Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କେତେ ଘାତକ ଡେଲଟା ପ୍ଲସ ? ଗୁରୁତ୍ୱପୂର୍ଣ୍ଣ କଥା କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଏବେ ଡେଲଟା ପ୍ଲସ ଭାରିଆଣ୍ଟକୁ ନେି ଚର୍ଚ୍ଚା । ଓଡ଼ିଶାରୁ ଗୋଟିଏ କେସ୍ ଚିହ୍ନଟ ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି । ନୂଆ ଭାଇରସ୍ କେତେ ମାରାତ୍ମକ । ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡେଲଟା ପ୍ଲସ୍…

ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ

ପାଟଣାଗଡ: ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ ଅଭିଯୋଗ । ବେଆଇନ ଭାବେ ସାର ପ୍ରସ୍ତୁତ ଏବଂ ମଂଜି ବିଶୋଧନ ପାଇଁ କେମିକାଲ ବ୍ୟବହାର କରାଯାଉଛି । ପାଖରେ ଥିବା ଚାଷ ଜମି ଗୁଡିକ ନଷ୍ଟ ହେବା ସହ ଅଂଚଳ ଦୂଷିତ ହେଉଥିବା ନେଇ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପାଟଣାଗଡ ଥାନା…

ଶନି ଦେବଙ୍କୁ ପସନ୍ଦ କଳା ରଙ୍ଗ ଓ କଳା ବସ୍ତୁ, ଜାଣନ୍ତୁ କାହିଁକି…

ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ କଳା କପଡା, କଳା ରାଶି, କଳା ଚଣା, କିମ୍ବା ଲୁହା ଦିଆଯାଇଥାଏ। ଶନି ଦେବ କେବଳ କଳା ଜିନିଷକୁ ପସନ୍ଦ କରନ୍ତି। ତାଙ୍କ ପୂଜାରେ କେବଳ କଳା ଜିନିଷ ବ୍ୟବହାର କରାଯାଏ କିମ୍ବା କେବଳ କଳା ଜିନିଷ ଦାନ କରାଯାଇଥାଏ ବୋଲି ବିଶ୍ୱାସ କରାଯାଏ। କିମ୍ବଦନ୍ତୀ…

ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଗଲା ଏପିଡୋମିଲୋଜି ଟିମ୍

ଭୁବନେଶ୍ୱର: ରାଜ୍ୟରୁ ଚିହ୍ନଟ ହୋଇଛି ଗୋଟିଏ ଡେଲଟା ପ୍ଲସ କେସ୍ । ଦେବଗଡ଼ରୁ ଚିହ୍ନଟ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଯାଇଛି ଏପିଡୋମିଲୋଡି ଟିମ୍ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ…

ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଦୈନିକ ସୁସ୍ଥତା ସଂଖ୍ୟା, ଆଜି ୬୪ ହଜାର ସୁସ୍ଥ

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ବେଳେ ସୁସ୍ଥତା ମାମଲା ବଢ଼ିବାରେ ଲାଗିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୮,୬୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ…

ସେକେଣ୍ଡ ଓ୍ୱେଭ ଭଳି ମାରାତ୍ମକ ହେବନି କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ ଦେଶରେ ସୁନାମୀ ଆଣିଥିଲା । ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତର ଛୁଇଁଥିଲା । ଦିନକରେ ୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ । ଆଗକୁ ତୃତୀୟ ଲହର ନେଇ ବିଶେଷଜ୍ଞ ଆକଳନ କରି ସାରିଛନ୍ତି । ଏମିତି ବି ଡେଲଟା ପ୍ଲସ ଭାରିଆଣ୍ଟ ଦେଶରେ ନୂଆ ଟେନସନ୍ ହୋଇଛି ।…

ଗର୍ଭବତୀ ମହିଳା ମାନେ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇ ଲାଗି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ପିଲାମାନଙ୍କ କ୍ଷେତ୍ରରେ ଟିକା ଟ୍ରାଏଲ୍ ଚାଲିଥିବା ବେଳେ ଗର୍ଭବତୀ ମହିଳାମାନେ ଟୀକାକରଣରୁ ବାଦ୍ ପଡ଼ିଥିଲେ। https://twitter.com/ANI/status/1408386431081324552?s=19 ତେବେ ଗର୍ଭବତୀ…

ଆଜି ରାଜ୍ୟରୁ କରୋନାରେ ୪୭ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୯

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । କିନ୍ତୁ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣକୁ ଆସୁନି । ଦୈନିକ ୪୦ରୁ ୫୦ ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ୨୪ ଘଣ୍ଟାରେ ଆଉ ୪୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ୧୭ ଜିଲ୍ଲାରୁ କରୋନା ନେଇଛି ଜୀବନ । ଖୋର୍ଦ୍ଧା…

ପୁଣି ବଢ଼ିଲା ସଂକ୍ରମଣ: ରାଜ୍ୟରୁ ଆଜି ୩୫୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କାଲି କମିଥିଲା । ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଅଧିକ ଟେଷ୍ଟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୫୫୪ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୯୧୨ । ଗତକାଲି ୬୪ହଜାର ୨୫୫…

ଅନଲାଇନ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କ ୧୭୬ ତମ କଥାମୃତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ବ୍ୟାସ କବି ଫକୀରମୋହନ ଭବନ ଆନୁକୂଲ୍ୟରେ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୭୬ ତମ କଥାମୃତ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ବାର୍ତ୍ତା ସହ ପ୍ରଭାତ କୁମାର…