Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଟିକା ଜନିତ ମିଥ୍ୟା ସୂଚନାକୁ ବିଶ୍ବାସ କରନ୍ତୁନି: ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ଟୀକାକରଣ ପାଇଁ କୌଣସି Duplicate Aapରେ ବିଶ୍ୱାସ କରନ୍ତୁ ନାହିଁ।। ଟୀକାକୁ ମାଗଣାରେ ଦେବାକୁ ସରକାର ଘୋଷଣା କରିଛନ୍ତି ବୋଲି ଶୁକ୍ରବାର ଦିନ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି। କରୋନା ଟିକା ଜନିତ ମିଥ୍ୟା ସୂଚନାରୁ ଦୂରେଇ ରୁହନ୍ତୁ ନଚେତ୍…

କରୋନା ନ୍ୟୁ ଷ୍ଟ୍ରେନ୍‌; ଦେଶରେ ଏପର୍ଯ୍ୟନ୍ତ ମୋଟ ୮୨ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କରୋନା ଭାଇରସର ନୂତନ ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସରକାରୀ ତଥ୍ୟ ଦର୍ଶାଇ କହିଛି ଯେ ବ୍ରିଟେନରୁ ଏପର୍ଯ୍ୟନ୍ତ ମୋଟ ୮୨ ଜଣ ଲୋକ କରୋନା ନ୍ୟୁ ଷ୍ଟ୍ରେନ୍‌ର ସମ୍ମୁଖୀନ ହୋଇଛନ୍ତି। ଦେଶରେ ଟିକା ଉପରେ ମଧ୍ୟ ଦ୍ରୁତ…

ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ପାଳିତ

ବଲାଙ୍ଗିର: ପାଟଣାଗଡ,ପଶ୍ଚିମ ଓଡିଶା ଲୋକକଳା ପୁନରୁଦ୍ଧାର ପରିଷଦ ବଲାଙ୍ଗିରର ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ମାଁ ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଲୋକକବି ହଲଧର ନାଗ, ସମ୍ମାନୀତ ଅତିଥି ଭାବେ…

ସମ୍ରାଟ ଅଶୋକଙ୍କ ବିରତ୍ୱର ଗାଥା ଶୁଣିବାରୁ ପର୍ଯ୍ୟଟକ ବଞ୍ଚିତ

ଭୁବନେଶ୍ୱର: ପର୍ଯ୍ୟଟନ ଶିଳ୍ପକୁ ସୁଧାରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ହେଲେ ଆଜିଯାଏଁ କାର୍ଯ୍ୟକାରୀ ହେଇପାରୁନି ଧଉଳି ଲାଇଟ ଓ ସାଉଣ୍ଡ ବ୍ୟବସ୍ଥା।ଧଉଳିରେ ଆଉ ଶୁଣିବାକୁ ମିଳୁନି କଳିଙ୍ଗ ଯୁଦ୍ଧର ବର୍ବରତା କି ସମ୍ରାଟ ଅଶୋକଙ୍କ ମନ ପରିବର୍ତ୍ତନର ଗାଥା। ଗତ ପେବୃଆରୀ ମାସରୁ ଏହା…

ହୀରାକୁଦରେ ଅତିଥି ପକ୍ଷୀଙ୍କ ଗଣନା

ହୀରାକୁଦ : ହୀରାକୁଦ ଜଳଭଣ୍ଡାରରେ ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ତାର ଗଣନା ସରିଯାଇଛି । ପକ୍ଷୀ ଗଣନା କାମରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର ଓ ଝାରସୁଗୁଡା ବନଖଣ୍ଡ କର୍ମଚାରୀ ନିୟୋଜିତ ହୋଇଥିଲେ। ୩ ଡିଭିଜନ ୨୧ ଟିମରେ ଭାଗ ଭାଗ ହୋଇଥିଲେ। ସେମାନେ ୬ ଟି ଦେଶୀ ଡଙ୍ଗା…

ଓଡ଼ିଶାର ୧୧୦ଟି ସାଇଟରେ ଟିକାକରଣ ଡ୍ରାଏ ରନ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ଟିକାକରଣ ପୂର୍ବରୁ ଚାଲିଛି ଦ୍ୱିତୀୟ ପର୍ୟ୍ୟାୟ ଡ୍ରାଏ ରନ୍ । ଓଡ଼ିଶାରେ ୧୧୦ଟି ସେସନ୍ସ ସାଇଟରେ ଡ୍ରାଏ ରନ୍ କରାଯାଉଛି । ପ୍ରାଇମେରୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମେଡିକାଲ କଲେଜରେ ଚାଲିଛି ଟିକାକରଣର ରିହରସାଲ୍ । ଏହି ସୂଚନା…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ଦୁଇ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ମହାମାରୀ ନେଲା ରାଜ୍ୟରୁ ଆଉ ଦୁଇ ଜଣଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ଘଣ୍ଟାରେ ଦୁଇ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରେ ଜଣେ ୮୩ବର୍ଷୀୟ ବୃଦ୍ଧ ଓ ନୟାଗଡ଼ ଜିଲ୍ଲାରେ ଜଣେ ୩୭ ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ…

ରାଜ୍ୟରେ ୨୪ଘଣ୍ଟାରୁ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିରରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୪୫ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୦୪ଟି । ୭ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ୨୩ ଜିଲ୍ଲାରୁ…

ଦିନକର‌େ ଦେଶରୁ ୧୮ ହଜାରରୁ ଅଧିକ କର‌ୋନା ଆକ୍ରାନ୍ତ ଚିହ୍ନଟ, ୨୩୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୧୩୯ ନୂଆ ଆକ୍ରାନ୍ତ ଟଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କ‌ୋଟି ୦୪ ଲକ୍ଷ ୧୩ ହଜାର ୪୧୭କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଆଉ ୨୩୪ ଜଣ ସଂକ୍ରମିତଙ୍କ ଜୀବନ ନେଇଛି…

ଦେଶର ସବୁ ଜିଲ୍ଲାରେ ଆଜି ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍

ନୂଆଦିଲ୍ଲୀ: କରୋନା ଟିକା ଆସିବା ପୂର୍ବରୁ ଅଭ୍ୟାସ । ଆଜି ଦେଶରେ ଟିକାକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ କରାଯାଉଛି । ଏକାସଙ୍ଗେ ରିହରସାଲ୍ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସବୁ ଜିଲ୍ଲା ଓ ମହାନଗର ନିଗମରେ ଡ୍ରାଏ ରନ୍ କରାଯିବ । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ…