Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ଓଡ଼ିଶାରେ ୬୯ ହଜାର ଟେଷ୍ଟିଂ, ୩୬୫୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ଅଧିକ ଟେଷ୍ଟିଂ ହେଉଛି । ଚିହ୍ନଟ ହେଉଛନ୍ତି ଅଧିକ କୋଭିଡ୍ ସଂକ୍ରମିତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢ଼ିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୬୫୦ ପଜିଟିଭ୍ । ଏହି ସମୟରେ ୬୯ହଜାର ୪୮୦ ନମୁନା ପରୀକ୍ଷା କରାଯାଇଛି । ଗତକାଲି…

ଦେବଙ୍କ ଗହଣେ ଦେବସ୍ନାନ

ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା । ଶାସ୍ତ୍ରଜ୍ଞଙ୍କ ମତରେ ଏହି ପବିତ୍ର ତିଥି ଉଦୟା ପୂର୍ଣ୍ଣିମା ବା ଉଦୟବ୍ୟାପିନୀ ପୂର୍ଣ୍ଣିମା ଭାବେ ବି ପରିଚିତ । ତେବେ ଲୋକାଚାରରେ ଏବଂ ଧର୍ମାଚାରରେ ଏହି ପାବନ ଦିନଟି ଦେବସ୍ନାନ ପୂର୍ଣ୍ଣିମା ରୂପେ ଅତି ପ୍ରଚଳିତ । ଏହି ତିଥିଟି ଦେବତାମାନଙ୍କ ସ୍ନାନ…

ସ୍କୁଲରେ ପଢ଼ାଯିବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ସ୍କୁଲରେ ଛାତ୍ରଛାତ୍ରୀ ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’ । ସିଲାବସରେ ସ୍ଥାନ ପାଇଲା ‘ବନ୍ଦେ ଉତ୍କଳ ଜନନୀ’  । ଏବେ ସ୍କୁଲରେ ଏହି ସଂଗୀତ ପଢ଼ାଯିବ । ନବମ ଓ ଦଶମ ଶ୍ରେଣୀରେ ପ୍ରଥମ ଭାଷା ଓଡ଼ିଆ ବିଷୟରେ ବନ୍ଦେ ଉତ୍କଳ ଜନନୀକୁ ସ୍ଥାନ ମିଳିଛି  । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ…

ଡକାୟତି ଉଦ୍ୟମ ବିଫଳ, ୬ ଗିରଫ

ପୁରୀ : ଡକାୟତି ଉଦ୍ୟମ ବିଫଳ | ତାଳବଣିଆ ଥାନା ପୋଲିସ ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।  ପାଟ୍ରୋଲିଂ ସମୟରେ ଖବର ପାଇ ହୁଲୁହୁଲିଆପୋଲ ନିକଟରୁ ଏକ ୬ ଜଣିଆ ଡ଼କାୟତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପୁରୀ ମିଶ୍ର ସାହି ଅଧୀନସ୍ଥ ଜଗନ୍ନାଥ ବସ୍ତି ଅଞ୍ଚଳର…

ଦେବସ୍ନାନ ପୁର୍ଣ୍ଣିମା ଉପଲକ୍ଷେ ବାଲୁକା ଆନିମେସନ

ପୁରୀ : ଦେବସ୍ନାନ ପୁର୍ଣ୍ଣିମା ଉପଲକ୍ଷେ ବାଲୁକା ଆନିମେସନ । ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଭଗିନୀ ସୁଭଦ୍ରାଙ୍କର ପହଣ୍ଡି ବିଜେ ଠାରୁ ଆରମ୍ଭ କରି ସ୍ନାନ ବେଦୀ ରେ ସ୍ନାନ କରିବାର ଦୃଶ୍ୟ । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ମାଧ୍ୟମରେ…

ଦମଦାର ଦୀପ୍

ଭୁବନେଶ୍ୱର: ଓଡ଼ିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ୍ ଏକ୍କା । ଇଣ୍ଡିଆନ୍ ହକି ଟିମ୍‌ର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଦୀପ୍ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଜଣେ ଓଡ଼ିଆ ହେଉଛନ୍ତି ଦୀପ୍ । ସୁନ୍ଦରଗଡ଼ ଲୁଲକିଡି ନାଁରେ ଏକ ଛୋଟ ଗାଁରେ ଜନ୍ମ…

ପୁଣି ଜବତ ହେଲା ବ୍ରାଉନସୁଗାର

ଭଦ୍ରକ :ପୁଣି ଜବତ ହେଲା ବ୍ରାଉନସୁଗାର । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଦୁଇ ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ନିଜ ଗାଁ ଅଞ୍ଚଳରେ ବେପାର ପାଇଁ ଯାଉଥିବା ବେଳେ ଧରାପଡ଼ିଛନ୍ତି । ରାସ୍ତାରେ ପୋଲିସ ହାବୁଡ଼ରେ ପଡି ଯାଇଥିଲେ । ଭଦ୍ରକ ଟାଉନ…

ବେଆଇନ କାଠ ଚୋରା ଚାଲାଣ

ସଇଁତଳା: ଜଙ୍ଗଲରୁ ବେଆଇନ କାଠ ଚୋରା ଚାଲାଣ ବେଳେ ଧରାପଡ଼ିଲା ଗାଡି । ଅଭିଯୁକ୍ତ ଫେରାର । କିଛି ଦିନ ହେଲା ବଲାଙ୍ଗିରରେ ଚୋରା କାଠ ଚାଲାଣ ହେଉଥିଲା । ଜଙ୍ଗଲରୁ ବେଆଇନ୍ କାଠ ଚାଲାଣ ବେଳେ ସଇଁତଳା ବନ ବିଭାଗ ହାତରେ ଧରା ପଡିଛନ୍ତି ଅଭିଯୁକ୍ତ। ସଇଁତଲା ରେଞ୍ଜ ସ୍ଥିତ କରମତଳା ସେକସନ ଅଞ୍ଚଳରେ…

ଟିଟୋର ଦୁଇ ସହଯୋଗୀ ଗିରଫ

କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ଗିରଫ । ଦୁଇଜଣକୁ ଉଠାଇନେଲା ଏସଟିଏଫ । ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ତାର ସମ୍ପର୍କୀୟ ଦାଦା ପୁଅ ଭାଇ ବୋଲି ଜଣାପଡିଛି । ଏମାନେ ୨୦୧୮ରେ ୩୬ ଗୁଣ୍ଠ ଜମି ଜବରଦଖଲ କରିଥିବା ଘଟଣା ନେଇ ଚର୍ଚ୍ଚାକୁ ଆସିଥିଲେ । ତା ସହିତ…

ଏବର୍ଷ ବି ମିଳିବନି ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ

ପୁରୀ: କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ହୋଇଛି । ଏବର୍ଷ ବ୍ରହ୍ମପୁରର ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅନବସର ଦର୍ଶନ ମିଳିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ଅଣସର ବେଳେ ଅଲାରନାଥ ପୀଠରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭକ୍ତଙ୍କ ସମ୍ଭାବ୍ୟ ଗହଳିକୁ…