Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରେ ୫୦ ହଜାର ପଜିଟିଭ୍, ୫୭୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ୨୪ ଘଣ୍ଟାରେ ସୁସ୍ଥ ହେଲେ ଅଧିକ ଆକ୍ରାନ୍ତ । ସଂକ୍ରମିତ କମ୍ । ଦିନକରେ ସାରା ଦେଶରୁ ୫୦ ହଜାର ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହି ସମୟରେ ଆରୋଗ୍ୟ ଲାଭ କରିଛନ୍ତି ୬୨ ହଜାର ୭୭ ସଂକ୍ରମିତ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

ପୀଠରେ ଦଶମୀ, ମଣ୍ଡପରେ ନବମୀ; ଚାଲିଛି ମାଆଙ୍କ ଷୋଡ଼ସ ଉପଚାର ପୂଜା ବିଧି

ଭୁବନେଶ୍ୱର: ଚାଲିଛି ମାଆଙ୍କ ଶାରଦୀୟ ଦୁର୍ଗା ପୂଜା । ମଣ୍ଡପରେ ଆଜି ନବମୀ ପାଳନ ହେଉଥିବା ବେଳେ ପୀଠ ଗୁଡିକରେ ଦଶମୀ ପାଳନ ହେଉଛି। ସବୁଠି ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା ବିଧି। ଚଳିତ ବର୍ଷ କରୋନା କଟକଣା ପାଳନ ସହିତ ମାଆଙ୍କ ରୀତିନୀତି ଚାଲୁଥିବାରୁ ଭକ୍ତଙ୍କ ଭିଡ ଦେଖିବାକୁ…

ନବରାତ୍ରୀର ନବମ ଦିନ; ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତଜନନୀ ମାଆ ଦୁର୍ଗା

ଭୁବନେଶ୍ୱର: ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ…

ଓଡିଶାରୁ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୬୧୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୬୨,୦୩୧ ଛୁଇଁଛି।…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଲକଡାଉନ୍ ପରଠାରୁ ନିରନ୍ତର କାର୍ଯ୍ୟ କରି ଆସୁଅଛି । ଯେମିତି ଲାଗୁଛି ଭଗବାନ…

ପ୍ରଶାସନର ତଥ୍ୟ; ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୧୮୩ ପଜିଟିଭ, ସେଥିରୁ ଭୁବନେଶ୍ୱରରୁ ୧୮୨ ଜଣ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରଶାସନର ଅଜବ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ପ୍ରଶାସନର କରୋନା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୧୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ଭୁବନେଶ୍ୱରରୁ ୧୮୨ ନୂଆ ପଜିଟିଭ ଚିହ୍ନଟ…

ପ୍ରଥମେ କାହାକୁ ମିଳିବ କରୋନା ଟିକା?: ଚାଲିଛି ତାଲିକା ପ୍ରସ୍ତୁତି

ଭୁବନେଶ୍ୱର: କୋଭିଡ ଟିକା ଦେବା ପାଇଁ ତାଲିକା ପ୍ରସ୍ତୁତ କରିବାକୁ ଚିଠି ଆସିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇଏମଏ ସଭାପତି ଡାକ୍ତର ମାଗୁଣି ବେହେରା କହିଛନ୍ତି ଯେ, କୋଭିଡ ଟିକା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଦୁଇ ଦିନ ତଳେ ଚିଠି ଆସିଛି । ୨୯…

ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୮୨ ଆକ୍ରାନ୍ତ; ୨୭୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୮୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୪…

ଚିଙ୍ଗୁଡିଖୋଲରେ ଆରମ୍ଭ ହେଲା ଦୁର୍ଗାପୂଜା

ବେଗୁନିଆପଡ଼ା: କୋଭିଡ୍ କଟକଣା ମଧ୍ୟରେ ଶନିବାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ନବମୀ ପୂଜା। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସ୍ଥିତ ଚିଙ୍ଗୁଡିଖୋଲ ଗ୍ରାମରେ ପ୍ରାୟ ୬୦ ବର୍ଷରୁ ଅଧିକ ସମୟ ଧରି ମାଙ୍କ ପୂଜାର୍ଚ୍ଚନା ହେଉଅଛି। ହେଲେ ଚଳିତ ବର୍ଷ କରୋନା କଟକଣା ତଥା…

କରୋନା ଟିକା ଅକ୍ସଫୋର୍ଡ-ଆଷ୍ଟ୍ର ଜେନେଙ୍କାର ୩ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: କରୋନା ଟିକା ଅକ୍ସଫୋର୍ଡ-ଆଷ୍ଟ୍ର ଜେନେଙ୍କାର ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଶେଷ ହୋଇଛି। ସୂଚନା ଅନୁଯାୟୀ ପ୍ରଥମ ଟୀକାକରଣର ୨୮ ଦିନ ସରିଲା ପରେ ଖୁବ୍ ଶୀଘ୍ର ଏହାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯିବ।…