Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀମନ୍ଦିରରେ କୋଳି ଖାଇଲେ କଳାଠାକୁର

'ଫଳ ବିକ୍ରୟିଣୀ ତସ୍ୟ ଚ୍ୟୁତ ଧାନ୍ୟଂ କରଦ୍ୱୟଂ ପଳୈର ପୂରୟଦ ରତ୍ନୈଃ ଫଳଭାଣ୍ଡମ ପୂରି ଚ'  ଆଜି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ, ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କର ବଣ ଭୋଜି ବେଶ, କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ, କୃଷ୍ଣଲୀଳା ନୀତି ଆଦି ଅନୁଷ୍ଠିତ ହୋଇଛି । ଏହି…

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି ବାଳସୁବ୍ରମଣ୍ୟମ୍ ଗୁରୁତର

ଚେନ୍ନାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଏସ୍ ପି ବାଳସୁବ୍ରମଣ୍ୟମ୍ ଗୁରୁତର । ଗତ ୫ ତାରିଖରୁ ସେ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଏମଜିଏମ୍ ହେଲଥ୍ କେୟାରରେ ଚିକିତ୍ସିତ ହେଉଥିବା ବେଳେ ଏବେ ଗୁରୁତର ହୋଇପଡିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୨୪୭ ଆକ୍ରାନ୍ତ, ୧୦୩ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

କୋଭିଡ-୧୯ର ୭୩ଟି ପ୍ରକାର ଭାରିଏଣ୍ଟ ଚିହ୍ନଟ କଲେ ଭାରତୀୟ ଗବେଷକ

ଭୁବନେଶ୍ୱର: ପ୍ରଥମ ଥର ପାଇଁ କୋଭିଡ୍‌-୧୯ ସଂକ୍ରମଣର ୭୩ଟି ପ୍ରକାର ଭାରିଏଣ୍ଟ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ। ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…

ପ୍ଲାଜମା ଦାନ କଲେ ୨ ପୋଲିସ ଅଧିକାରୀ

କଟକ: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ଅନେକାଂଶରେ ପ୍ଲାଜମା ଥେରାପି ସଫଳ ହେଉଛି । ଏଭଳି ସ୍ଥିତିରେ ଶୁକ୍ରବାର ଦିନ କଟକ ଏସସିବି ବଡ ମେଡିକାଲରେ ଆଉ ଦୁଇ ଜଣ ପୋଲିସ କର୍ମୀ ସେମାନଙ୍କ ପ୍ଲାଜମା ଦେଇଛନ୍ତି। ଏନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ପ୍ରଦାନ…

୮ କରୋନା ଯୋଦ୍ଧାଙ୍କ ସହ ସମ୍ବଲପୁରରେ ୫୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରୁ ୫୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଶାସନ। https://twitter.com/DmSambalpur/status/1294185407475679233?s=19…

ସୁନ୍ଦରଗଡରେ ୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ରାଉରକେଲାରୁ କେବଳ ୬୦

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮୦୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ଖୋଲିଲା ଏମକେସିଜି ଓପିଡ଼ି

ଭୁବନେଶ୍ୱର: ଆଜି ଠାରୁ ଖୋଲିଲା ବ୍ରହ୍ମପୁର ଏମକେସିଜି ଓପିଡ଼ି । ପୂର୍ବରୁ ୧୫ ତାରିଖରେ ଓପିଡ଼ି ଖୋଲିବ ବୋଲି କୁହାଯାଇଥିଲେ ବି ଗୋଟିଏ ଦିନ ପୂର୍ବରୁ ଏହାକୁ ଖୋଲାଯାଇଛି । ଓପିଡ଼ିରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ଭୂତାଣୁ…

ଖୋର୍ଦ୍ଧାରେ ମାଡୁଛି, ଗଞ୍ଜାମରେ ଖସୁଛି: ଜାଣନ୍ତୁ ରେଡହଟ୍ ଜିଲ୍ଲାର କୋଭିଡ୍ ଷ୍ଟାଟସ୍

ଭୁବନେଶ୍ୱର: ଗଞ୍ଜାମ ପରେ କରୋନାର ରେଡ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗଞ୍ଜାମରେ କମୁଛି ପଜିଟିଭ୍ କେସ । ଖୋର୍ଦ୍ଧାରେ ଆକ୍ଟିଭ୍ କେସ୍ ବଢୁଥିବା ବେଳେ ଗଞ୍ଜାମରେ ସୁସ୍ଥତା ହାର ବଢୁଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୦…

ଖୋଲିବ ଆର୍‌ଟିଓ ଅଫିସ୍‌

ଭୁବନେଶ୍ୱର: ଦୀର୍ଘ ଦିନର ବନ୍ଦ ପରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ପୁଣି ଖୋଲିବ ଆର୍‌ଟିଓ । କରୋନା କଟକଣା ଭିତରେ ଆର୍‌ଟିଓ ଅଫିସ୍ ଖୋଲିବ । ଏନେଇ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ସାମାଜିକ ଦୂରତା, ସବୁ କର୍ମଚାରୀ ଏବଂ ଲୋକେ ମାସ୍କ ପିନ୍ଧବା ସହ ପ୍ରତିଦିନ…