Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦେଶରେ ଖସୁଛି ଦୈନିକ ସଂକ୍ରମଣ, ଜାଣନ୍ତୁ କେତେ ପଜିଟିଭ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ ହଜାର ୮୪୭ ଟପିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨…

କେନ୍ଦ୍ରକୁ ଫାଇଜର କହିଲା ଟିକା ୧୨ରୁ ଅଧିକ ବୟସ୍କ ଓ B.1.617 ଭାରିଆଣ୍ଟ ଉପରେ ପ୍ରଭାବୀ

ନୂଆଦିଲ୍ଲୀ: ଆମେରିକା କମ୍ପାନୀ ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ୧୨ରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ପ୍ରଭାବୀ ହେଉଛି । ସେହିପରି କରୋନାର ନୂଆ ଭାରିଆଣ୍ଟି B. ୧.୬୧୭ କୁ ବି ମାରିବ । ଏନେଇ କେନ୍ଦ୍ର ସରକାରଙ୍କୁ ଫାଇଜର୍ ଅବଗତ କରାଇଛି । ଏଥିସହ ଫାଇଜର ଟିକାକୁ ୨-୮ ଡିଗ୍ରୀ ସେଲସିୟସ…

ରାଜ୍ୟରେ ଖସିଲା ସଂକ୍ରମଣ, ଥମୁନି ମୃତ୍ୟୁ; ଲଗାତାର ଦ୍ୱିତୀୟ ଦିନରେ ଆଉ ୩୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଜୀବନ ନେଉଛି କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ହଠାତ୍ ପ୍ରାୟ ୪ ହଜାର ପାଖାପାଖି ହ୍ରାସ୍ ପାଇଛି । ଦିନକରେ ୬ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କ ଜୀବନ ନେଇଛି କିଲର୍ କରୋନା । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨ ହଜାର ୬୧୮କୁ ବୃଦ୍ଧି ପାଇଛି ।…

୭ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଅନୁଗୁଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ହ୍ରାସ୍ ପାଇଛି । ଗତକାଲି ରାଜ୍ୟରେ ୧୧ ହଜାର ୬୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୬ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ମାମଲା ୧ ହଜାରରୁ ଅଧିକ ରହୁଥିବା ବେଳେ ଆଜି ୬ ଶହ…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଜମିଛି ପାଣି , ଚାଲିଛି ପୁନରୁଦ୍ଧାର କାମ

ଭୁବନେଶ୍ୱର: ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । କିଛି ସ୍ଥାନରେ ଲୋକେ ଜଳବନ୍ଦୀରେ ରହିଥିବା ବେଳେ ପ୍ରତି ସମସ୍ୟା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ବାତ୍ୟା ପ୍ରଭାବିତ ମାନଙ୍କୁ ୭ ଦିନ ଯାଏ ରିଲିଫ୍ ଘୋଷଣା ହୋଇଛି ।…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଢେଙ୍କାନାଳର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି

କାମାକ୍ଷାନଗର: ବାତ୍ୟା ୟାସ୍ ପ୍ରଭାବ ଢେଙ୍କାନାଳ କାମାକ୍ଷାନଗରରେ ବି ଦେଖିବାକୁ ମିଳିଛି । ବର୍ଷା ସହ ପବନର ବେଗ ବଢ଼ିବାରେ ଲାଗିଛି । ଯାହାକୁ ନେଇ କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । ଭୁବନ ,କାମାକ୍ଷାନଗର ଓ କଙ୍କଡ଼ାହାଡ଼ରେ ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳୀ…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଲଗାଣ ବର୍ଷା ଯୋଗୁ ଜଳବନ୍ଦୀ ଲୋକେ

ଭଦ୍ରକ: ବାତ୍ୟା ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ତା ସହିତ ପବନ ଯୋଗୁ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି । ଆଗକୁ ମଧ୍ୟ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତୁହାକୁ ତୁହା ବର୍ଷା ଛେଚୁଥିବା ବେଳେ ବିିଭିନ୍ନ ସ୍ଥାନର ତଳି ଅଞ୍ଚଳ ଗୁଡିକରେ ଅବସ୍ଥା…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ବାତ୍ୟାରେ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା । ଧାମରା ଓ ଆଖପାଖ ଅଞ୍ଚଳ ଗୁଡିକରେ ବହୁ କ୍ଷୟକ୍ଷତି ହୋଇଯାଇଛି । ନିକଟରେ ଥିବା ଗାଁ ଗୁଡିକ ଅମରନଗର, ରବୀନ୍ଦ୍ର ନଗର, କାନାଳି ଓ ଚାନ୍ଦିନୀପାଳରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଆଉ ପବନରେ ଧାମରା ଓ ଦୋସିଙ୍ଗା…

ସୁସ୍ଥ ହୋଇ ଘରକୁ ଫେରିଲେ ୧୦ ହଜାର ୬୩୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ବଢୁଛି ଚିନ୍ତା । ପ୍ରତିଦିନ ପଜିଟିଭ୍ ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୬୩୫ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖଷାର୍ଦ୍ଧାରୁ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୧୯ ପଜିଟିଭ୍

ଭୁବନେଶ୍ବର : ଚିନ୍ତା ବଢ଼ାଉଛି ମହାମାରୀ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଥମିବାର ନାଁ ନେଉନି ମହାମାରୀ । ତେବେ ହଟସ୍ପଟ ପାଲଟିଥିବା ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ଆଉ ୯୧୯ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି…