Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଉଦ୍ଧାର ପାଇଁ ଦାଦନର ଗୁହାର

ବିନିକା :କରୋନା ଯୋଗୁ ସ୍ଥିତି ବଦଳିଯାଇଛି । ବହୁ ଲୋକ ରୋଜଗାର ହରାଇଥିବା ବେଳେ କିଛି ରୋଜଗାର କରିବାକୁ ବାହାରକୁ ଯାଇ ଅତ୍ୟାଚାରିତ ହେଉଛନ୍ତି । ସେହିଭଳି ଏକ ଚିତ୍ର ସାମନାକୁ ଆସିଛି । ତାମିଲନାଡୁ ଦାଦନ ଖଟିବାକୁ ଯାଇ ଅସୁବିଧାରେ ପଡିଛନ୍ତି ଦମ୍ପତି । ଉଦ୍ଧାର ପାଇଁ ଭିଡିଓ କରି ସୋସିଆଲ…

ବାପା ପୁଅଙ୍କୁ ଗଳା କାଟି ହତ୍ୟା

ଗଜପତି : ବାପା ପୁଅ ଙ୍କୁ ଗଳା କାଟି ହତ୍ୟା l ଘଟିଛି ଅଭାବନୀୟ ଘଟଣା । ଗଜପତି ଜ଼ିଲ୍ଲା ଅଡବା ଥାନା ମୁଠାଗୁଡା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ l ଗ୍ରାମର ଲୁକା ଦଳବେହେରା ଏବଂ ତାଙ୍କ ପୁଅ ଅନକ ଦଳବେହେରାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି l ଗତ କାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ…

ପଦାରେ ପଡିଲା ଟିକା କାରଣର ଚିତ୍ର

ରାୟଗଡା : ପଦାରେ ପଡିଲା ମିଛ ତଥ୍ୟ । ଦୁର୍ଗ ଅଞ୍ଚଳରେ ଟିକା ଦେବାକୁ ଡରି ଲୋକେ ତାଟି କବାଟ ପକାଇଥିବା ଘଟଣା ଉପର ହଟିଲା ପର୍ଦ୍ଦା । ଟିକା ନଦେବା କଥା ମିଛ ସାବ୍ୟସ୍ତ ହୋଇଛି । ରାୟଗଡା ଜିଲ୍ଲା କୋଲନରା ବ୍ଳକ କୈଳାସପୁର ପଂଚାୟତ ଅନ୍ତର୍ଗତ ଚମ୍ପାକଣା ଗ୍ରାମ । ପ୍ରାୟ ନବେ ପରିବାରର ପ୍ରାୟ…

ଟିକାକରଣ ଅଭିଯାନରେ ଡ୍ରୋନ୍

ଭୁବନେଶ୍ୱର: ଦେଶରେ ଅପହଞ୍ଚ ଇଲାକାରେ ପହଂଚିବ ଡ୍ରୋନ୍ । କରୋନାକୁ ନିୟନ୍ତ୍ରଣ କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହେବ ଡ୍ରୋନ୍ । ଏବେ ଏହି ଟିକା କରଣ ଅଭିଯାନକୁ ଦୂର ଦୂରାନ୍ତରେ ପହଂଚାଇବାକୁ ପ୍ରୟାସ  । ଦେଶର ଅପହଞ୍ଚ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ଟିକା ପହଞ୍ଚାଇବେ ସରକାର ।…

ଉଗାଣ୍ଡାରୁ ଧରାପଡ଼ିଲା ଆତଙ୍କ ଖେଳାଉଥିବା ଓସାମା ବିନ୍ ଲାଡେନ୍, ୮୦ ଜଣଙ୍କୁ ମାରିଛି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୪ ବର୍ଷରେ ୮୦ ଜଣଙ୍କୁ ମାରିଛି । ଲୁଚି ଲୁଚି ନର ସଂହାର କରୁଥିଲା ଓସାମା ବିନ୍ ଲାଡେନ୍ । ଆପଣ ଭାବୁଥିଲେ ଆମେରିକା ସେନାର ଗୁଳିରେ ତ ଆତଙ୍କବାଦୀ ଲାଡେନ୍ ମରି ସାରିଛି । ପୁଣି ଉଗାଣ୍ଡାରେ କୁଆଡୁ ଆସିଲା ଓସାମା । ଇଏ ମଣିଷ ନୁହେଁ, ନରହନ୍ତା କୁମ୍ଭୀର ଓସାମା ବିନା…

କୁନି ପିଲାର ଜବରଦସ୍ତ ଡ୍ୟାନ୍ସ: ଥରେ ଦେଖିଲେ ଦିଓ୍ୱାନା ହେବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ମଜାଦାର ଭିଡିଓ ସବୁ ପୋଷ୍ଟ ଓ ସେୟାର ହେଉଛି । କେତେବେଳେ କିଏ କାହାର ମିମିକ୍ରି କଲାଣି ତ ଆଉ କେତେବେଳେ ଜବରଦସ୍ତ ଡ୍ୟାନ୍ସ ଫର୍ମ ଭାଇରାଲ୍ ହୋଇଥାଏ । ଏବେ ଏମିତି ଜଣେ ଛୋଟ ପିଲାର ଡ୍ୟାନ୍ସ ଫର୍ମ ଦେଖିଲେ ଯେକେହି ବି ତାର…

ଦେଶରୁ ଆଜି ୮୦ ହଜାର କରୋନା ପଜିଟିଭ ଚିହ୍ନଟ, ୭୧ ଦିନରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶରେ ସେକେଣ୍ଡ ଓ୍ୱେଭରେ ଖସୁଛି କରୋନା ସଂକ୍ରମଣ । ଲକ୍ଷେରୁ ଖସି ଦୈନିକ ସଂକ୍ରମଣ ୮୦ ହାଜରରେ ପହଞ୍ଚିଲାଣି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୮୦ ହଜାର ୮୩୪ ପଜିଟିଭ୍ । ଯାହାକି ଗତ ୭୧ ଦିନରେ ସର୍ବନିମ୍ନ । ସେହିପରି ପଜିଟିଭିଟି ରେଟ୍ କ୍ରମାଗତ ହ୍ରାସ ପାଉଛି । ଆଜି…

ଓଡ଼ିଶାରୁ କରୋନା ନେଲା ଆଉ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ୪୦ରୁ ଖସିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୯ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରୁ…

ଆଜି ଓଡ଼ିଶାରେ ୪୪୬୯ କରୋନା ପଜିଟିଭ୍, ୧୬ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଲଗାତାର ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମଣ ପାଞ୍ଚ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜର ୪୬୯ ପଜିଟିଭି । ଏଥିରେ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ୨ହଜାର ୫୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୯ଶହ…

ବିନା ଭକ୍ତରେ ସ୍ନାନ ଯାତ୍ରା

ପୁରୀ : ବିନା ଭକ୍ତରେ ସ୍ନାନ ଯାତ୍ରା । ଚଳିତମାସ ୨୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା । କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ଦାରୁ ବ୍ରହ୍ମଙ୍କ ସ୍ନାନଯାତ୍ରା । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ…