Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗର୍ଭବତୀଙ୍କୁ ଟିକା ଦେବା ନେଇ ବିଏମସିର ପ୍ରସ୍ତୁତି

ଭୁବନେଶ୍ବର : ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଖାସକରି କେନ୍ଦ୍ର ସରକାରଙ୍କ ଏହି ଗାଇଡଲାଇନ୍ ଆସିବା ପରେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ତେବେ ଭୁବନେଶ୍ବର ମହାନଗର…

ଶ୍ରୀମନ୍ଦିରରେ ଦଇତା ସେବା

ଦେବୀ ପ୍ରସନ୍ନ ନନ୍ଦ ଶ୍ରୀମନ୍ଦିରର ବୈଚିତ୍ର‌୍ୟମୟ ସେବା ବ୍ୟବସ୍ଥା ମଧ୍ୟରୁ ଗୋଟିଏ ପ୍ରମୁଖ ସେବା ହେଉଛି ଦଇତାସେବା । କେଉଁ ପ୍ରାଚୀନ କାଳରୁ ଆଦିବାସୀ ସଂପ୍ରଦାୟର ଶବର ଭାବେ କୁହାଯାଇଥିବା ଏହି ସେବକମାନେ ସେବାକାର୍ଯ୍ୟ କରି ଆସୁଛନ୍ତି । ‘ବାମଦେବ ସଂହିତା’ରେ ଏମାନଙ୍କୁ ବିଶ୍ୱାବସୁ…

କୋଭିଡ କଟକଣା ଭାଙ୍ଗିଲେ ଚାନ୍ଦବାଲି ବିଧାୟକ, ଭିଡିଓ ଭାଇରାଲ

ଭୁବନେଶ୍ୱର: ବିବାହ ଉତ୍ସବରେ କୋଭିଡ ଗାଇଡ଼ ଲାଇନ୍ ଉଲ୍ଲଂଘନ ଅଭିଯୋଗ । ବିବାହ ସମୟରେ ନିୟମ ଉଲ୍ଲଂଘନ କରି ଏକାଠି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୋଦ୍ ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ନିଜ ବନ୍ଧୁ ଓ ସହଯୋଗୀଙ୍କ ସହ ନାଚୁଥିବାର ଦେଖିବାର…

କୋଭାକ୍ସିନ ଟିକା ୭୮% ପ୍ରଭାବୀ, ଡେଲଟା ଭାରିଆଣ୍ଟ ଉପରେ ୬୫.୨% କାମ କରୁଛି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଉପରେ ୭୮ ପ୍ରତିଶତ ପ୍ରଭାବୀ କୋଭାକ୍ସିନ ଟିକା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ସାମନାକୁ ଆସିଛି । କରୋନା ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ୍ ଟିକା ୭୭.୮ ପ୍ରତିଶତ ପ୍ରଭାବୀ । ସେହିପରି ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ଖତରନାକ୍ ଡେଲଟା…

ଆଜି ୧୬ ଜିଲ୍ଲାରୁ କରୋନା ନେଲା ୪୫ ଜୀବନ

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ବି ଦୈନିକ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣକୁ ଆସୁନାହିଁ । ୪୦ ଉପରେ ରହୁଛି । ୨୪ ଘଣ୍ଟାରେ ଆଉ ୪୫ ସଂକ୍ରମିତଙ୍କ ଜୀବନ ଯାଇଛି । ୧୬ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ…

ଆଜି ଓଡ଼ିଶାରୁ ୨୯୧୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୪.୦୭%

ଭୁବନେଶ୍ୱର: ରାଜ୍ୟରେ ଆଜି ୩ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୯୧୭ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୬ଶହ ୭୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୪୦ । ଏହି ସମୟକେ ୭୧ହଜାର ୫୫୪ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୪.୦୭% ।…

ଶେଖର ମେହେତା ରୋଟାରୀ ଇଣ୍ଟରନାସନାଲର ନୂଆ ସଭାପତି

ଦିଲ୍ଲୀ  : ଶେଖର ମେହେତା ରୋଟାରୀ ଇଣ୍ଟରନାସନାଲର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ରିଅଲ ଇଷ୍ଟେଟ କମ୍ପାନୀ ସ୍କାଇଲାଇନର ଅଧ୍ୟକ୍ଷ ତଥା ରୋଟାରୀ କ୍ଲବ ଅଫ କୋଲକାତା ମହାନଗରର ସଦସ୍ୟ ଶେଖର ମେହେତା । ଶ୍ରୀ ମେହତାଙ୍କୁ ୧୧୧ ତମ ରୋଟାରୀ ଇଣ୍ଟରନାାସନାଲର ସଭାପତି ଭାବେ ଏକ ବର୍ଷ ପାଇଁ…

ଘାତକ ନୁହେଁ ଡେଲଟା ପ୍ଲସ ଭାରିଆଣ୍ଟ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଜୁଲାଇ ଦ୍ବିତୀୟ ସପ୍ତାହରେ କମିବ କରୋନା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଖାଲି ସେତିକି ନୁହେଁ ଡେଲଟା ପ୍ଲାସ ଭ୍ୟାରିଆଣ୍ଟକୁ ନେଇ ଯେଉଁ ଭୟ ବଢୁଛି, ତାହା ସେଭଳି ଘାତକ…

କୋଭିଡ ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ : କରୋନା ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ । ଓଡ଼ିଶା ସମେତ ୬ଟି ରାଜ୍ୟକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଅନ୍ୟ ଯେଉଁ ରାଜ୍ୟକୁ ଏହି ଟିମ ଯିବ ସେଗୁଡିକ ହେଲା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର । କୋଭିଡ ସ୍ଥିତିର ସମୀକ୍ଷା…

ଦୌଡ଼ିବେ ଦୂତି

ଭୁବନେଶ୍ୱର: ଓଡ଼ିଶାର ଦୌଡ ରାଣୀ ଦୂତି ଚାନ୍ଦ । ୨୩ ରୁ ଟୋକିଓରେ ଆରମ୍ଭ ହେବ ଅଲିମ୍ପିକ୍ସ ଆଉ ଏଥିରେ ସ୍ପ୍ରିଣ୍ଟ କୁଇନ୍ ଦୂତି ଟୋକିଓ ଟିକେଟ ହାସଲ କରିଛନ୍ତି । ମହିଳା ୧୦୦ ଓ ୨୦୦ମିଟର ଦୌଡରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ପିଲା ବେଳରୁ ଖେଳ ପ୍ରତି ଦୁର୍ବଳତା ରହିଥିବା ବେଳେ କଠିନ…