Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବ୍ରଶ୍ କରିବା ପରେ ମଧ୍ୟ କାହିଁକି ଦାନ୍ତ କ୍ଷୟ ହୁଏ? ପ୍ରକୃତ କାରଣ ଜାଣନ୍ତୁ…

ଭୁବନେଶ୍ବର: ପ୍ରତିଦିନ ଦାନ୍ତ ଘଷିଲେ ମଧ୍ୟ କିଛିଜଣଙ୍କ ଦାନ୍ତ କ୍ଷୟ ହୋଇଥାଏ । ତେବେ ଆପଣ ଏହାର କାରଣ ଜାଣିଛନ୍ତି କି ? କାରଣ ଦାନ୍ତ ଘଷିବା ଦ୍ଵାରା କ୍ୟାବିଟି ହେବ ନାହିଁ ବୋଲି ନିଶ୍ଚିତ ନୁହେଁ। ଏହା ସହିତ ଆହୁରି ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । କ୍ୟାବିଟି କାହିଁକି…

ବିଶ୍ୱର ଦାମୀ ଶୁଆ, ଦାମ ଶୁଣିଲେ ଉଡିଯିବ ହୋଶ

ନୂଆଦିଲ୍ଲୀ: ପୋଷା ଜୀବ ଜନ୍ତ୍‌ୁ ରଖିବାକୁ ଅନେକ ବ୍ୟକ୍ତି ଭଲ ପାଇଥାନ୍ତି । ଏଥିପାଇଁ ସେମାନେ ପାଣି ଭଳି ଅର୍ଥ ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ହାୟସିନ୍ଥ ମକାଉ ନାମକ ଶୁଆ ସମସ୍ତଙ୍କୁ ପସନ୍ଦ ହେଲେ ମଧ୍ୟ ଏଥିପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ କରିବାକୁ…

Best foods to eat in IBS: IBS ଦ୍ୱାରା କଷ୍ଟ ପାଉଛନ୍ତି କି ? ଏହି ଖାଦ୍ୟ ଦୂର କରିବ ସମସ୍ୟା…

ଭୁବନେଶ୍ବର: ପେଟ ଖରାପ ସହିତ ଜଡିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଯେଉଁଥିରୁ ଗୋଟିଏ ହେଉଛି IBS ।ଯାହାକୁ ଡାକ୍ତରୀ ଭାଷାରେ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ କୁହାଯାଏ। ଆପଣଙ୍କର କ୍ରମାଗତଭାବେ ପେଟ ଯନ୍ତ୍ରଣା, ଗ୍ୟାସ୍,ପେଟ ଫୁଲିବା, କିମ୍ବା ବାରମ୍ବାର ବାଥରୁମ୍ ଯାଉଛନ୍ତି , ତେବେ ଏହା…

ବିଶ୍ବର ପ୍ରଥମ ଘର ଯାହା ମାତ୍ର ୬୩ ସେଣ୍ଟିମିଟର ଚଉଡ଼ା, ସୌନ୍ଦର୍ଯ୍ୟରେ ଭରପୁର ଭିତର ଦୃଶ୍ୟ…

ନୂଆଦିଲ୍ଲୀ: ଦୁନିଆରେ ଅନେକ ଡିଜାଇନର ଘର ଅଛି । ଲୋକମାନେ ନିଜର ଘରକୁ ସୁନ୍ଦର ଆଉ ଷ୍ଟାଇଲିସ କରିବାକୁ ବିଭିନ୍ନ ପ୍ରକାରର ଡିଜାଇନ ଘର ତିଆରି କରିଥାନ୍ତି । ଆଉ ଏଥି ପାଇଁ ସେମାନେ ବହୁ ମୂଲ୍ୟ ମଧ୍ୟ ଦେଇଥାନ୍ତି । ତେବେ ଆପଣ କେବେ ମାତ୍ର ୬୩ ସେଣ୍ଟିମିଟର ଚଉଡ଼ାର ଘର ଦେଖିଛନ୍ତି କି । ଆଜ୍ଞା…

ଟାୟାରରେ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ: ସାଇବର ଟାୟାର କ’ଣ ଏବଂ ଏହା କିଭଳି କାମ କରେ?

ଭୁବନେଶ୍ୱର: ଆଗାମୀ ଦିନରେ କେବଳ ଆପଣଙ୍କ ଗାଡ଼ି ନୁହେଁ, ବରଂ ଗାଡ଼ିର ଟାୟାର ମଧ୍ୟ ସ୍ମାର୍ଟ ହେବାକୁ ଯାଉଛି। ବଦଳୁଥିବା ସମୟ ସହିତ ଅଟୋମୋବାଇଲ୍ ଦୁନିଆରେ 'ସାଇବର ଟାୟାର' ଟେକ୍ନୋଲୋଜିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା କେବଳ ଏକ ରବର ଚକ ନୁହେଁ, ବରଂ ଏଥିରେ ଲାଗିଥିବା ସେନସର ଏବଂ AI…

ଘରକୁ ଅତିଥି ଆସିଲେ କାହିଁକି ଦିଆଯାଉଥିଲା ମିଠା?

