Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗାଁରେ ଅନ୍ଧ ବିଶ୍ୱାସର ଚିତ୍ର

ଅମ୍ବିକାପୁର:ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ । ମରିଗଲା ପରେ ବି ମୃତ ମଣିଷକୁ ବଞ୍ଚାଇବାକୁ ପ୍ରୟାସ କରୁଛି । ଅଦ୍‌ଭୁତ ଚିକିତ୍ସା କରି ବଞ୍ଚାଇବାର ପ୍ର୍ରୟାସ କରାଯାଉଛି । ଛତିଶଗଡ଼ ଅମ୍ବିକାପୁରରେ ଏହିଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି । ବଜ୍ରପାତରେ ଜଣେ ବ୍ୟକ୍ତିର…

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା

ଦିଲ୍ଲୀ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବା ସହ ରେଡ୍ ଆଲର୍ଟ ଜାରି ହୋଇଛି । ଗୁରୁବାର ସଂଧ୍ୟାରେ ବାଦଲ ଫଟା ବର୍ଷାରେ ବହୁ ଲୋକ ଭାସି ଯାଇଛନ୍ତି । ଏଯାଏଁ ୪ ଜଣଙ୍କର ପତ୍ତା ମିଳୁନଥିବା ବେଳେ ଜଣକର ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ସେଠାରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରଶାସନ…

ହ୍ୱାଇଟ ଫଙ୍ଗସ୍ ଆତଙ୍କ

ଦିଲ୍ଲୀ: କରୋନା ଯୋଗୁ ଟେନ୍‌ସନ୍ ବଢୁଥିବା ବେଳେ ବ୍ଲାକଫଙ୍ଗସ୍ ଭୟକୁ ଦୁଇ ଗୁଣିତ କରିଛି । ଆଉ ଏବେ ପୁଣି ହ୍ୱାଇଟ ଫଙ୍ଗସ୍ ଆତଙ୍କ ଖେଳାଇଲାଣି । ଯାହାକି ବ୍ଲାକ୍ ଫଙ୍ଗସ୍‌ଠୁ ବି ଆହୁରି ମାରାତ୍ମକ ବୋଲି ଜଣାପଡିଛି । କରୋନା ଆରୋଗ୍ୟଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ବ୍ଲାକ୍ ଫଙ୍ଗସ୍…

ବେଙ୍ଗାଲୁରୁରେ ମୃତକଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି

ବେଙ୍ଗାଲୁରୁ :ସବୁଆଡେ କରୋନା ତାର କାୟା ମେଲାଇ ଚାଲିଛି । ପ୍ରତିଦିନ ବହୁ ଲୋକ ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ମୃତକଙ୍କ ସଂଖ୍ୟା ବଢିଚାଲିଛି । ସେହଭିଳି ବେଙ୍ଗାଲୁରୁରେ ମାସକ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ବେଳେ ମୃତକଙ୍କ ସଂଖ୍ୟା ଦୁଇ ଗୁଣିତ ହୋଇଛି । ଯାହାକି ବେଶ୍…

କରୋନା ରଚୁଛି ତାଣ୍ଡବ; ଦିନକରେ ୪୨ ଶହ ସଂକ୍ରମିତ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଶୁକ୍ରବାର ଦିନ ଆଉ ୨ ଲକ୍ଷ ୫୯ ହଜାର ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ୪୨ ଶହ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ୨,୬୦,୩୧,୯୯୧କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର…

ରାଜ୍ୟରେ ୧୨ ହଜାର ପାର୍ କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୫୨୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୦୧୨ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୫୧୧ଟି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ୍‌

ଦିଲ୍ଲୀ: ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । କରୋନାଠାରୁ ଆହୁରି ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ୍ । କରୋନାରୁ ସୁସ୍ଥ ହୋଇଥିବା ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ବେଶୀ ରହିଛି । ଏଥିରେ ୧୨୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । କେବଳ ବ୍ଲାକ ଫଙ୍ଗସ୍ ୯୦ ଜଣଙ୍କ…

କରୋନା ଚିକିତ୍ସା ପାଇଁ ଓଡ଼ିଶାରେ ପ୍ଲାଜା ଥେରାପୀ ବନ୍ଦ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା ସରକାର ରାଜ୍ୟରେ କରୋନା ଚିକିତ୍ସା ପାଇଁ ପ୍ଲାଜା ଥେରାପି ବନ୍ଦ କରିଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ପ୍ରମୁଖ ମେଡିକାଲ ଅଧିକାରୀଙ୍କୁ…

ପଞ୍ଚାନନ ସାମଲ ହେଲେ ଓଡ଼ିଶା ଲଳିତ କଳା ଏକାଡେମୀର ନୂତନ ସଚିବ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ନୂତନ ସଚିବ ଭାବରେ ପଞ୍ଚାନନ ସାମଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି। ଏକାଡେମୀର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀ ସାମଲ ଏହି ଦାୟିତ୍ୱ…

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର : ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ତ୍ରୟୋଦଶ ଯାତ୍ରା ନୀଳାଦ୍ରି ମହୋଦୟାଷ୍ଟମୀର ତାତ୍ପର୍ଯ୍ୟ ଓ ନୀତି ସମ୍ବନ୍ଧରେ ଅନଲାଇନ ମାଧ୍ୟମରେ ଏକ ଧାର୍ମିକ ଆଲୋଚନାଚକ୍ର ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି…