Latest Odisha News

BREAKING NEWS

Browsing Category

ରହସ୍ୟ

ସିଂହ ଯେଉଁଠି ପୋଷା ମାନେ…

ଭୁବନେଶ୍ୱର: ଅନେକ ଲୋକ ଘରେ ଜୀବ ପାଳିବା ଆପଣ ଦେଖିଥିବେ । କୁକୁର, ବିଲେଇ, ଠେକୁଆ ଆଦିଙ୍କୁ ଲୋକେ ନିଜ ଘରେ ରଖିଥାନ୍ତି । କିନ୍ତୁ କଣ ଆପଣ କେବେ ଦେଖିଛନ୍ତି କୌଣସି ବ୍ୟକ୍ତି ସିଂହକୁ ନିଜର ପୋଷା କରି ଘରେ ରଖିବା ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଯିଏ,…

କେଦାରନାଥରୁ ରାମେଶ୍ୱରମ; ଜାଣନ୍ତୁ ଏକ ସରଳରେଖାରେ ୭ଟି ଶିବମନ୍ଦିରର ରହସ୍ୟ !

ଭୁବନେଶ୍ୱର: ଭାରତୀୟ ହିନ୍ଦୁ ପରମ୍ପରାରେ ମହାଦେବ ଶିବଙ୍କୁ ଯୋଗେଶ୍ୱର କୁହାଯାଇଥାଏ । ଶିବଶଙ୍କର ସଦା ସର୍ବଦା ଯୋଗମୁଦ୍ରାରେ ରହିଥାଆନ୍ତି । କୈଳାଶ ପର୍ବତରେ ଆଜି ପର୍ଯ୍ୟନ୍ତ ଭଗବାନ ଶିବ କେଉଁ ଅନାଦିକାଳରୁ ତପସ୍ୟାରତ ରହିଥିବା କଥା ପୁରାଣରେ ବର୍ତ୍ତିତ ରହିଛି । ଭାରତର ପ୍ରାୟ ସମସ୍ତ…

ଭଦ୍ରକର ପୁରାତନ ମହାବୀର ମନ୍ଦିର; ଯେଉଁଠି ବଢିଚାଲିଛନ୍ତି ସ୍ୱୟଂ ହନୁମାନ !

ଭଦ୍ରକ: ରାମାୟଣରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ସର୍ବ ଶକ୍ତିମାନ ହନୁମାନଜୀଙ୍କ ଅସାଧ୍ୟ ସାଧନ କଥା ସମସ୍ତେ ଜାଣିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀ ହନୁମାନଜୀ ଅନେକଙ୍କ ପ୍ରାଣରକ୍ଷା କରିଛନ୍ତି । ମର୍ଯ୍ୟାଦା ପୁରୁଷ ପ୍ରଭୁ…

ରାଜସ୍ଥାନର ଏହି ଗ୍ରାମର ସମସ୍ତ ପୁରୁଷ କରନ୍ତି ୨ଥର ବିବାହ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମ ଦେଶରେ ଦୁଇଟି ପତ୍ନୀଙ୍କୁ ଏକା ସାଙ୍ଗରେ ରଖିବା ବେଆଇନ୍ ଅଟେ। କିନ୍ତୁ ରାଜସ୍ଥାନର ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ଦୁଇଟି ପତ୍ନୀ ରଖିବା ସାଧାରଣ କଥା। ଏହି ଗାଁର ଲୋକମାନେ ମଉଜ ମସ୍ତି ପାଇଁ ଦୁଇଟି ବିବାହ କରିନଥାନ୍ତି। ଏହା ଏକ ବାଧ୍ୟ ବାଧକତା ମଧ୍ୟ। ତେବେ ବେଳେ ବେଳେ…

ଏହିସବୁ ସ୍ଥାନରେ ଆକାଶରୁ ଅସ୍ତ ହୁଅନ୍ତି ନାହିଁ ସୂର୍ଯ୍ୟ !

ଭୁବନେଶ୍ୱର: ଦିନ ପରେ ରାତି ଓ ରାତି ପରେ ଦିନ ଏହା ସଂସାରର ନିୟମ । ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଆକାଶରେ ଶୋଭା ପାଆନ୍ତି। ସୂର୍ଯ୍ୟ ବୁଡିଲେ ଆକାଶରେ ଚନ୍ଦ୍ର ଦୃଶ୍ୟମାନ ହୁଅନ୍ତି । କିନ୍ତୁ ଏଭଲି ମଧ୍ୟ କିଛି ସ୍ଥାନ ରହିଛି ଯେଉଁଠି ଆକାଶରେ ସୂର୍ଯ୍ୟସ୍ଥ ଘଟେ ନାହିଁ । ଆଜି ଆମେ…

ଏମିତି ଏକ ପଥର, ଯାହା କ୍ଷୀରକୁ କରିଦେବ ଦହି !

ଭୁବନେଶ୍ୱର: କ୍ଷୀରରୁ ଦହି ଜମାଇବା ପାଇଁ ସାଧାରଣତଃ ଦହିର ବ୍ୟବହାର ହୋଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ କି ଏକ ପଥର ଦ୍ୱାରା ମଧ୍ୟ ଦହି ଜମାଯାଇପାରିବ, ତେବେ କଣ ଆପଣ ବିଶ୍ୱାସ କରିବେ? ବିଶ୍ୱାସ ନହେଲେ ବି କଥାଟି ସତ । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଅଦ୍ଭୁତ ପଥର ବିଷୟରେ…

ଭାରତର ଏହି ଗାଁର ଲୋକେ କୁହନ୍ତି ପର୍ତ୍ତୁଗିଜ୍‌ ଭାଷା !

ଭୁବନେଶ୍ୱର: ଆମ ଦେଶ ଭାରତ ଏହାର ଏକତା ପାଇଁ ସବୁଠି ଉଚ୍ଚ ପ୍ରଶଂସିତ । ଏହା ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି। ତେବେ ଏସବୁ ଭିତରେ ମହାରାଷ୍ଟ୍ର ରାଜ୍ୟର ରାଇଗଡର କୋରଲାଇ ଗାଁ ଟିକିଏ ନିଆରା। ଏଠାରେ ବସବାସ କରୁଥିବା ଲୋକମାନେ ଭାରତୀୟ ହୋଇଥିଲେ…

କାରଗିଲ ଯୁଦ୍ଧର ମୁକ ସାକ୍ଷୀ ‘ହୁନ୍ଦରମନ ଗ୍ରାମ’, ଏବେ ଯୁଦ୍ଧ ସ୍ମୃତିର ସଂଗ୍ରହାଳୟ

ଭୁବନେଶ୍ୱର: କରଗିଲ ଯୁଦ୍ଧର କାହାଣୀ ମନେ ପଡିଗଲେ ଆଜି ବି ଦେହ ଶୀତେଇ ଉଠେ । ଭୟରେ ଛାତି ଥରି ଯାଏ । ଭାରତ ମାତାର ବୀର ଯାବନଙ୍କ ବୀରତ୍ୱ ସାମ୍ନାରେ ମୁଣ୍ଡ ନୁଆଇଁଥିଲା ଶତୃଦେଶ । ତେବେ ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅନେକ ଗ୍ରାମ ଧ୍ବସ୍ତ…

ଏମିତି ଏକ ଗାଁ, ଯେଉଁଠି ସବୁଲୋକଙ୍କର ରହିଛି ଗୋଟିଏ କିଡିନୀ

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଁରେ ସବୁଲୋକଙ୍କର ରହିଛି ଗୋଟିଏ କିଡ୍‌ନୀ । ଗୋଟିଏ କିଡିନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି। ଏହି ଅଦ୍ଭୁତ ଗାଁଟି ରହିଛି ଆମ ପଡୋଶୀ ଦେଶ ନେପାଳରେ। ଏହି ଗାଁର ନାଁ ହୋକ୍‌ସେ ।…

ମାଟି ତଳର ଅଦ୍ଭୁତ ସହର, ଦେଖିଲେ ଝଲସିଯିବ ଆଖି !

ଭୁବନେଶ୍ୱର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏଭଳି ଏକ ସହର ଅଛି ଯାହା ସମ୍ପୂର୍ଣ୍ଣ ଭାବେ ମାଟି ତଳେ ରହିଛି । ଲୋକଙ୍କ ରହିବା ଠାରୁ ଆରମ୍ଭ କରି, ଦୋକାନ ବଜାର ସବୁ ରହିଛି ମାଟି ତଳେ । ଦକ୍ଷିଣ ଅଷ୍ଟ୍ରେଲିୟାରେ ଥିବା ଏହି ସହରର ନାମ ହେଉଛି କୁବର ପେଡୀ । ଏହି ସହର ଲୋକ ସବୁ ମାଟି…