Latest Odisha News
Browsing Category

ଅନ୍ୟାନ୍ୟ

ଓଡ଼ିଶାରୁ ଆଜି କରୋନା ନେଲା ୪୩ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୪୦ ତଳକୁ କମୁନି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୧୭ ଜିଲ୍ଲାରୁ ସଂକ୍ରମିତ । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ କରୋନା…

ଓଡ଼ିଶାରୁ ଆଜି ୫୨୩୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ତଳକୁ ତଳକୁ ଖସୁଛି । ଆଜି ୬ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୫ହଜାର ୨୩୫ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୨ହଜାର ୯୫୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୨୭୮ । ୧୨ ଜିଲ୍ଲାରେ ନୂଆ…

ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପରଲୋକ ନେଇ ଝିଅ ସାବରମତୀ ସୂଚନା ଦେଇଛନ୍ତି । ଅସୁସ୍ଥତା କାରଣରୁ ଗତ…

G7 ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: G7 ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ମୋଦି l G7 ଶିଖର ସମ୍ମିଳନୀକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ଏବଂ ୧୩ ଜୁନରେ ହେବାକୁ ଥିବା ସମ୍ମିଳନୀରେ ଭରଚୁଆଲରେ ଭାଗ ନେବେ l ବିଦେଶ ମନ୍ତ୍ରଣାଳୟ ଦେଲା ସୂଚନା ପୂର୍ବ ମାସରେ ବିଦେଶ ମନ୍ତ୍ରଣାଳୟ…

ଲକ୍‌ଡାଉନରେ ଲୁଟେରାଙ୍କ ରାଜ୍‌, ଲୁଟି ନେଲେ ଦେଢ କୋଟି

ପାଟନା :  ଦିନ ହେଉ କି ରାତି । ଘର ହେଉ କି ବ୍ୟାଙ୍କ । ଲକ୍‌ଡାଉନରେ ସବୁଠି ଲୁଟେରାଙ୍କ ରାଜ୍‌ । ସବୁଠି ଚାଲିଛି ଲୁଟ୍ ପାଟ ।  ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ଜାରୁଆ ଅଞ୍ଚଳରେ ବ୍ୟାଙ୍କରୁ ଲୁଟେରା ଲୁଟିନେଲେ କୋଟିଏରୁ ଅଧିକ ଟଙ୍କା । ବାଇକରେ ଆସିଥିବା ପାଞ୍ଚ ଜଣ ଲୁଟେରା ଟଙ୍କା ଲୁଟି…

ଟୀକା ନେଇ ଶିଶୁର ମୃତ୍ୟୁ ଅଭିଯୋଗ

ଯାଜପୁର  : ଟୀକା ନେଇ ଶିଶୁର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ । ଏହି ଅଭିଯୋଗ ଆସିଛି ଯାଜପୁର ବିଞ୍ଝାରପୁର ଥାନା ପଂଳପୁର ଅଞ୍ଚଳରୁ । ଏକ ୨୫ ଦିନର ଶିଶୁକୁ ଟୀକା ଦିଆଯିବା ପରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶିଶୁଟିକୁ ପଂଳପୁର ପ୍ରାଥମିକ ବିଦ୍ୟାଳୟରେ ଡାକ୍ତରଖାନା…

ଟିକା ନେବାକୁ ଚାହୁ଼ଁଥିଲେ ଏବେ ମିଳିବ ଫ୍ରି ରାଇଡ୍

ନୂଆଦିଲ୍ଲୀ: ଟିକା ନେବାକୁ ଚାହୁ଼ଁଥିଲେ ଏବେ ମିଳିବ ଫ୍ରି ରାଇଡ୍। ଏଭଳି ଖବର ଆସିଛି ଦିଲ୍ଲୀ ଏନସିଆର ଅଞ୍ଚଳରୁ। ଯଦି ଆପଣ ଦିଲ୍ଲୀ ଏନସିଆରରେ ରହୁଛନ୍ତି, ତେବେ ଆପଣଙ୍କୁ ଟିକା କେନ୍ଦ୍ରକୁ ଯିବାକୁ ଫ୍ରି ରାଇଡ୍ ମିଳିବ। ଏହି କମ୍ପାନୀ ପକ୍ଷରୁ ଟିକା କେନ୍ଦ୍ରକୁ ଆସିବା ଏବଂ ଯିବା ପାଇଁ…

ଆସୁଛି ବର୍ଷା …. ସତର୍କ ରହିବାକୁ ନିର୍ଦେଶ

ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀ ଛୁଇଁଥିବା ବେଳେ ବିଭିନ୍ନ ସ୍ଥାନରେ ବର୍ଷ ଆରମ୍ଭ ହୋଇ ଗଲାଣି । ତେବେ ଆଗକୁ ପ୍ରବଳ ର୍ବୋ ସାଙ୍ଗକୁ ବନ୍ୟା ଆଶଙ୍କା ବି ରହିଛି । ବନ୍ୟା ଜଳ ମାଡିଆସିବ ବୋଲି ଲୋକଙ୍କୁ ସତର୍କ କରିଦିଆଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା…

ବିନା ଭକ୍ତରେ ବାରିପଦାରେ ରଥଯାତ୍ରା କରିବାକୁ ଗୁହାରୀ

ବାରିପଦା: ଚଳିତବର୍ଷ ପୁରୀକୁ ବାଦ୍ ଦେଲେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । କେବଳ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ଆୟୋଜିତ ହେବ ପବିତ୍ର ରଥଯାତ୍ରା । କରୋନା ମହାମାରୀର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି କିଛି ଏପରି ନିଷ୍ପତ୍ତି ।…

ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ

ମୁମ୍ବାଇ : ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା । ମୁମ୍ବାଇର ପଶ୍ଚିମ ମଲାଡର ନ୍ୟୁ କଲେକ୍ଟରେଟ୍ କମ୍ପାଉଣ୍ଡରେ ଏକ କୋଠା ଭୁଷୁଡ଼ିବା ପରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଆଠ ଜଣ ଶିଶୁ ଅଛନ୍ତି । ଏହି ଦୁଃଖଦ ଘଟଣାରେ…