Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମଦ ଦୋକାନ ଖୋଲିବାକୁ ବିରୋଧ

ଢେଙ୍କାନାଳ: ବାରମ୍ବାର ଅଭିଯୋଗ ସତ୍ୱେ ମଦ ଦୋକାନ ବନ୍ଦ ହେଉନାହିଁ  ।  ଢେଙ୍କାନାଳ ପୌରାଂଚଳର ୱାର୍ଡ ନଂ-୧୨ରେ ମଦ ଦୋକାନ ଖୋଲିବାକୁ ବିରୋଧ । ସ୍ଥାନୀୟ ବାସୀନ୍ଦା ବାରମ୍ବାର ନିବେଦନ କରିବା ସତ୍ୱେ ପୁନର୍ବାର ସେଠାରେ ମଦ ଦୋକାନ ଖୋଲିବାକୁ ଯାଉଛି । ପୂର୍ବରୁ ମଧ୍ୟ ମୀନାବଜାର ଓ ଜବାହରଚୌକ…

ଚାଷୀ ମାନଙ୍କ ପାଇଁ ସଫଳ ମହୁ ଚାଷ ତାଲିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସଫଳ ମହୁ ଚାଷ ଲାଗି ଅଧିକାରୀ ଓ ତାଲିମଦାତାଙ୍କୁ ନେଇ ପ୍ରଶାସନର ବିଶେଷ କର୍ମଶାଳା ।  ମହୁଚାଷ ମାଧ୍ୟମରେ ଚାଷୀମାନଙ୍କ ରୋଜଗାର ବଢ଼ାଇବା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଜିଲ୍ଲାର ୮ଟି ବ୍ଲକରେ ଉନ୍ନତ ମାନର ମହୁ…

ଜୀବନ ଜୀବିକା ଉଜୁଡିଲେ ଆନ୍ଦୋଳନ

ପୁରୀ: ପୁରୀର ସିପସରୁବାଲି ମୌଜା ଅଞ୍ଚଳରେ ପୁରୀ ପାଇଁ ବିମାନ ବନ୍ଦର ହେବ । ଏନେଇ ଏକ ପ୍ରକାର ସ୍ଥାନ ଚୂଡାନ୍ତ ହୋଇ ସାରିଛି । ତେବେ ଏହି ପ୍ରକଳ୍ପ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିରୋଧ ଆରମ୍ଭ କଲେଣି । କାରଣ ସିପସରୁବାଲି ମୌଜା ଅଞ୍ଚଳରେ ଥିବା ଜଙ୍ଗଲକୁ ନେଇ ଆଖ ପାଖ ଅଂଚଳର…

ଗୁଣିଗାରେଡି ନାଁରେ ଲୋମ ଟାଙ୍କୁରା ନିର୍ଯାତନା

ସିନ୍ଧିକେଲା : ଗୁଣିଗାରେଡି ନାଁରେ ଅଭାବନୀୟ କାଣ୍ଡ । ଯୁଗ ବଦଳିଯାଇଥିଲେ ବି ଲୋକଙ୍କର ମାନସିକତାରେ ଆସିନି ପରିବର୍ତ୍ତନ । ଏବେ ବି ଲୋକେ ସେହି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଜୀଉଁଛନ୍ତି । ଏବେ ବି ଗାଁ ରେ ଚାଲିଛି କଙ୍ଗାରୁ କୋର୍ଟ । ଯେଉଁଠି ଆଇନ୍‌କୁ ହାତକୁ ନେବା ଭଳି ଦୃଶ୍ୟ ଦେଖିବାକୁ…

କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ହେଲେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ତେବେ କରୋନାର ତୃତୀୟ ଲହରୀ ଆସୁ କି ନଆସୁ, ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି…

ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାରଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣ । ହୃଦ ଘାତରେ ତାଙ୍କର ପରଲୋକ ହୋଇଯାଇଛି । ସୋମବାର ସକାଳେ ତାଙ୍କ ବାସଭବନରେ ୮୦ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ଜଣେ ରିଟାୟାର୍ଡ ଇଞ୍ଜିନିୟର । ତେବେ ବହୁତ ମେଳାପୀ ଓ ଉଦାର ସ୍ୱଭାବ…

RWSS ବିଭାଗରେ ଦୁର୍ନୀତି, ଲାଞ୍ଚ ଦିଆନିଆର ଭିଡିଓ ଭାଇରାଲ

ବାରିପଦା : RWSS ବିଭାଗରେ ଦୁର୍ନୀତି । ଟଙ୍କା ଦିଆନିଆର ଭିଡିଓ ଭାଇରାଲ । ଜିଲ୍ଲାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି ପଦାରେ ପଡ଼ିଛି । ତେବେ ଅଫିସ୍ ଭିତରେ କିଭଳି ବିଡା ବିଡା ଟଙ୍କା ନେଉଛନ୍ତି କାର୍ଯ୍ୟାଳୟର କ୍ୟସିଆର୍ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଥରେ…

ଓଡ଼ିଶାରେ ICU ଓ ଭେଣ୍ଟିଲେଟରରେ କେତେ ରୋଗୀ ଅଛନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ସଂକ୍ରମଣ କମୁଥିବାରୁ କୋଭିଡ୍ ହସ୍ପିଟାଲରୁ କମିଛି ବେଡ୍ ଚାପ । ଏବେ ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ୫୫ ରୁ ୬୦ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି । ଆଇସିୟୁରୁ ୩୦…

ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲା କେନ୍ଦ୍ରୀୟ ଟିମ୍ । ଏମାନଙ୍କ ଭିତରେ ଅଛନ୍ତି କୋଲକାତାର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ମହାପାତ୍ର । ଡାକ୍ତର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି…

ରାଜ୍ୟରୁ ଆଜି ୨୮୦୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୩.୭୫%

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ହଜାରରୁ ତିନି ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୮୦୩ ନୂଆ ଆକ୍ରାନ୍ତ । ଏହି ସମୟ ଭିତରେ ୭୪ହଜାର ୭୪୦ କୋଭିଡ୍ ଟେଷ୍ଟ କରାଯାଇଛି । କ୍ୱାରେଣ୍ଟାଇନରୁ ୧୫ଶହ ୯୭ ଓ…