Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୫୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଚିନ୍ତା ବଢ଼ାଇଲାଣି କରୋନା ଭୂତାଣୁ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଜାଗ ହେଲାଣି ପ୍ରଶାସନ । ରାଜ୍ୟରେ ୧୩ଶହ ମୁହାଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୫୦ ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୩୩ ଜଣ…

ମାଆ ହାଟକୋଟି ମନ୍ଦିରରେ ରହସ୍ୟ କଳସ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିଟେ ଏମିତି ବହୁ ରହସ୍ୟ ରହିଛି ।…

ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍, ଜାଣନ୍ତୁ କେଉଁଥିରେ କେତେ ଲୋକ ଦେଇପାରିବେ…

ଭୁବନେଶ୍ବର: ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ ଆସିଛି । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ ଧାର୍ଯ୍ୟ କରିଛି କମିସନରେଟ୍ ପୋଲିସ । ବିନା ଅନୁମତିରେ ହେବନି ବିବାହ ଓ ସାମାଜିକ ଉତ୍ସବ । ଏଥିପାଇଁ ସ୍ଥାନୀୟ ପୋଲିସ ଷ୍ଟେସନରୁ…

ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । କରୋନା ପାଇଁ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।…

ଦିଲ୍ଲୀ ଏମସର ୩୫ ଜଣ ଡାକ୍ତରଙ୍କୁ କରୋନା

ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଲାଣି । ଦେଶରେ କରୋନା ଦିନକୁ ଦିନ ଭୟାବହ ରୂପ ନେଉଥିବା ବେଳେ, ମହାମାରୀ କବଳରେ କରୋନା ଯୋଦ୍ଧା । ସାର୍ ଗଙ୍ଗାରାମ, କେଜିଏମୟୁ ହସ୍ପିଟାଲ ପରେ ଏବେ ଦିଲ୍ଲୀ…

ମାସ୍କ ନପିନ୍ଧିଲେ ଆଦାୟ ହେବ ଦୁଇ ଗୁଣା ଜରିମାନା

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ୧୪ ଦିନ ପାଇଁ ମାସ୍କ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଘରୁ ବାହାରିବା ମାତ୍ରେ ତୁରନ୍ତ ମାସ୍କ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି…

୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବି ଶୀଘ୍ର ଦିଆଯାଉ କରୋନା ଟିକା: ସରକାରଙ୍କୁ ସୋନୁଙ୍କ ଅପିଲ

ମୁମ୍ବାଇ: ଦେଶରେ କରୋନା ପୁଣି କାୟା ବିସ୍ତାର କରୁଛି । ଦିନକୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଟେନସନ ଦେଉଛି । ମୁମ୍ବାଇ ଓ ଦିଲ୍ଲୀରେ କରୋନା ସ୍ଥିତି ଭୟଙ୍କର । ଦେଶରେ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ଟୀକାକରଣ ଜାରି ରହିଛି ।  ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି ।…

ଛତିଶଗଡ଼ ବଢ଼ାଇଛି ଓଡ଼ିଶାର ଏହି ପାଞ୍ଚ ଜିଲ୍ଲାରେ କରୋନା ଟେନସନ୍, ସ୍ଥିତି ଗମ୍ଭୀର

ଭୁବନେଶ୍ୱର: ଓଡ଼ିଶାକୁ ପଡ଼ୋଶୀ ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ଭୟ । ସେସବୁ ରାଜ୍ୟରେ ବ୍ୟାପୁଛି । ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି । ବିଶେଷ କରି ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ସୁନ୍ଦରଗଡ଼ରେ ୫୦ରୁ ଶହେ ପରେ ଆଜି ଆକ୍ରାନ୍ତଙ୍କ…

ଟିକା ନେଲେ ବି ହୋଇପାରେ କରୋନା, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବଡ଼ ବୟାନ

ଭୁବନେଶ୍ୱର: କୋଭିଡ୍ ଟିକା ନେଇଥିଲେ ବି ଆପଣ ସଂକ୍ରମିତ ହୋଇପାରନ୍ତି । ଟିକା ନେଲେ ବି କରୋନା ସମ୍ଭାବନା ରହିଛି । ଏଭଳି ସତର୍କ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଟିକା ରୋଗୀଙ୍କୁ ଗୁରୁତର ହେବାରୁ ରୋକିବ । ଏବେ ରାଜ୍ୟରେ…

ଭ୍ୟାକ୍ସିନ୍ ଅଭାବ, ରାଜ୍ୟର ୨ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମାଗୁଛି ଓଡ଼ିଶା, ଦେଉନି କେନ୍ଦ୍ର । ବାରମ୍ବାର କୋଭିଡ୍ ଟିକା ଯୋଗାଣ ନେଇ ଓଡ଼ିଶା ଅନୁରୋଧ କରୁଥିବା ବେଳେ ପର୍ଯ୍ୟାପ୍ତ ଟିକା ଆସୁନାହିଁ । ଫଳରେ ଟିକା ଅଭାବ ଯୋଗୁଁ ୨ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଥିଲା । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା…