Latest Odisha News

BREAKING NEWS

Browsing Category

ରହସ୍ୟ

ଜାଣନ୍ତୁ, କେଉଁଠୁ ଆରମ୍ଭ ହେଲା ଲିପଷ୍ଟିକର ବ୍ୟବହାର !

ଭୁବନେଶ୍ୱର: "ଲିପଷ୍ଟିକ" । ଛୋଟରୁ ବଡ ସବୁ ଝିଅ ମାନଙ୍କ ପ୍ରଥମ ପସନ୍ଦ ଲିପଷ୍ଟିକ। ସେ ୫ ବର୍ଷର କୁନି ଝିଅଟେ ହେଉ କି ୫୦ ବର୍ଷର ଜଣେ ବୟସ୍କା ମହିଳା। ନିଜ ଓଠକୁ ରଙ୍ଗୀନ କରିବାକୁ ଭଲପାଆନ୍ତି ସବୁ ମହିଳା। ଆଉ ଏଥିପାଇଁ ଆବଶ୍ୟକ ପଡେ ଲିପଷ୍ଟିକର। ତେବେ କେବେ ଆପଣଙ୍କ ମନକୁ ପ୍ରଶ୍ନ…

ବ୍ଲାକହୋଲ ମାଧ୍ୟମରେ ବ୍ରହ୍ମାଣ୍ଡର ଗୋଟିଏ ସ୍ଥାନରୁ ଅନ୍ୟତ୍ରକୁ ଯାଇ ହେବ !

ନୂଆଦିଲ୍ଲୀ: ବ୍ଲାକହୋଲ ନେଇ ଅନେକ ରହସ୍ୟ ରହିଛି । ଏହି ରହସ୍ୟ ଉଜାଗର ନେଇ ବୈଜ୍ଞାନିକମାନେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି । ଏବେ ବି ଆଷ୍ଟ୍ରୋଫିଜିକ୍ସଟ ୱର୍ମହୋଲ ସହାୟତାରେ ମହାକାଶରେ ସମୟକୁ ମାତ ଦେବା ପରି ଯାତ୍ରା କରିହେବ ବୋଲି କହିଛନ୍ତି । ରୁଷିଆର ସେଂଟ୍ରାଲ…

ଭାରତର ବିରଳ ‘ଜାତାପୁ ଜନଜାତି’ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଜାତାପୁ ଭାରତର ଏକ ଅନୁସୂଚିତ ଜନଜାତି । ଜାତାପୁ ସଂପ୍ରଦାୟ କନ୍ଧ ଜନଜାତିର ଏକ ଗୋଷ୍ଠୀ ଏବଂ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବସବାସ କରନ୍ତି ।ଆନ୍ଧ୍ର ପ୍ରଦେଶରେ ପାହାଡ଼ରେ ବସବାସ କରୁଥିବା ଜାତାପୁମାନେ କୁଇ ଏବଂ ସମତଳ ଅଞ୍ଚଳରେ ରହୁଥିବା ଜାତାପୁମାନେ ତେଲୁଗୁ କହନ୍ତି ।…

ଓଡ଼ିଶାର ବିରଳ ଆଦିବାସୀ ଜନଜାତି ‘ଜୁଆଙ୍ଗ’ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଦେଖାଯାଉଥିବା ୧୩ ପ୍ରକାର ଆଦିମ ଜନଜାତି ମଧ୍ୟରୁ ଜୁଆଙ୍ଗ ଅନ୍ୟତମ । ଜୁଆଙ୍ଗମାନଙ୍କର ଉତ୍ପତ୍ତି ଗୋନାସିକା ପର୍ବତ ପାଦଦେଶରେ ହୋଇଥିଲା । ସେମାନଙ୍କ ଭାଷାରେ ଜୁଅଙ୍ଗର ଅର୍ଥ ହେଉଛି ମଣିଷ । ସେମାନେ ନିଜକୁ ପତ୍ର-ଶବର ମଧ୍ୟ କହିଥାନ୍ତି । ସେମାନେ ପତ୍ର ପରିଧାନ…

ବିଶ୍ୱର ଏକମାତ୍ର ମନ୍ଦିର, ଯେଉଁଠି ଭକ୍ତଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଆମ ମଧ୍ୟରୁ ଅଧିକାଂଶ ଲୋକେ ବିଶ୍ୱାସ ଓ ସମସ୍ୟାର ସମାଧାନ ଲାଗି ମନ୍ଦିର ଯାଇଥାନ୍ତି । ହେଲେ କେବେ ମନ୍ଦିରକୁ ଯାଇ ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୟଭୀତ ହେବା କଥା ଶୁଣିଛନ୍ତି କି ? ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ ଜାଣିବା, ଯେଉଁଠି ଲୋକେ ପ୍ରବେଶ କରିବା ତ ଦୂରର କଥା ପାଖଦେଇ…

ଏମିତି ଏକ ଗାଁ, ଯେଉଁଠି ଜୋତା ପିନ୍ଧିବା ଅଭିଶାପ !

ମଦୁରାଇ: ସଦ୍ୟ ସ୍ଥିତିରେ ଭଳିକିଭଳି ଜୋତା ପିନ୍ଧିବା ଏବେ ଟ୍ରେଣ୍ଡ ସେଟ୍ଟର୍ ପାଲଟିଛି । ଏପରିକି ଲୋକେ ଦେହର ଲୁଗା ସହ ଜୋତାକୁ ମ୍ୟାଚିଂ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଜିର ଆଧୁନିକ ଯୁଗରେ ଭାରତରେ ଏମିତି ଏକ ଗାଁ ରହିଛି, ଯେଉଁଠି ଲୋକେ ଜୋତା କମ୍ବା ଚପଲ ନାଁ ଶୁଣିଲେ କ୍ରୋଧିତ…

ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର କଳ୍ପବଟ ସମ୍ପର୍କରେ ଜାଣନ୍ତୁ କିଛି ଅଲୌକିକ କଥା…

ଭୁବନେଶ୍ୱର: ଅନେକ ଇତିହାସ, କିମ୍ବଦନ୍ତୀ,ତଥା ରହସ୍ୟକୁ ନିଜ ଭିତରେ ଧରି ରଖିଛି ପୁରୀର ଦିବ୍ୟ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଏହି ମନ୍ଦିରର ପ୍ରତି କୋଣ ଅନୁକୋଣରେ ଭାଟି ରହିଛି କଳା, ଭାସ୍କର୍ଯ୍ୟ, ସଂସ୍କୃତି ସାଙ୍ଗକୁ ଅନେକ ଅଲୌକିକ ଗାଥା। ଏହି ଦେଉଳର ପ୍ରତିଟି ପଥରରେ ଜଡ଼ିତ ଭିନ୍ନ ଭିନ୍ନ…

ମରୁଭୂମିରେ ଠାବ ହେଲା ରହସ୍ୟମୟ ଧାତୁ ଖମ୍ବ !

ଭୁବନେଶ୍ୱର: ବର୍ଷ ୨୦୨୦ର ଅପ୍ରତ୍ୟଶିତ ଯାତ୍ରା ଏବେ ବି ଜାରି ରହିଛି । କରୋନା ମହାମାରୀ ପରେ ବି ଅନେକ ରହସ୍ୟମୟ ରୋଗ ବିଶ୍ୱରେ ଦେଖାଦେଇଛି । ହେଲେ ଏଠି ଆମେ କେଉଁ ରୋଗ ବିଷୟରେ ନୁହେଁ ବରଂ ଏକ ଧାତୁ ଖମ୍ବ ବିଷୟରେ ଚର୍ଚ୍ଚା କରୁଛୁ । ଜାଣି ଆଶ୍ଚର୍ଯ୍ୟ ହେବେ ମରୁଭୂମିରେ ଏକ ବିରାଟକାୟ ଧାତୁ…

ଆସନ୍ତୁ ଜାଣିବା ଭାରତର କେଉଁ ଗ୍ରାମରେ ପ୍ରତି ଘରେ ସାପ ନିର୍ଭୟରେ ବିଚରଣ କରେ !

ଶେତଫାଲ: ଭାରତରେ ଏପରି ଗ୍ରାମ ଅଛି ଯାହାର ସ୍ୱତନ୍ତ୍ର ଚଳଣି ଆମକୁ ଚକିତ କରି ପକାଏ । ସେହି ଭଳି ଏକ ଗ୍ରାମ ହେଲା ମହାରାଷ୍ଟ୍ରର ଶେତଫାଲ । ୨୬୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ରହୁଥିବା ଏହି ଗ୍ରାମରେ ସାପଙ୍କୁ ବିଶେଷ କରି ନାଗସାପକୁ ସ୍ଥାନୀୟ ବାସିନ୍ଦା ବହୁତ ଭକ୍ତି କରିଥାନ୍ତି । ପ୍ରତ୍ୟେକ…

ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର !

ପାଲିତାନା : ଅନନ୍ୟ ପରମ୍ପରା ଓ ସଂସ୍କୃତି ପାଇଁ ସାରା ବିଶ୍ୱରେ ଭାରତ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ତେବେ ଭାରତ ଏକ ରହସ୍ୟମୟ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଇତିହାସ ହେଉ କି ପୌରାଣିକ ଗାଥା । କାହିଁ କେଉଁ ଅଜଣା ଯୁଗରୁ ଭାରତ ଅନେକ ଅକୁହା ଓ ଅଜଣା ରହସ୍ୟକୁ ନେଇ ଲୋକଙ୍କର…