Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗୋଆରେ ୧୪୪ ଧାରା ଜାରି, କରୋନା ସଂକ୍ରମଣ ବଢୁଥିବାରୁ ହୋଲି-ଇଦ୍‌-ଇଷ୍ଟର ପୂର୍ବରୁ ଗୋଆ ସରକାରଙ୍କ କଟକଣା 

ପାଣାଜୀ: କରୋନା ସଂକ୍ରମଣ ରୋକିବାକୁ ଗୋଆ ସରକାରଙ୍କ ପଦକ୍ଷେପ ।  ୧୪୪ ଧାରା ଜାରି କରିଛନ୍ତି ଗୋଆ ସରକାର । ଆଗକୁ ଗୋଆରେ ହୋଲି ଇଦ୍ ଓ ଇଷ୍ଟର ପର୍ବ ପାଳନ ହେବ । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ସରକାର ।  ହୋଲି, ଇଦ୍‌-ଉଲ୍‌-ଫିତର ପାଳନ ଉପରେ କଟକଣା ଲଗାଯାଇଛି…

ଭୁବନେଶ୍ୱରରେ ଏହି କୋଚିଂ ଇନିଷ୍ଟିଚ୍ୟୁଟରୁ ୨୦ କରୋନା ପଜିଟିଭ୍, ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷାନୁଷ୍ଠାନ ପରେ କୋଚିଂ ସେଣ୍ଟରରେ କରୋନା । ଭୁବନଶ୍ୱର ସ୍ଥିତ XIMB ପରେ ମୈତ୍ରୀ ବିହାରରେ ଥିବା ଆଲୋନ୍ କୋଚିଂ ଇନିଷ୍ଟିଚ୍ୟୁଟକୁ ଆଜି ସିଲ୍ କରିଛି ବିଏମସି । ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି…

ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା: ୩୦୦ ମୁହାଁ ପଜିଟିଭ୍ କେସ୍, ଖୋର୍ଦ୍ଧାରେ ଲମ୍ବା ଲମ୍ଫ ମାରିଲା ମହାମାରୀ

ଭୁବନେଶ୍ୱର: ଓଡ଼ିଶାରେ ଚିନ୍ତା ବଢ଼ାଇଲାଣି କରୋନା । ତିନି ଶହ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଦେଶରେ ପୁଣି ୩୦୦ ପାର କଲା ଦୈନିକ କରୋନା ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଉଛି ମହାମାରୀ । ବଢୁଛି ଟେଷ୍ଟିଂ, ତାସହ ସଂକ୍ରମିତଙ୍କ ସଂଖ୍ୟା ବି ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ଲକ୍ଷ ୮୧ ହଜାର କରୋନା ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୬୨ହଜାର ୭୧୪ ନୂଆ ଆକ୍ରାନ୍ତ । ତେବେ ସବୁଠୁ ଚିନ୍ତାଜନକ ହୋଇଛି ଦୈନିକ…

ଆଜି ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରେ ପାଟବସ୍ତ୍ର ଲାଗି ହୋଇ ପ୍ରାୟ…

ଭାରତ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ କରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଦେଶକୁ କରୋନାର ଦ୍ୱିତୀୟ ଲହର ଆସି ସାରିଛି । ଶୁକ୍ରବାର ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବିଶେଷକରି ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରର ସର୍ବାଧିକ ପ୍ରଭାବ ପ୍ରତୀୟ ହେଉଛି । ଏମିତି ନୁହେଁ ଭାରତରେ ପ୍ରଥମ ଥର ଏତେ ସଂକ୍ରମଣ ମାମଲା…

କରୋନା ବ୍ୟାପୁଛି : ରାଜ୍ୟରେ ହୋଲି ପାଳନକୁ ନେଇ ସତର୍କ କଲା ଆଇଏଲଏସ

ଭୁବନେଶ୍ବର : ରାଜ୍ୟରେ ବ୍ୟାପୁଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସତର୍କ କରିଛି ପ୍ରଶାସନ । ଆଗକୁ କିପରି ସଂକ୍ରମଣ ନବ୍ୟାପିବ, ସେଥିପାଇଁ ଆଗୁଆ ପଦକ୍ଷେପ ନେଉଛି ପ୍ରଶାସନ । ସେହିପରି ଆଗକୁ ହୋଲି ଥିବାରୁ ଏନେଇ ସତର୍କ କରିଛି ଆଇଏଲଏସ । ହୋଲିରେ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ମଧ୍ୟରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୯ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । କଟକରୁ ସର୍ବାଧିକ ୨୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼,…

ଦିନକରେ ଦେଶରେ ୬୨ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୨୯୧ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୬୨ ହଜାର ୨୫୮ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୯ ଲକ୍ଷ ୦୮ ହଜାର ୯୧୦କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଚିକିତ୍ସାଧୀନ…

ରାଜ୍ୟରେ ପୁଣି ୨୦୦ ଟପିଲା ଦୈନିକ ସଂକ୍ରମଣ, ୧ ମୃତ

ଭୁବନେଶ୍ୱର: ଦେଶରେ କରୋନା କାୟା ବଢୁଥିବା ବେଳେ ଓଡ଼ିଶାରେ ମଧ୍ୟ ଦୈନିକ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୦ ନୂଆ ଆକ୍ରାନ୍ତ । ଏହା ପୂର୍ବରୁ ୨୩୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୪ ଓ…