Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସରିବ ସମ୍ପୂର୍ଣ୍ଣ ଟିକାକରଣ !

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ହୋଇଛି ଟିକାକପଣ ଅଭିଯାନ । ରାଜଧାନୀ ଭୁବନେଶ୍ୱରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି । ଟାର୍ଗେଟ ଅଛି ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସମସ୍ତଙ୍କୁ ଟିକା ଦିଆଯିବ । ଏବେ ବିଏମସି ଅଞ୍ଚଳରେ ଦୈନିକ ୩୦ ହଜାର ଡୋଜ୍ ଟିକା ଦିଆଯାଉଛି । ଦିଲ୍ଲୀ, ମୁମ୍ୱାଇ,…

କେନ୍ଦ୍ରର ଟିକା ପ୍ଲାନ: ଅଗଷ୍ଟରୁ ଡିସେମ୍ବରରେ ମିଳିବ ୧୩୫ କୋଟି ଡୋଜ୍, ମେ’ ଆକଳନ ଅପେକ୍ଷା ୮୧ କୋଟି କମ୍

ନୂଆଦିଲ୍ଲୀ: ଦେଶରେ ଅଗଷ୍ଟରୁ ଡିସେମ୍ବର ଭିତରେ ୧୩୫ କୋଟି ଡୋଜ୍ ଟିକା ଉପଲବ୍ଧ ହେବ । ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର । ଏଥିରେ କୋଭିସିଲ୍ଡର ୫୦ କୋଟି, କୋଭାକ୍ସିନର ୪୦ କୋଟି, ବାୟୋ ଇ ସବ୍ ୟୁନିଟ୍ ଭ୍ୟାକସିନର ୩୦କୋଟି, ଯାଇଡସ୍…

ରାଜ୍ୟରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୦୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମଣ ସ୍ଥିର ରହିଛି । ପ୍ରତିଦିନ ଚିହ୍ନଟ ହେଉଛନ୍ତି ୩-୪ ହଜାର ଭିତରେ ନୂଆ ଆକ୍ରାନ୍ତ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୪୦୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯ଶହ ୪୩ ଓ…

ମା’ ଚଣ୍ଡୀଙ୍କ ଆଶ୍ରାରେ ଜଙ୍ଗଲୀ ଭାଲୁ

ଘୁଂଚାପାଲି : ବଣ ପାହାଡ ଘେରା ଅଞ୍ଚଳ । ମନୋରମ ପରିବେଶ ଭିତରେ ରହିଛନ୍ତି ମା’ଚଣ୍ଡୀ । ଛତିଶଗଡ଼ ଘୁଂଚାପାଲିରେ ରହିଛି ଏହି ମା’ ଚଣ୍ଡୀ ମନ୍ଦିର । ମା’ଙ୍କ ନିକଟରେ ଆଗାଢ ବିଶ୍ୱାସ ଯୋଗୁ ନିତି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ତେବେ ମନ୍ଦିରରେ ପ୍ରତିଦିନ ଘଟୁଛି ଚମତ୍କାର । ସଂଜ ନଇଁଗଲା ପରେ…

ଡରାଉଛି ଡେଲ୍ଟା ଭ୍ୟାରିଆଣ୍ଟ, ବଢ଼ିଲା ବ୍ରିଟେନବାସୀଙ୍କ ଚିନ୍ତା

ବ୍ରିଟେନ୍ : ଡରାଇଲାଣି ଡେଲଟା ଭ୍ୟାରିଆଣ୍ଟ । ବ୍ରିଟେନରେ ମାମଲା ବଢୁଥିବାରୁ ଲୋକଙ୍କ ଚିନ୍ତାରେ ବଢ଼ାଇଲାଣି କରୋନାର ଡେଲଟା ଭ୍ୟାରିଆଣ୍ଟ । ଗତ ସପ୍ତାହରେ ଦେଶରେ ୩୫ ହଜାରରୁ ଡେଲଟା ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଯାଏଁ…

ମହାରାଷ୍ଟ୍ରରେ ଭୟ ବଢ଼ାଉଛି ଡେଲ୍ଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଭୟ ବଢ଼ାଇଲାଣି ଡେଲ୍ଟା ପ୍ଲସ ଭାରିଆଣ୍ଟ । ସାରା ଦେଶରୁ ଏବେ ସୁଦ୍ଧା ଚିହ୍ନଟ ହେଲେଣି ୫୧ ଜଣ ଡେଲ୍ଟା ପ୍ଲସ ଭାରିଆଣ୍ଟ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୨୨ ଜଣ ସଂକ୍ରମିତ । ଏଭଳିସ୍ଥିତିରେ ରତ୍ନାଗିରିରୁ ଜଣେ ୮୦…

ହକି ଟିମ୍‌ରେ ବୀରେନ୍ଦ୍ରଙ୍କ ଦବଦବା

ଭୁବନେଶ୍ୱର:  ହକି ଟିମ୍‌ରେ ଓଡ଼ିଆଙ୍କ ଦବଦବା । ଟୋକିଓ ଅଲିମ୍ପିକ୍ସରେ ସାମିଲ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ୧୬ ଜଣିଆ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ବୀରେନ୍ଦ୍ର । କିଛି ଦିନ ବ୍ୟବଧାନରେ ଚିକିତତ୍ସିତ ହେବା ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ସେ । ପିଲା ବେଳରୁ ଖେଳ…

ରୋଷେଇ କରି ଧାରଣା ଦେଲେ ହିତାଧିକାରୀ

ପାଟଣାଗଡ: ବ୍ଲକ ସମ୍ମୁଖରେ ରୋଷେଇ କରି ଧାରଣା ଦେଲେ ଆବାସ ଯୋଜନା ହିତାଧିକାରୀ । ଆବାସ ଯୋଜନାରେ ଘର କରିବାକୁ ଆଦେଶ ଦେଲେ, କାର୍ଯ୍ୟାଦେଶ ପରେ ହିତାଧିକାରୀ ଘର ନିର୍ମାଣ କଲେ ହେଲେ ଗୋଟିଏ ବି କିସ୍ତି ଟଙ୍କା ପାଇଲେନି ହିତାଧିକାରୀ । ଏଭଳି ଏକ ଘଟଣାକୁ ନେଇ ପାଟଣାଗଡ ବ୍ଲକ ବିଡିଓଙ୍କ…

ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ

ବରଗଡ଼ : ବେଆଇନ ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ । ଜଣେ ମହିଳା ସମେତ ୪ ଗିରଫ । ପ୍ରେସ ଲେଖାଥିବା କାରରେ ହେଉଥିଲା ଚୋରା ଚାଲାଣ । ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢି ଚାଲିଥିବା ବେଳେ ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ରାତିରେ ବିପୁଳ ପରିମାଣର କଫ ସିରପ ଏସକଫ ଓ…

ଜୁଲାଇରେ କରୋନା ମୁକାବିଲା ବେଳେ ଫୋକସରେ ରହିବ ଓଡ଼ିଶାର ଏହି ୬ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଲକଡାଉନକୁ ୫୦ ଦିନ ପୂରିଛି । ଆଉ ୪ ଦିନ ପରେ ସରୁଛି ଆଂଶିକ ଲକଡାଉନ୍ । ଜୁଲାଇ ୧ରୁ କଣ ହେବ ? ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାରୁ କଟକଣା କୋହଳ ହେବ ନା ବଳବତ୍ତର ରହିବ ଲକଡାଉନ୍ କଟକଣା । ବର୍ତ୍ତମାନ ଓଡ଼ିଶାର କରୋନା ଗ୍ରାଫ ଦର୍ଶାଉଛି ପଜିଟିଭିଟି ରେଡ୍ ଜୋନରେ ଅଛି…