Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୁବନେଶ୍ୱରର ୫ଟି ସ୍ଥାନରୁ ୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୩ ଜଣ କରୋନା ପଜିଟିଭ…

 ନଅ ମାସ ପରେ ଖୋଲିବ ନୃସିଂହନାଥ ମନ୍ଦିର

ପାଇକମାଲ: ଚଳିତ ମାସ ୬ ତାରିଖରୁ ନୃସିଂହନାଥ ମନ୍ଦିର ଖୋଲିବ । ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ନୃସିଂହନାଥ ମନ୍ଦିର ଦୀର୍ଘ ନଅ ମାସ ହେଲା ବନ୍ଦ ରହିବା ପରେ ଖୋଲିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ପ୍ରଥମେ ସାତଦିନ ବରଗଡ଼ ଜିଲ୍ଲାର ଲୋକଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଏଥିପାଇଁ କୋଭିଡ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୫.୦୭ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତ, ଆମେରିକା, ବ୍ରିଟେନ ସମେତ ଅନେକ ଦେଶରେ କରୋନା ଭୂତାଣୁକୁ ହ୍ରାସ କରିବା ପାଇଁ ଟିକା ଅନୁମୋଦନ କରାଯାଇଛି ଏବଂ କେତେକ ଦେଶରେ ଟୀକାକରଣ ଆରମ୍ଭ ମଧ୍ୟ ହୋଇଛି। କିନ୍ତୁ ତଥାପି କରୋନା ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦୁନିଆରେ ୫.୦୭ ଲକ୍ଷ ନୂତନ…

କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

ଭୁବନେଶ୍ୱର: ଦେଶରେ ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ ବା DCGI ଅନୁମତି ପ୍ରଦାନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଡି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ରାଜ୍ୟରେ ଟିକାକରଣ କରାଯିବ ।…

ରାଜ୍ୟରେ କମିଲା: ୨୪ଘଣ୍ଟାରେ ୧୮୩ କରୋନା ପଜିଟିଭ୍, ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କମୁଛି କରୋନା କାୟା । ପୁଣି ଥରେ ଦିନକରେ ଦୁଇ ଶହରୁ କମ୍ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଚାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୮୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୦୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭ଟି । ୨୬ ଜିଲ୍ଲାରୁ ନୂଆ…

ଦେଶରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୧୬, ୫୦୫ ପଜଟିଭ୍

ନୂଆଦିଲ୍ଲୀ: ଦେଶରେ ଖସୁଛି ଦୈନିକ କରୋନା ଟ୍ରେଣ୍ଟ । ଗତ ୨୪ ଘଣ୍ଟାରେ ୭ଲକ୍ଷ ୩୫ ହଜାର କୋଭିଡ୍ ଚେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୬ହଜାର ୫୦୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ନୂଆ ପଜିଟିଭ୍ ସଂଖ୍ୟା ୯ପ୍ରତିଶତ କମ୍ । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି୍…

ଓଡ଼ିଶାର ବିରଳ ଆଦିବାସୀ ଜନଜାତି ‘ଜୁଆଙ୍ଗ’ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଦେଖାଯାଉଥିବା ୧୩ ପ୍ରକାର ଆଦିମ ଜନଜାତି ମଧ୍ୟରୁ ଜୁଆଙ୍ଗ ଅନ୍ୟତମ । ଜୁଆଙ୍ଗମାନଙ୍କର ଉତ୍ପତ୍ତି ଗୋନାସିକା ପର୍ବତ ପାଦଦେଶରେ ହୋଇଥିଲା । ସେମାନଙ୍କ ଭାଷାରେ ଜୁଅଙ୍ଗର ଅର୍ଥ ହେଉଛି ମଣିଷ । ସେମାନେ ନିଜକୁ ପତ୍ର-ଶବର ମଧ୍ୟ କହିଥାନ୍ତି । ସେମାନେ ପତ୍ର ପରିଧାନ…

କରୋନା ଟିକା ସମ୍ପର୍କିତ ଗୁଜବକୁ DCGIର ଖଣ୍ଡନ, ଭ୍ୟାକ୍ସିନ ୧୧୦% ସୁରକ୍ଷିତ

ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଭାରତରେ ଦୁଇଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି। ଯାହାକୁ ନେଇ ସମସ୍ତେ ଖୁସିଥିବା ବେଳେ ଟିକା ସମ୍ପର୍କିତ ଗୁଜବକୁ ନେଇ ଜନସାଧାରଣ ଆଶଙ୍କାରେ ରହିଥିଲେ। ହେଲେ ଟିକାକୁ…

କୋଭିସିଲ୍ଡକୁ DCGIର ମଞ୍ଜୁରୀ ପରେ କ’ଣ ପ୍ରତିକ୍ରିୟା ରଖିଲେ ଆଦର ପୁନାୱାଲା…

ନୂଆଦିଲ୍ଲୀ: କରୋନା ଭାଇରସ୍ ଭ୍ୟାକ୍ସିନକୁ ଅପେକ୍ଷା କରିଥିବା ଜନସାଧାରଣଙ୍କ ପାଇଁ ଖୁସି ଖବର। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ବିକଶିତ ହୋଇଥିବା କୋଭିସିଲ୍ଡ ଏବଂ ଭାରତ ବାୟୋଟେକର ଭ୍ୟାକ୍ସିନ୍ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGI)…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଗୋଟିଏ ଦିନରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ଆଉ ୩ ଜଣ ଆକ୍ରାନ୍ତ। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…