Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ପୁଣି ୧୮ ହଜାର ଉପରେ କରୋନା ସଂକ୍ରମଣ, ୯୮ ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଲଗାତାର ତୃତୀୟ ଦିନରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ ହଜାରରୁ ଅଧିକ ପଜିଟିଭ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୫୯୯ ନୂଆ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୨ଲକ୍ଷ ୨୯ହଜାର ୩୯୮କୁ…

ଗୀତାଙ୍କ ବଜ୍ର ଶପଥ: ଆଉ ହେବନି ବାଲ୍ୟ ବିବାହ

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ସୋନପୁରର ସୁନବୋହୂ ଗୀତାଞ୍ଜଳି । ଯେବେ ବୟସ ପୂର୍ବରୁ କିଏ ସିନ୍ଦୁର ପିନ୍ଧେ । ଯେବେ ସମୟ ପୂର୍ବରୁ କାହାର ସାହାନାଈ ବାଜେ । ଯେବେ କଅଁଳ ହାତରେ ହାତଘଣ୍ଟି ପଡ଼େ । ଗୀତାଞ୍ଜଳିଙ୍କ ମନ ଅଥୟ ହୋଇଯାଏ । ସଂସାରକୁ ବୁଝିବା ପୂର୍ବରୁ ଘରସଂସାର…

ବସ୍ତି ପାଇଁ ବବିତା ଦିଦି…

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଭୁବନେଶ୍ୱର: ସେ ସାଜିଛନ୍ତି ବସ୍ତିର ବିଦ୍ୟାଦାତ୍ରୀ, ସେ ପୁଣି ବନିଛନ୍ତି ସେବାର ଦେବୀ । ବସ୍ତିବାସିନ୍ଦାଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ବବିତା ଦିଦି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଇଁ ଆଗ ଡାକରା ନାଁ ବବିତା । ସେ…

ମହାରାଷ୍ଟ୍ର ଔରଙ୍ଗାବାଦରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଲଗାଇବାକୁ ସରକାରଙ୍କ ଘୋଷଣା

ମୁମ୍ବାଇ : ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦିଲ୍ଲୀ ଓ ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ ବଢ଼ିବାରେ ଲାଛି କଂରୋନାର ପ୍ରକୋପ । କରୋନା ସଂକ୍ରମଣ ବୃଦ୍ଧି ମାମଲାରେ ମହାରାଷ୍ଟ୍ର ତାଲିକାରେ ଶୀର୍ଷରେ ରହିଥିବା ବେଳେ, ସଂକ୍ରମଣ ନିୟନ୍ତ୍ରଣକୁ ନେଇ ଚିନ୍ତା ବଢ଼ିଛି । ଏଥିପାଇଁ ମହାରାଷ୍ଟ୍ର…

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୯୦ ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ,…

ଅସହାୟ ମହିଳାଙ୍କ ପାଇଁ ଆଶାର କିରଣ ସାଜିଛନ୍ତି ଆନନ୍ଦିନୀ : ପାଲଟିଛନ୍ତି ଜଟିଳ ଜୀବନର ସରଳ ସୂତ୍ରଧର

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଝାରସୁଗୁଡା: ଦିନେ ସୀତାଙ୍କୁ ଦେବାକୁ ପଡିଥିଲା ଅଗ୍ନିପରୀକ୍ଷା । ଅପମାନିତ ହେବାକୁ ପଡିଥିଲା ଦ୍ରୋପଦୀଙ୍କୁ । କୁନ୍ତିଙ୍କୁ ବି ନିଜ ରକ୍ତର ପୁଅ କର୍ଣ୍ଣଙ୍କ ପାଖରୁ ସହିବାକୁ ପଡିଥିଲା ଅଭିମାନ । ଏବେ ତ ବଦଳି ଯାଇଛି ସମୟ । ବଦଳି ଯାଇଛି…

ଆଜି ରାଜ୍ୟରେ ୭୦ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢ଼ିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୨୯ଟି । ମୋଟ୍ ୧୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଖୋର୍ଦ୍ଧା…

କୋଭିଡ୍ ଟିକା ନେବା ପରେ ପଜିଟିଭ୍ ଚିହ୍ନଟ ଅବସରପ୍ରାପ୍ତ ଡାକ୍ତରଙ୍କ ରିପୋର୍ଟ ଆସିଲା ନେଗେଟିଭ୍

ଭୁବନେଶ୍ୱର: କରୋନା ଟିକା ନେବା ପରେ କୋଭିଡ୍ ଟେଷ୍ଟ କରାଇଥିବା ରାଉରକେଲାର ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଏବେ ଆସିଛି ନେଗେଟିଭ୍ । ଭୁବନେଶ୍ୱର RMRCରେ RT-PCR ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ବାହାରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…

ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ ଓ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା । ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ ହଜାର ୭୧୧ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୨ଲକ୍ଷ ୧୦ହଜାର ୭୯୯କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୦ହଜାର…

ଟିକା ନେଲେ ମୋହନ ଭଗବତ ଓ ଭୟାଜୀ ଯୋଶୀ

ନାଗପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନର ମୁଖ୍ୟ (ଆରଏସଏସ) ମୋହନ ଭଗବତ ଏବଂ ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ ଜାତୀୟ କର୍କଟ ପ୍ରତିଷ୍ଠାନରେ କରୋନା ଟିକା ନେଇଛନ୍ତି। ଭାରତରେ କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ୬୦ ବର୍ଷରୁ ଅଧିକ ଲୋକ…