Latest Odisha News

BREAKING NEWS

Browsing Category

ରହସ୍ୟ

ପାଣି ଛୁଇଁଲେ ପଥର!

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ବିଦେଶ ଯିବା ପାଇଁ ଏହି ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା କରାଯାଏ

ଜଳନ୍ଧର: ପଂଜାବରେ ଏକ ନିଆରା ଗୁରୁଦ୍ୱାର ରହିଛି । ଏହାର ନାମ ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତଙ୍କ ମାନସିକତା ପୂରଣ କରିବା ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ତାହା ଶୁଣିଲେ ଆପଣମାନେ ନିଶ୍ଚିତ ଭାବେ ଚକିତ ହୋଇଯିବେ । ବିଦେଶ ଯିବା ପଂଜାବୀ ଯୁବପିଢ଼ୀର ଏକ ସ୍ୱପ୍ନ…

କାନପୁରର ଜଗନ୍ନାଥ ମନ୍ଦିରରୁ ବର୍ଷା କେତେ ହେବ ଆଗୁଆ ଜଣା ପଡିଥାଏ !

କାନପୁର: କାନପୁରର ବେହଟା ଗ୍ରାମରେ ମହାପ୍ରଭୁ ଜଗନ୍ନାଥଙ୍କ ଏକ ମନ୍ଦିର ରହିଛି । ଭଗବାନ ବଳଭଦ୍ର ଏବଂ ମାଆ ସୁଭଦ୍ରା ମଧ୍ୟ ଏଠାରେ ପୂଜା ପାଇଥାନ୍ତି । ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ କେତେ ବର୍ଷା ହେବ ତାହା ଆଗୁଆ ଜଣା ପଡିଥାଏ । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ୫ ହଜାର ବର୍ଷ ତଳର ଏହି…

ମେହନ୍ଦୀପୁରର ବାଲାଜୀ ମନ୍ଦିର: ଦୁର୍ବଳ ହୃଦୟଙ୍କ ପାଇଁ ଏଠାକୁ ଆସିବା ମନା

ଜୟପୁର: ରାଜସ୍ଥାନର ମେହେନ୍ଦୀପୁର ବାଲାଜୀ ମନ୍ଦିର ଏକ ବଡ ତନ୍ତ୍ର ପୀଠ କହିଲେ ଭୁଲ ହେବ ନାହିଁ । ଭୂତ, ପ୍ରେତଙ୍କ କବଳରୁ ନିଜକୁ ଛଡାଇବା ପାଇଁ ଦେଶର କୋଣ ଓ ଅନୁକୋଣରୁ ଲୋକମାନେ ଏଠାକୁୁ ଆସିଥାନ୍ତ । ପ୍ରାୟ ସମୟରେ ମନ୍ଦିରର ପରିବେଶ ଏତେ ଭୟଙ୍କର ହୋଇଥାଏ ଯେ ଦୁର୍ବଳ ହୃଦୟ ଥିବା…

ସନ୍ଧ୍ୟା ପରେ ଏହି ଦୁର୍ଗକୁ ଯିବା ମନା

ଅଲବର: ରାଜସ୍ଥାନର ଅଲୱରରେ ରହିଛି ରହସ୍ୟରେ ଭରପୂର ଭାନଗଡ ଦୁର୍ଗ । ଭୂତ, ପ୍ରେତ ଏବଂ ଆତ୍ମାକୁ ନେଇ ଭିନ୍ନ ଭିନ୍ନ କାହାଣୀ ଏଠାରେ ଶୁଣିବାକୁ ମିଳିଥାଏ । ସୁନ୍ଦର ବାସ୍ତୁକଳାରେ ନିର୍ମିତ ଏହି ଦୁର୍ଗରେ େ ସମୟରେ ମନ୍ଦିରଠାରୁ ଆରମ୍ଭ କରି ଉଦ୍ୟାନ ପର୍ଯନ୍ତ ଥିଲା । ଏହା ଭାଙ୍ଗି ଯାଇଥିଲେ…

ରାଣୀ ପଦ୍ମାବତୀଙ୍କ ଜୋହର କୁଣ୍ଡ !

