Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ଦେଶରୁ ୧ ଲକ୍ଷ ୩୨ ହଜାର କରୋନା ପଜିଟିଭ୍, ୧୭ଲକ୍ଷକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଖସିବାରେ ଲାଗିଛି । କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥ ହେଉଛନ୍ତି ଅଧିକ । ଆକ୍ଟିଭ୍ କେସ୍ ବି ଖସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୨ହଜାର ୭୮୮ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୩୧ହଜାର ୪୫୬ ।…

କରୋନା ସେକେଣ୍ଡ ଓ୍ୱେଭରେ ଓଡ଼ିଶାରୁ ୨୨ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତର ଛୁଇଁଛି । ଏହି ସମୟରେ ଅଧିକ ଡାକ୍ତର ବି ପ୍ରାଣ ହରାଇଛନ୍ତି । ଦେଶରେ ମୋଟ୍ ୫୯୪ ଡାକ୍ତରଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ମୃତକଙ୍କ ଭିତରେ ଓଡ଼ିଶାରୁ ୨୨ ଜଣ ଡାକ୍ତର ଅଛନ୍ତି । ଇଣ୍ଡିଆନ୍ ମେଡିକାଲ୍…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ରାଜ୍ୟରୁ ରେକର୍ଡ ୪୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବୋଲ ମାନୁନି କରୋନା ମୃତ୍ୟୁସଂଖ୍ୟା । ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୦ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୪ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪ଟି ଜିଲ୍ଲା ଅନୁଗୋଳ, କଟକ,…

ଆଜି ଓଡ଼ିଶାରୁ ୮୩୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରେ ହଜାରେ ତଳକୁ ଖସୁନି

ଭୁବନେଶ୍ୱର: ଓଡ଼ିଶାରେ ସ୍ଥିର ରହିଛି କରୋନା ସଂକ୍ରମଣ । ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୩୯୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୭୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୬୫୮ ।…

କଟକ ଏସସିବି ବଡ଼ ମେଡିକାଲରେ ବ୍ଲାକ ଫଙ୍ଗସ ରୋଗୀ

କଟକ : କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ । ଏବଂ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା…

ଅନଗୁଳ ଜେଏସ୍‌ପିଏଲ୍‌ରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ଅନୁଗୁଳ: ଜେଏସ୍‌ପିଏଲ୍ ପରିସରରେ ନୂତନ୍ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ସିଜେନ ସଂଯୁକ୍ତ ୨୭୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ କେୟାର ସେଣ୍ଟରର ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ…

ବୋରିସଙ୍କ ବିବାହ

ଭୁବନେଶ୍ୱର : ବ୍ରିଟେନ ରାଜନୀତିର ଭିନ୍ନ ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ବୋରିସ । ବ୍ରିଟିସ୍ ପଲିଟିସିଆନ୍ ଆଲେ୍‌ଜାଣ୍ଡର ବୋରିସ୍ ଜନସନ୍ । କିଛି ନା କିଛି ଘଟଣା ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରୁହନ୍ତି ବୋରିସ୍ । ଏଇ ନିକଟରେ ନିଜଠାରୁ ୨୩ବର୍ଷ ସାନ କ୍ୟାରି ସାଇମଣ୍ଡସଙ୍କୁ ବିବାହ କରିିଛନ୍ତି ।…

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଅସୁସ୍ଥତା ଯୋଗୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ । କରୋନା ପରବର୍ତ୍ତୀ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଗତ ଏପ୍ରିଲ ମାସରେ ସେ…

ରାଜ୍ୟକୁ ଟିକା ବିକ୍ରି ପାଇଁ ମନା କରୁଛନ୍ତି ଫାଇଜର୍ ଓ ମଡେର୍ଣ୍ଣା, ଗ୍ଲୋବାଲ୍ ଟେଣ୍ଡରକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ବିଦେଶରୁ ଟିକା ଆଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଥିବା ରାଜ୍ୟଗୁଡ଼ିକୁ ଝଟକା ଲାଗିପାରେ । କାରଣ ଫାଇଜର୍ ଓ ମଡେର୍ଣ୍ଣା ଭଳି ଟିକା ନିର୍ମାତା କମ୍ପାନୀ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ବିକ୍ରି କରିବାକୁ ମନା କରି ଦେଉଛନ୍ତି । ଅନିଚ୍ଛା ପ୍ରକାଶ କରିଛନ୍ତି ବିଦେଶ କମ୍ପାନୀ ।…

ଆଜିଠୁ ରାଜ୍ୟରେ ଲକଡାଉନ୍-୩.୦, ତିନିଟି ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ । ଆଜିଠାରୁ ୧୬ ଦିନ ଯାଏ ବଳବତ୍ତର ରହିବ । ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏ ତାଲାବନ୍ଦ । ଆଜି ସକାଳ ୫ଟାରେ ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ୍ ଶେଷ ହେଉଥିଲା । ତାପୂର୍ବରୁ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ ସରକାର ।…