Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ ସବୁଠୁ କମ୍ କରୋନା ମୃତ୍ୟୁହାର, ୧୫୬ ଦିନରେ ୫୦ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ଟପିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୯୪୧ ମୁଣ୍ଡ ନେଇଛି କରୋନା । ମୃତ୍ୟୁସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି । ସାରା ବିଶ୍ୱ ତୁଳନାରେ ଭାରତରେ କିନ୍ତୁ ମୃତ୍ୟୁହାର କମ୍ ରହିଛି । ୧୮ ଜୁନରେ ଦେଶରେ କରୋନା ମୃତ୍ୟୁହାର ଥିଲା ୩.୩୩ ପ୍ରତିଶତ ।…

ଆସୁଛି ଆଣ୍ଟି କରୋନା ନାଜାଲ ସ୍ପ୍ରେ: ହ୍ୟୁମ୍ୟାନ୍‌ ଟ୍ରାଏଲ୍‌ ପାଇଁ ପ୍ରସ୍ତୁତି

ଓ୍ଵାଶିଂଟନ୍‌: କରୋନାର ପ୍ରତିହିତ ନିମନ୍ତେ ଆମେରିକାର ଗବେଶକମାନେ ନାଜାଲ୍‌ ଡ୍ରପ୍ସ ବିକଶିତ କରିଛନ୍ତି । ଯାହା ଏହି କରୋନା ଭାଇରସ୍‌କୁ ନାକରେ ହିଁ ରୋକିଦେବ ବୋଲି ଦାବି କରିଛନ୍ତି ଆମେରିକାର ଗବେଷକ । ଯାହା ଫଳରେ ଏହି ଭାଇରସ୍ ଶରୀର ଭିତରକୁ ଆଉ ପ୍ରବେଶ କରି ପାରିବ ନାହିଁ । ଏହି…

ରାଜ୍ୟରେ ଆଉ ଜଣେ ଡାକ୍ତରଙ୍କ ମୁଣ୍ଡ ନେଲା କରୋନା

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାରେ ବଢୁଛି କରୋନା ପ୍ରକୋପ। ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ ପ୍ରଭାବରେ ଗଲାଣି ୨୫ କୋଭିଡ଼୍ ଯୋଦ୍ଧାଙ୍କ ଜୀବନ। ରବିବାର ଦିନ ପ୍ରାଣ ହରାଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ଼୍ ଯୋଦ୍ଧା । କରୋନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିବା ଜିଲ୍ଲାରେ…

ବଡ଼ଠାକୁରଙ୍କ ପ୍ରଳମ୍ବାସୁର ବଦ୍ଧ ବେଶ

ପୁରୀ: ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ପରେ ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ ! ପ୍ରଳମ୍ବାସୁର ବଧ ବେଶରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରନ୍ତି ! ବଳଭଦ୍ର ଦେବଙ୍କର ଦୁଇ ହସ୍ତରେ ହଳ,ମୂଷଳ ଶୋଭାପାଏ…

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା ବେଳେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଜଣ କରୋନା ଚିହ୍ନଟ…

ସିଲ୍ ହେଲା ୩ ସରକାରୀ ଅଫିସ୍

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ସଟଡାଉନ୍‌ଠାରୁ ଆରମ୍ଭ କରି ଲକଡାଉନ୍ ସବୁ ପ୍ରକାରର କୋଭିଡ କଟକଣା ଲାଗୁ ହୋଇଛି । ଏହି ମାମଲାରେ ଆଜି ୩ ସରକାରୀ ଅଫିସ୍‌କୁ…

ଆଜି ସୁସ୍ଥ ହେଲେ ଆଉ ୧୫୫୦, ୪୨ ହଜାର ଡେଇଁଲା ମୋଟ ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୨୯ଟି ଜିଲ୍ଳାରୁ ୧୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୧୭୬ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି…

୧୦ କୋଭିଡ ଯୋଦ୍ଧାଙ୍କ ସମେତ ସିଏମ୍‌ସିରେ ଆଉ ୧୧୯ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟିରେ ବଢ଼ୁଛି ସଂକ୍ରମଣ । ଆଜି ପୁଣି କଟକ ମହାନଗର ନିଗମରୁ ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୭ ଜଣ କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଅନ୍ୟ ସରକାରୀ ସଂଗରୋଧରୁ ୩ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି।…

ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ…

ସିଏମ୍‌ସିରେ ଅଧିକ ଯୁବ ବର୍ଗ କରୋନାରେ ସଂକ୍ରମିତ: ଅନନ୍ୟା ଦାସ

କଟକ: କଟକ ମହାନଗର ନିଗମରେ ମାଡି ଚାଲିଛି କରୋନା । ସିଏମ୍‌ସିରେ ଯୁବ ବର୍ଗ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨୧ରୁ ୪୦ ବର୍ଷ ବୟସ ବର୍ଗ ଅଧିକ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୨୦ ବର୍ଷରୁ କମ ବୟସ ଭିତରେ ୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି। ୪୧ରୁ ୬୦ ବର୍ଷ ବୟସ ବର୍ଗଙ୍କ…