Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜଉ କଣ୍ଢେଇ ବାହାଘରର ଲଗ୍ନଧରା ସମ୍ପନ୍ନ

ବାଲେଶ୍ୱର: ପ୍ରତିବର୍ଷ ପବିତ୍ର ଚନ୍ଦନ ପୂର୍ଣ୍ଣିମାରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ବାରା ଜଉ କଣ୍ଢେଇ ବାହାଘରର ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ କରାଯାଏ । ଚଳିତ ବର୍ଷ ଚନ୍ଦନ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟା ୭ ଟାରେ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ପ୍ରତୀକାତ୍ମକ…

ଓଡ଼ିଶା ଆସିବେ ମୋଦି: ୟାସ୍ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟାସ୍ ପ୍ରଭାବିତ ଅଞ୍ଚଳ ବୁଲିଦେଖିବେ ମୋଦି । ସାମୁଦ୍ରିକ ଝଡ଼ ୟାସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଓଡ଼ିଶାରେ ତାଣ୍ଡବ ରଚିଛି ବାତ୍ୟା । ତେବେ ଉତ୍ତର ଓଡ଼ିଶା ଉପକୂଳରେ ବେଶୀ କ୍ଷତି ହୋଇଛି । ବହୁ ଘରଦ୍ୱାର…

ମହାବୋଧି ସୋସାଇଟିର ସ୍ୱତନ୍ତ୍ର ବୁଦ୍ଧ ପୂର୍ଣ୍ଣିମା

ଭୁବନେଶ୍ୱର : ମହାବୋଧି ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ସ୍ୱତନ୍ତ୍ର ଢଙ୍ଗରେ ପାଳିତ ହୋଇଯାଇଛି । କରୋନା ମହାମାରୀର ପ୍ରକୋପ ତଥା 'ୟାସ' ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି ସୋସାଇଟି ପକ୍ଷରୁ କଳିଙ୍ଗନଗରଠାରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହା ସହ…

ପ୍ରବଳ ବର୍ଷାରେ ବନ୍ୟା ଚିନ୍ତା

ଯାଜପୁର: ବାତ୍ୟା ଗଲା । ଏବେ ବାତ୍ୟା ପରେ ପରେ ବନ୍ୟା ଚିନ୍ତା । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀ ଏବଂ ଏହାର ଶାଖା ନଦୀରେ ପ୍ରଥମ ବନ୍ୟା ଜଳ ଆସିଛି। ଆଖୁଆପଦାଠାରେ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକ ଅଂଚଳରେ…

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ଜଣେ ୪୧ ବର୍ଷିୟ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତି…

ବଢୁଛି ନଦୀ ଜଳସ୍ତର , ରାସ୍ତା ଘାଟ ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା: ବଢିଲା କଣ୍ଟା ଖଇରୀ , ଭଣ୍ଡନ ଓ ବୈତରଣୀ ଜଳ ସ୍ତର । ପାଣି ଖର ସ୍ରୋତ ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇପଡିଛି । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପର୍ବତମାଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ହେତୁ ୨ ଟା ନଦୀର ଜଳ ସ୍ତର ବଢ଼ି ଚାରି ଆଡେ଼ ପାଣି ମାଡି ଯାଇଛି ।…

ବାବା ଆଖଣ୍ଡଳମଣିଙ୍କ ଗର୍ଭ ଗୃହରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବାତ୍ୟା ୟାସ୍ ଯୋଗୁ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ପାଣି ରହିଥିବା ବେଳେ ଆରମ୍ଭଗ ହୋଇଛି ଜଳ ନିସ୍କାସନ କାମ । ସେହିଭଳି ପୁର୍ଣ୍ଣିମା ଯୋଗୁ ଅଶାନ୍ତ ହୋଇପଡିଥିଲା ସମୁଦ୍ରା ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ…

ବୁଢାବଳଙ୍ଗରେ ବନ୍ୟା ଆଶଙ୍କା.. .

ଶିମିଳିପାଳ: ବାତ୍ୟା ‘ୟାସ୍‌’ ଛାଡିଗଲା ପରେ ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପବନ ବି ବହିବାରେ ଲାଗିଛି । କିଛି ସ୍ଥାନରେ ପ୍ରବଳର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି । ସେହିଭଳି ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗ ଜିଲ୍ଲାରେ ପ୍ରବାହିତ…

ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ

ବାଲେଶ୍ଵର: ବିଭିନ୍ନ ଶେଣୀର ଲୋକଙ୍କ ସହ ସାମୁଦ୍ରିକ ବାତ୍ୟା ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି ବାଲେଶ୍ଵରର ରେବତୀ ପତ୍ରିକା I ଅସହାୟମାନଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଥିଲା I ଦୀର୍ଘ ୨୦ ବର୍ଷ ଧରି ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତମାନକୁ…

ବାତ୍ୟା ‘ୟାସ୍’ ପରେ ଭୁବନେଶ୍ୱର ଓ ରାଉରକେଲାରେ ଟୀକାକରଣ ଆରମ୍ଭ

ଭୁବନେଶ୍ୱର/ରାଉରକେଲା: ବାତ୍ୟା 'ୟାସ୍' ପରେ ଭୁବନେଶ୍ୱର ଏବଂ ରାଉରକେଲାରେ ବନ୍ଦ ରହିଥିବା ଟୀକାକରଣ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଏବଂ ଶୁକ୍ରବାର ଦିନ…