତ ଏହି ଚଳତ୍‌କ୍ଷମ ଦୁର୍ଗ ସଦୃଶ୍ୟ ରଥକୁ ଅଧିକ ଆକର୍ଷଣୀୟ କରି ଗଢି ତୋଳିବା ପାଇଁ ଏହାର ବାହ୍ୟଭାଗକୁ ବିଶେଷ ଭାବେ ବର୍ଣ୍ଣ-ସନ୍ତୁଳିତ ରଙ୍ଗିନ କପଡ଼ାରେ ଆଚ୍ଛାଦିତ କରାଯିବା ସହ ଶିଖର ଡ଼ମ୍ବରୁଯୁକ୍ତ…

ଅନୁଭୂତିରେ ରଥଯାତ୍ରା : ସୁମିତା ବେହେରା

ଜୟ ଶ୍ରୀଜଗନ୍ନାଥ ଶରଣମ୍  ସମୟ ରାତି ଆଠଟା ପାଖାପାଖି ହେଇଥିବ। ବଳଗଣ୍ଡି ଛକରୁ କୁଣ୍ଢେଇବେଣ୍ଟ ସାହି ଫେରିବି ମୁଁ। ଅନ୍ଧାର ହେଇଗଲାଣି। ଡର ଡର ଲାଗୁଛି। ରାସ୍ତା ଭୁଲି ଅନ୍ୟ ଆଡ଼େ ଚାଲିଯିବାର ଭୟ ତ ଅଛି, ତା' ସହିତ ଘରେ ଏବେ ମୋ ଉପରେ ମାଡ଼ ପଡ଼ିବାର ସମ୍ଭାବନା ବି ରହିଛି। ରାସ୍ତା…

ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ

ପୁରୀ : ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ | ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି | ସେ ତାଙ୍କ ବାଲୁକା ଆନିମେସନରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚିତ୍ରଣ କରିଛନ୍ତି | ତା ସହିତ ବିଶ୍ୱ…

ଗଛ ଦେହରେ ତିନି ଠାକୁର

ମୟୁରଭଞ୍ଜ : ଆସନ୍ତା କାଲି ଜଗତର ନାଥ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରା । ମହାମାରୀ କରୋନା ପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରାଯାଉଛି । ଏମିତିକି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ…

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ରାୟଗଡା : ପୁଣି ଦୟନୀୟ ଚିତ୍ର । ଖଟିଆରେ ୩ କି.ମି ବୁହା ହୋଇ ଗଲେ ଗର୍ଭବତୀ । ରାୟଗଡା ଜିଲା କାଶୀପୁର ବ୍ଲକରେ ଏହିଁ ଘଟଣା ଦେଖିବାକୁ ମିଳିଛି। ବାରମ୍ବାର ଖବରକାଗଜ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମଧ୍ୟ ପ୍ରଶାସନ ନିରବ ରହୁଛି । କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଦଢାଫାସ…

ଗାଁରେ ‘ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍’ ପକ୍ଷୀଙ୍କ ଗୁଞ୍ଜରଣ

ଝାରସୁଗଡ଼ା : ପକ୍ଷୀଙ୍କ କଳରବରେ ଗୁଞ୍ଜରି ଉଠୁଛି ପରିବେଶ । ମନୋରମ ପରିବେଶ ଭିତରେ ଦଳ ଦଳ ପକ୍ଷୀଙ୍କ ସମାଗମ ସୌନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣ କରୁଛି । ଏବେ ସୁଦୂର ଇଲାକାରୁ ଉଡ଼ିଆସିଛନ୍ତି ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍ । । ଶହ ଶହ ବଗ ପ୍ରଜାତିରଏହି ପକ୍ଷୀ ଝାରସୁଗଡ଼ାର ଝାଡ଼େଶ୍ୱର ମନ୍ଦିରରେ…