Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର : ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ । ଆଜି ଅପରାହ୍ନରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଥିବା ନେଇ…

ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ, କୋଭିଡ୍ ସ୍ଥିତି ସମୀକ୍ଷା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି । ବିଶେଷ କରି ରାଉରକେଲା ମହାନଗର ନିଗମରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଉରକେଲା ଗସ୍ତରେ ଯାଇ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ…

ଓଡ଼ିଶାକୁ ପ୍ରଶଂସା କଲା ବ୍ରିଟିଶ ମେଡିକାଲ୍ ଜର୍ଣ୍ଣାଲ୍ “ଲାନସେଟ୍”, କରୋନା ମୁକାବିଲା ପ୍ରସ୍ତୁତି ନେଇ…

ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଶାକୁ ପ୍ରଶଂସା। କରୋନା ମୁକାବିଲା ପ୍ରସ୍ତୁତି ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବ୍ରିଟିଶର ପ୍ରତିଷ୍ଠିତ ଓ ସର୍ବପୁରାତନ ମେଡିକାଲ୍ ଜର୍ଣ୍ଣାଲ ଦି ଲାନସେଟ୍ । 'ଭାରତରେ କୋଭିଡ୍ ଏମର୍ଜେନ୍ସୀ' ଶୀର୍ଷକ ସମ୍ପାଦକୀୟରେ ଓଡ଼ିଶାର ଅକ୍ସିଜେନ୍…

ଦେଶରେ ୪ ଲକ୍ଷ ତଳକୁ ଖସୁନି ଦୈନିକ ସଂକ୍ରମଣ, ୪ ହଜାର ଉପରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସୁନି । ସେହିପରି ଦ୍ୱିତୀୟ ଦିନରେ ମହାମାରୀରେ ୪ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୩ହଜାର ୭୩୮ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି…

ଓଡ଼ିଶାର ୧୫ ଜିଲ୍ଲାରୁ କରୋନାରେ ଆଉ ୧୯ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ସଂକ୍ରମଣ ସହ ଦୈନିକ ମୃତ୍ୟୁସଂଖ୍ୟା ବି କମିଛି । ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରୁ ମହାମାରୀରେ ଯାଇଛି ୧୯ ଆକ୍ରାନ୍ତଙ୍କ ଜୀବନ । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନୁଗୋଳ,…

ଆଜି ଓଡ଼ିଶାରେ କମିଛି କରୋନା ସଂକ୍ରମଣ: ୧୦,୬୩୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ୧୧ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୩୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬ହଜାର ୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୬୨୩ଟି । ଖୋର୍ଦ୍ଧାରୁ ସର୍ବାଧିକ ୧୫୬୪ ନୂଆ…

କରୋନା କାଳରେ ଫ୍ଲେମିଙ୍ଗୋ

ଭୁବନେଶ୍ୱର:କରୋନା କାଳରେ ଲକ୍ ଡାଉନ୍ ସଟଡାଉନ୍ । ଆଉ ସେହି ନୀରବ ପରିବେଶ ଭିତରେ ଆଡା ଜମାଇଛନ୍ତି ଫ୍ଲେମିଙ୍ଗୋ ପକ୍ଷୀ । ହଜାର ହଜାର ସଂଖ୍ୟାରେ ପକ୍ଷୀ ଉଡିଆସିଛନ୍ତି । ପରିବେଶ ଟିକେ ଉଷ୍ମ ହୋଇଗଲେ ଏମାନଙ୍କର ଆଗମନ ହୋଇଥାଏ । ଚଳିତଥର ଚିଲିକାରେ ମଧ୍ୟ ଏହି ପକ୍ଷୀ ମାନଙ୍କର ବେଶ୍ ଗହଳି…

ଗରମରୁ ତ୍ରାହି

ଭୁବନେଶ୍ୱର: ବଢୁଛି ଖରା । ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ । କିଭଳି ଥଣ୍ଡା ଟିକେ ପାଇବେ ଲୋକେ ବିଭିନ୍ନ ଉପାୟ କରୁଛନ୍ତି । ହେଲେ ଏଥିରୁ କିନ୍ତୁ ବାଦ୍ ପଡିନାହାନ୍ତି ଜୀବଜନ୍ତୁ । ଏହିଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ଚିଠି

ଭୁବନେଶ୍ବର : ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ ନେଇ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସବୁ ସିଡିଏମଓ, ପିଏଚଓ, ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ । ଟିକା କମ ଥିବାରୁ ୫ଟି ପୌରାଞ୍ଚଳରେ ହେବ…

[ଭିଡ଼ିଓ] ରାସ୍ତାରେ ବିକୁଥିଲା ମୋଜା, ଆସିଲା ମୁଖ୍ୟମନ୍ତ୍ରୀଙ୍କ ଡାକରା !

ଲୁଧିଆନା: ରାସ୍ତାରେ ବୁଲୁଥିଲା ଜଣେ ପଂଜାବୀ ନାବାଳକ । ବୁଲିବୁଲି ବିକୁଥିଲା ମୋଜା । ଖାସ ନିଜ ପରିବାରକୁ ସାମାନ୍ୟ ଆର୍ଥିକ ସହାୟତା ଦେବା ପାଇଁ । ଗତକାଲିର ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିଲା । ଏହି ଭିଡିଓ ଅନେକଙ୍କ ମନରେ ଛାପିଥିଲା କରୋନା ଭୟାବହତା ଓ ଲକଡାଉନ୍ ପ୍ରଭାବର…