Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ନୂଆ ଷ୍ଟ୍ରେନ୍‌: ଦେଶରେ ଏପର୍ଯ୍ୟନ୍ତ ମୋଟ ୯୦ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଭାରତରେ ବ୍ରିଟେନରୁ କୋଭିଡ-୧୯ ର ନୂତନ ଷ୍ଟ୍ରେନରେ ମୋଟ ୯୦ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଏ ନେଇ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କୁ ପୃଥକ ଭାବରେ ରଖାଯାଇଛି। ବ୍ରିଟେନରେ କୋଭିଡ-୧୯ ର ନୂତନ ଟ୍ରେନ ସହିତ ଏକ ସମ୍ବେଦନଶୀଳତା…

ସପ୍ତମ ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ, ଅନଲାଇନରେ ଯୋଗ ଦେଉଛନ୍ତି ପୃଥିବୀର ସତୁରୀ ଜଣ ବିଶିଷ୍ଟ କବି

ଗତ ଛଅ ବର୍ଷ ହେଲା ଜାନୁଆରୀ ଦ୍ଵିତୀୟ ସପ୍ତାହରେ କୋଣାର୍କରେ ଆୟୋଜିତ ହୋଇଆସୁଛି ଏକ ନିଆରା କବିତା ଉତ୍ସବ। ଭାରତୀୟ ଇଂରାଜୀ କବିତାର ମହାନାୟକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵ, ବିଶିଷ୍ଟ ଚିନ୍ତାନାୟକ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଆବାହକତ୍ଵ, କବି ଆଶୁତୋଷ ପରିଡା ଓ କବି ବିଜୟ…

୨୧ ସ୍ୱାଗତମ ୨୧ ଚିତ୍ରକଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଇଷ୍ଟର୍ନ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ସ୍ୱାଗତମ ୨୧ ଶୀର୍ଷକ ଅନଲାଇନ କଳା ଶିବିରକୁ ଶ୍ରୀ ରାମକୃଷ୍ଣ ବେଦଲା , ସଚିବ ଲଳିତକଳା ଏକାଡେମୀ , ନୂଆଦିଲ୍ଲୀ ଭିଡ଼ିଓ ବାର୍ତା ଜରିଆରେ ଶୁଭାରମ୍ଭ କରିଛନ୍ତି। ସେ ପ୍ରଥମେ ମାତା ସ୍ୱରସ୍ବତୀଙ୍କ ଶ୍ଳୋକ ଉଚ୍ଚାରଣ କରି…

ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଉଦଘାଟିତ

ଭୁବନେଶ୍ୱର:ଏସିଆର ବୃହତ୍ତମ ହ୍ରଦ ଚିଲିକାରେ ପ୍ରତିବର୍ଷ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କର ଆଗମନ ହୁଏ। ପକ୍ଷୀଙ୍କର ସମାଗମ ପାଇଁ ଚିଲିକା ପ୍ରସିଦ୍ଧ। ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଚିଲିକାରେ ଉଦଘାଟିତ ହୋଇଯାଇଛି। ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ…

ପାତାଳି ଶ୍ରୀକ୍ଷେତ୍ର ଭକ୍ତଙ୍କ ପାଇଁ ଖୋଲା

ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଉଲୁଣ୍ଡା ବ୍ଲକର ପବିତ୍ର ତୀର୍ଥକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ର ଦୀର୍ଘ ୧୦ ମାସ ପରେ ଭକ୍ତ ପାଇଁ ଖୋଲା ଯାଇଛି। ଏହାପରେ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।…

ଅବହେଳାରେ ବରଗଡ଼ ପର୍ଯ୍ୟଟନ

ବରଗଡ଼: ବରଗଡ଼ ଜିଲ୍ଲାରେ ପୌରାଣିକ , ପ୍ରାକୃତିକ , ଐତିହାସିକ ସ୍ଥାନ ମାନଙ୍କର ଅଭାବ ନାହିଁ । କିନ୍ତୁ ପର୍ଯ୍ୟଟକ ମାନଙ୍କୁ ଆଧୁନିକ ବ୍ ବ୍ୟବସ୍ଥା ଥିବା ସେବା ଯୋଗେଇବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ପର୍ଯ୍ୟଟନ ଶିଳ୍ପ ଅବହେଳିତ ଅବସ୍ଥାରେ ଅଛି। ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ…

ଆଜି ରାଜ୍ୟରୁ ୨୦୬ କରୋନା ପଜିଟିଭ୍, ୭ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମିଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୦୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୮୭ଟି ରହିଛି । ରାଜ୍ୟର ୨୩ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ୭ଟି ଜିଲ୍ଲା ନୟାଗଡ଼, କନ୍ଧମାଳ, କଳାହାଣ୍ଡି,…

କମୁଛି କରୋନା ଆକ୍ଟିଭ୍ କେସ୍: ଦେଶରେ କରୋନା ସୁସ୍ଥହାର ୯୬%, ଆକ୍ଟିଭ୍ କେସ୍ ୨.୧୫%

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା କାୟା କମିବାରେ ଲାଗିଛି । ଦୈନିକ କମ୍ ସଂକ୍ରମିତ ହେଉଛନ୍ତି । ବଢୁଛି ସୁସ୍ଥ ହାର । ଆକ୍ଟିଭ୍ କେସ୍ କମିବାରେ ଲାଗିଛି । ଏବେ ଦେଶରେ ରହିଛି ୨ଲକ୍ଷ ୨୪ହଜାର ୧୯୦ଟି ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୨୨୨ ନୂଆ…

ଟିକା ସୁରକ୍ଷା ପାଇଁ ଜାରି ହେଲା ଏସଓପି, କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ଦେଶରେ ଆରମ୍ଭ ହୋଇପାରେ କରୋନା ଟିକାକରଣ । ତାପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଡ୍ରାଏ ରନ୍ ହୋଇଛି । ଏବେ ଟିକାଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଏସଓପି ଜାରି ହୋଇଛି । ଆଜି ସବୁ ଜିଲ୍ଲା ଓ ମହାନଗର ନିଗମକୁ ଏସଓପିକୁ କଡ଼ାକଡ଼ି ପାଳନ କରିବା ପାଇଁ…

ଓଡିଶୀ ନୃତ୍ୟର ସାର୍ବକାଳୀନ ମହାନାୟକ, ଗୁରୁ କେଳୁଚରଣ ମହାପାତ୍ର

ବଞ୍ଚିଥିଲେ,ସରକାରୀ କାଗଜପତ୍ର ଅନୁଯାୟୀ ଆଜି ଗୁରୁ କେଲୁଚରଣ ମହାପାତ୍ରଙ୍କ ବୟସ ୯୫ ହୋଇଥାନ୍ତା। ତେବେ ଗତ ୧୭ ବର୍ଷ ହେଲା ସେ ଆମଠୁ ସବୁଦିନ ପାଇଁ ବିଦାୟ ନେଇସାରିଛନ୍ତି। ୮, ଜାନୁଆରୀ, ୧୯୨୬ରେ ତାଙ୍କର ଜନ୍ମ ଓ ୭, ଏପ୍ରିଲ, ୨୦୦୪ରେ ତାଙ୍କର ତିରୋଧାନ। ଅବଶ୍ୟ ତାଙ୍କ ଜନ୍ମଦିନକୁ ନେଇ ଟିକେ…