ଭୁବନେଶ୍ୱର: ଆମ ଘରଗୁଡ଼ିକରେ ପୁରୁଣା ଦିନରେ ଯେତେବେଳେ କୌଣସି ଅତିଥି ଘରକୁ ଆସୁଥିଲେ, ସେମାନଙ୍କୁ କେବଳ ପାଣି ନୁହେଁ, ପାଣି ସହ ଟିକେ ମିଠା ମଧ୍ୟ ଦିଆଯାଏ । କେଉଁଠି ମିଶ୍ରି, କେଉଁଠି ଗୁଡ଼ ତ କେଉଁଠି ମିଠା ଦେବାର ପରମ୍ପରା ଥିଲା। ଆଜିକାଲି ଏହି ପ୍ରଥା ଧୀରେଧୀରେ କମିଯାଉଥିଲେ ମଧ୍ୟ, ଏହା…

Raisin And Fennel Water: ଖରାଦିନେ ପ୍ରତିଦିନ କିସମିସ୍ ଏବଂ ପାନମହୁରୀ ପାଣି ପିଅନ୍ତୁ…ମିଳିବ ଏହି ଲାଭ

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଚଣ୍ଡ ଖରା ଶରୀରର ସମସ୍ତ ଜଳୀୟ ଅଂଶକୁ ନଷ୍ଟ କରିଦିଏ। ଏହି ସମୟରେ ଶରୀରରେ ପାଣିର ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି କାରଣରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗ୍ରୀଷ୍ମ ଋତୁରେ ଶରୀରକୁ…

Android 17ରେ ଆସୁଛି AI ସୁରକ୍ଷା କବଚ, ଚୋରି ହେଲେ ମଧ୍ୟ ଫୋନ୍‌ ରହିବ ସୁରକ୍ଷିତ

ନୂଆଦିଲ୍ଲୀ: ସାଇବର ଠକେଇ ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ, ଏବେ ବଡ଼ ପଦକ୍ଷେପ ନେଇଛି Google। କମ୍ପାନୀ Android 17 ଅପଡେଟ୍‌ରେ ଏମିତି କିଛି AI ଭିତ୍ତିକ ସୁରକ୍ଷା ଫିଚର୍‌ ଆଣୁଛି, ଯାହା ଫୋନ୍‌ ବ୍ୟବହାରକାରୀଙ୍କୁ ବ୍ୟାଙ୍କ ଠକେଇ, ଫେକ୍ କଲ୍‌, ମାଲୱେର ଓ…

ହନ୍ତାଭାଇରସ୍ ନୂଆ ନୁହେଁ; ଏହି ଦେଶରେ ପୂର୍ବରୁ ସାମ୍ନାକୁ ଆସିଛି ଅନେକ ମାମଲା, କେତେ ବିପଦପୂର୍ଣ୍ଣ ଜାଣନ୍ତୁ..

ନୂଆଦିଲ୍ଲୀ: ବିଶ୍ୱର କିଛି ଦେଶରେ ହନ୍ତାଭାଇରସ୍ ବ୍ୟାପିବାର ଭୟ ରହିଛି । ନିକଟରେ ଏକ କ୍ରୁଜ୍ ଜାହାଜରେ ଏହି ଭାଇରସ୍ ପ୍ରକୋପ ଦେଖାଦେଇଥିଲା । ସେବେଠାରୁ, କିଛି ମାମଲା ରିପୋର୍ଟ ହୋଇଛି । ଯେଉଁମାନେ ଏହି ଭାଇରସ୍ ସହିତ ଅପରିଚିତ ସେମାନେ ଏହାକୁ ନୂଆ ଏବଂ ଏହା ଦ୍ବାରା ବଡ ବିପଦ ହୋଇପାରେ…

ଦରମା ଠାରୁ କ୍ଷମତା ପର୍ଯ୍ୟନ୍ତ, ସିବିଆଇ ମୁଖ୍ୟଙ୍କୁ କିପରି ନିଯୁକ୍ତ କରାଯାଏ? ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ର ନୂତନ ନିର୍ଦ୍ଦେଶକଙ୍କ ନାମ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି । ପ୍ରାୟ ୬ ଜଣ IPS ଅଧିକାରୀ ଏହି ପଦବୀ ପାଇଁ ଦୌଡ଼ରେ ଅଛନ୍ତି । ବର୍ତ୍ତମାନର CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କୁ ଶେଷ…