Latest Odisha News

BREAKING NEWS

Browsing Category

ରହସ୍ୟ

ମାଟି ତଳୁ ମିଳିଲା ୧୫୦୦ ମାନବ ହାଡ !

ଭୁବନେଶ୍ୱର: ଖନନ ପ୍ରକ୍ରିୟାରେ ମାଟି ତଳୁ ମିଳିଲା ଶହଶହ ମାନବ ହାଡ । ମିଳିଥିବା କଙ୍କାଳଗୁଡିକ ୧୬୦ ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ତେବେ କେଉଁଠି ମିଳିଛି ଏତେ ସଂଖ୍ୟାର ମାନବ କଙ୍କାଳ ? ପଶ୍ଚିମ ଜାପାନର ଓସାକା ସହରରେ ମିଳିଛି ୧୫୦୦ ମାନବ ହାଡ । ବିଶେଷଜ୍ଞଙ୍କ ଅନୁଯାୟୀ…

ନକ୍ଷତ୍ର ବିସ୍ଫୋରଣ ଯୋଗୁ ୩୬ କୋଟି ବର୍ଷ ତଳେ ପୃଥିବୀରେ ଶେଷ ହୋଇ ଯାଇଥିଲା ଜୀବନ

ନ୍ୟୁୟର୍କ: ପୃଥିବୀ ପୃଷ୍ଠରେ ଅନେକ ଥର ପ୍ରଳୟ ଆସିଛି । ପ୍ରତି ଥର ଭିନ୍ନ ଭିନ୍ନ କାରଣରୁ ପ୍ରଳୟ ଆସିଥିଲେ ମଧ୍ୟ ସବୁଠାରୁ ଭୟଙ୍କର ଥିଲା ୩୬ କୋଟି ବର୍ଷ ତଳର ନକ୍ଷତ୍ର ବିସ୍ଫୋରଣ । ଏଥିଯୋଗୁ ପୃଥିବୀରେ ଜୀବନସତା ଲୋପ ପାଇ ଯାଇଥିଲା । ପୂର୍ବରୁ ପୃଥିବୀ ପ୍ରଳୟ ପଛରେ କାରଣ ଭାବେ ଆଷ୍ଟରୟଡ,…

ରହସ୍ୟ: ରାକ୍ଷୀ ସାଜିଛି ରାକ୍ଷସ !

ଉତ୍ତରପ୍ରଦେଶ: ଗତକାଲି ଥିଲା ରକ୍ଷା ବନ୍ଧନ । ସାନଠୁ ବଡ, ନିଜଠୁ ଆରମ୍ଭ କରି ଧରମ ଭାଇଙ୍କୁ ରାକ୍ଷୀ ବାନ୍ଧି ଅନେକ ଭଉଣୀ ଦିନଟିକୁ ଖୁସୀରେ କାଟିଥିଲେ । ପ୍ରତିବର୍ଷ ଲୋକେ ରକ୍ଷା ବନ୍ଧନ ପାଳି ଆସୁଥିଲାବେଳେ ଭାରତର ଏମିତି ବି ଏକ ସ୍ଥାନ ଅଛି ଯେଉଁଠି ରକ୍ଷା ବନ୍ଧନର ନାଁ ଶୁଣିବା ମାତ୍ରେ…

ଆସନ୍ତୁ ଜାଣିବା କେଉଁ ଦ୍ୱୀପରେ ରହୁଛନ୍ତି ମାଳ ମାଳ ସାପ

ନୂଆଦିଲ୍ଲୀ:ଆଇସଲ୍ୟାଣ୍ଡ ବା ଛୋଠ ଛୋଟ ଦ୍ୱୀପକୁ ମଉଜ ମଜଲିସ କରିବା ପାଇଁ ସମସ୍ତେ ଯାଇଥାନ୍ତି । ତେବେ ଏପରି ଏକ ଆଇସଲ୍ୟାଣ୍ଡ ଅଛି ଯେଉଁଠି ମାଳ ମାଳ ସାପ ବିଚରଣ କରୁଥାନ୍ତି । ସେଠାକୁ ଥରେ ଯିଏ ଯାଏ ଫେରିକି ଆସିବା କଷ୍ଟକର ହୋଇଥାଏ । ଏହି ଆଇସଲ୍ୟାଣ୍ଡ ବ୍ରାଜିଲରେ ରହିଛି ଏବଂ ଏହାର ନାମ…

ନିଆରା ପରମ୍ପରା, ୩ ବର୍ଷରେ ଶବକୁ କାଢ଼ି ଉତ୍ସବ ପାଳନ କରିଥାନ୍ତି ଟୋରାଜାନ ଜାତିର ଲୋକ

ନୂଆଦିଲ୍ଲୀ: ଦୁନିଆକୁ ରହସ୍ୟ ଘେରି ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା କେତେକ ପରମ୍ପରା ଆମକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଏ ଭଳି ଏକ ପରମ୍ପରା ଇଣ୍ଡୋନେସିଆର ଟୋରାଜନ ଜାତିର ଲୋକ ପାଳନ କରିଥାନ୍ତି । ସେମାନେ ମା ନେନେ ଉତ୍ସବରେ ନିଜ ପରିଜନଙ୍କ ୩ ବର୍ଷ ତଳେ ପୋତା…

ଏକ ଚମତ୍କାରୀ ଶିବଲିଙ୍ଗ: ଯେଉଁଠି ଆପଣାଛାଏଁ ହୁଏ ଜଳାଭିଷେକ

ଭୁବନେଶ୍ୱର: ଶିବ ଓ ଚମତ୍କାରିତା ପରସ୍ପର ପରିପୁରକ । ଯେଉଁଠି ଶିବ ସେଇଠି ଚମତ୍କାର। ସେହିଭଳି ଶିବଙ୍କ ଚମତ୍କାରର ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳେ ଝାଡଖଣ୍ଡର ରାମଗଡଠୁ ୮ କି.ମି ଦୂରରେ ଅବସ୍ଥିତ ଶିବମନ୍ଦିରରେ । ଏହି ମନ୍ଦିରଟି ଚୋଟୀ ଝରଣା ନାମରେ ପ୍ରସିଦ୍ଧି ଅର୍ଜନ କରିଛି । ଏଠାରେ…

ଜାଣନ୍ତୁ ଏହି ରହସ୍ୟ: ବର୍ଷା ପରେ କାହିଁକି ଦେଖାଯାଏ ଇନ୍ଦ୍ରଧନୁ

ଭୁବନେଶ୍ୱର: ସାତ ରଙ୍ଗର ସମାହାର ଇନ୍ଦ୍ରଧନୁ । ପ୍ରାୟେ ଆମେ ସମସ୍ତେ ଏହାକୁ ଆକାଶରେ କିଛି ସମୟ ପାଇଁ ଦେଖିଥିବେ। ମୁଖ୍ୟତଃ ବର୍ଷା ଦିନରେ ଏହା ଦେଖିବାକୁ ମିଳିଥାଏ । ଏକାସାଙ୍ଗରେ ସାତଟି ରଙ୍ଗ ଧନୁ ଆକାରର ହୋଇ ନୀଳ ଆକାଶର ଶୋଭା ମଣ୍ଡନ କରିଥାନ୍ତି । ଏହାକୁ ଇନ୍ଦ୍ରଧନନୁ କୁହାଯାଏ। ତେବେ କଣ…

ଦକ୍ଷିଣ ଭାରତ ମନ୍ଦିରର କୋଟି କୋଟି ଅଳଙ୍କାର ଏବେ ମଧ୍ୟ ରହିଛି ଅଜ୍ଞାତ ସ୍ଥାନରେ , ଏହା ଉପରେ ଅନ୍ତର୍ଜାତୀୟ ଲୁଟେରାଙ୍କ…

ଚେନ୍ନାଇ: ପଦ୍ମନାଭସ୍ୱାମୀ ମନ୍ଦିର ସମ୍ପତିର ଝଲକ(୧ ଲକ୍ଷ କୋଟି) ମିଳିବା ପରେ ଦେଶ, ବିଦେଶରେ ଏହାର ଚର୍ଚ୍ଚା ଜୋର ଧରିଥିଲା । ପୂର୍ବରୁ ଏହି ଧନ ଲୋଭରେ ଅନେକ ଥର ହିନ୍ଦୁ ମନ୍ଦିରକୁ ଲୁଣ୍ଠନ କରାଯାଇଛି । ଏ ସବୁ ସତ୍ୱେ ଅନେକ ସମ୍ପତି ଏବେ ମଧ୍ୟ ମନ୍ଦିରଗୁଡିକରେ ରହିଛି । ବିଶେଷ କରି କେରଳ…

ଆଶ୍ଚର୍ଯ୍ୟଜନକ ଭାବେ ଗଛରୁ ଝରୁଛି ପାଣି; ଗଛମୂଳେ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

କରାତୁଳି/ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ପଞ୍ଚାୟତରେ କରାତୁଳି ଗ୍ରାମରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।  ବାଘୁଆ ନଦୀ କୂଳରେ ଥିବା ଏକ ବଣ ପାଳଧୁଆ ଗଛରେ କୈଣସି ଏକ ଅଲୌକିକ ଶକ୍ତି ମାଧ୍ୟମରେ ଗଛରୁ ପାଣି ବାହୁରୁ ଥିବା ଭଳି ଚମତ୍କାର ଦୃଶ୍ୟ ଦେଖିବାକୁ…

ରହସ୍ୟମୟ ସ୍ୱର୍ଣ୍ଣଲଙ୍କା: ଜାଣନ୍ତୁ, ସବୁ ମୂଲ୍ୟବାନ ସ୍ୱର୍ଣ୍ଣ ଏବେ କେଉଁଠି !

ଭୁବନେଶ୍ୱର: ପୌରାଣିକ କଥା ଅନୁସାରେ ପ୍ରଭୁ ଭୋଳନାଥ ମାତା ପାର୍ବତୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ପାଇଁ ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମାଣ କରାଇଥିଲେ ସ୍ବର୍ଣ୍ଣଲଙ୍କା । ଯେଉଁଠି ଗୋଡିବାଲି ମଧ୍ୟ ସୁନାରେ ଗଢା ହୋଇଥିବା କୁହାଯାଏ । ମାତ୍ର ଶିବଙ୍କ ପରମ ଭକ୍ତ ମହାବଳୀ ରାବଣ…