ଚିତ୍ତୋରଗଡର ରାଣୀ ପଦ୍ମାବତୀଙ୍କ ଜୋହର କୁଣ୍ଡ । ଯେଉଁଠି ରହିଛି ଅନେକ ଲୋମଟାଙ୍କୁରା ରହସ୍ୟ । ହେଲେ କଣ୍ ସେ ରହସ୍ୟ ତାହା ଆଜି ଯାଏ କେହି ବି ଜାଣିପାରିନାହିଁ । ବହୁ ଲୋକ ସେ ସ୍ଥାନକୁ ଯିବାର ପ୍ରୟାସ କରିଥିଲେ ବି ସଫଳ ହୋଇନାହାନ୍ତି । ତେବେ ଜୋହର କୁଣ୍ଡ ନେଇ ଦେଖିବା ଏହି ରିପୋର୍ଟ ।

ଏବେ ବି ରହସ୍ୟ ହୋଇ ରହିଛି ଲଦାଖର ଫୁଗତାଲ ମଠ

ଲଦାଖ: ଅତୁଲ୍ୟ ଓ ଅମୂଲ୍ୟ ଭାରତରେ ଅନେକ ରହସ୍ୟ ରହିଛି । ସାରା ବିଶ୍ୱ ଏହି ରହସ୍ୟ ଉଜାଗର ପାଇଁ ଉଦ୍ୟମ କରି ବିଫଳ ହୋଇଛି । ଧର୍ମ ସହ ସତ୍ୟତା ହେଉ କିମ୍ବା ପୁରାତନ କାଳର କଳାକୃତି ଓ ବିଜ୍ଞାନ ଏବେ ବି ସମସ୍ତଙ୍କୁ ଚକିତ କରୁଛି । ଏହି ଧାରାରେ ଯୋଡି ହୋଇଛି ଲଦାଖର ଫୁଗତାଲ ମଠ । ଦୂରରେ ଏହା…

ଏହି ମନ୍ଦିର ସିଡିରୁ ଶୁଭୁଛି ଶ୍ରୁତିମଧୂର ଧ୍ୱନୀ

ମାଡ୍ରାସ: ତାମିଲନାଡୁ ଐରାବତେଶ୍ୱର ମନ୍ଦିରର ରହସ୍ୟ ସମସ୍ତଙ୍କୁ ଚକିତ କରିଥାଏ । ୧୨ଶ ଶତାବ୍ଦୀରେ ଚୋଳ ବଂଶର ରାଜାମାନେ ଏହାକୁ ନିର୍ମାଣ କରିଥିଲେ । ଏହି ମନ୍ଦିରର ସିଡି ଚଢ଼ୀ ଉପରକୁ ଯିବା ମାତ୍ରେ ବିଭିନ୍ନ ପ୍ରକାରର ଶ୍ରୁତିମଧୂର ଧ୍ୱନୀ ବାହାରିଥାଏ । ସଙ୍ଗୀତ ଏବଂ ଧ୍ୱନୀ ପଛରେ ଥିବା…

ମୃତ୍ୟୁର ଠିକଣା ଏହି ବାବାମାନଙ୍କ ପାଖରେ ହଜି ଯାଇଥିଲା !

ପୁରୀ: ଧାର୍ମିକ ଗ୍ରନ୍ଥ ଅନୁସାରେ ହିନ୍ଦୁ ଧର୍ମରେ ଅଶ୍ୱଥମା, ମହାବୀର ହନୁମାନ, ଜାମ୍ବବାନ, ବିଭୀଷଣ, ପର୍ଶୁରାମ, ମହର୍ଷି ବ୍ୟାସ, କୃପାଚାର୍ଯ୍ୟ ଓ ରାଜା ବଳୀ ହଜାର ହଜାର ବର୍ଷ ଧରି ଜୀବିତ ରହିଛନ୍ତି । ଏହା କାଳ୍ପନିକ କିମ୍ବା ସତ୍ୟ ତା ମଧ୍ୟରେ ଆମେ ପଶିବାକୁ ଚାହୁଁ ନାହିଁ । ତେବେ…

ଗ୍ୟାଙ୍ଗଷ୍ଟର ହାଇଦରର ହାଇଡ୍ରାମା

୧୨୦ଘଣ୍ଟାର ଅପରେସନ ପରେ ତେଲେଙ୍ଗାନରୁ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସର ଦୁଇଟି ଟିମ୍ ତେଲେଙ୍ଗାନା ପ।ଇ ଛାନ୍‌ଭିନ୍ ପରେ ଧରାପଡିଥିଲା ସେଖ୍ ହାଇଦର । ତେବେ ଦୀର୍ଘ ୧୬ ବର୍ଷ ପରେ ହାଇଦର ଫେରାର ହେବା ପଛରେ କିଛି ଷଡନ୍ତ୍ର ଥିଲା କି? ନା ଅଲଗା କିଛି ରହସ୍ୟ ଅଛି । ଏନେଇ ତଦନ୍ତ…