Latest Odisha News

BREAKING NEWS

Browsing Category

ଅପରାଧ

ବାଘ ଛାଲ ବିକ୍ରି ନେଇ ଯୋଜନା ଚାଲିଥିବାବେଳେ ୨ ଶିକାରୀଙ୍କୁ ମାଡି ବସିଲା ପୋଲିସ, ୨ଟି କଲରାପତରିଆ ଚମଡ଼ା ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରୁ ପୁଣି ବାଘ ଛାଲ ଜବତ ହୋଇଛି । ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ବଡ଼ଗାଁ କେଶବା ଜମାଦାର (୩୪) ଓ ଜରଡ଼ା ଥାନା ବୁରାତାଲ ଗ୍ରାମର ବୀରା ଜମାଦାର (୪୫ ବର୍ଷ) । ତେବେ…

ଦିଗପହଣ୍ଡିରେ ଚାଞ୍ଚଲ୍ୟ; ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର

ଗଞ୍ଜାମ: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ । ଚଳିତ ବର୍ଷ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୧୫ ବର୍ଷୀୟା ଛାତ୍ରୀଙ୍କୁ ୯ମ ଶ୍ରେଣୀରେ ପଢ଼ୁଥିବା ସେହି ଗ୍ରାମର ଜଣେ ୧୭…

କୁଆଡେ ଗଲା ଡାକ୍ତରୀ ଛାତ୍ରୀଙ୍କ ଡାଏରୀ; ଗୋରା ହେବାକୁ ଇଞ୍ଜେକସନ ନେଉଥିଲେ କି ଚନ୍ଦ୍ରିକା…

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଚାଞ୍ଚଲ୍ୟକର ତଥ୍ୟ ଦେଉଛନ୍ତି। ତାଙ୍କ ସମ୍ପର୍କୀୟ ମାନେ ତାଙ୍କ ଜୀବନ ଏବଂ ସାମ୍ପ୍ରତିକ ବିବ୍ରତକାରୀ ଅଭିଜ୍ଞତା ବିଷୟରେ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଥିବା…

ଭିଜିଲାନ୍ସ ଜାଲରେ TPCODLର ଲାଇନମ୍ୟାନ

ଭୁବନେଶ୍ୱର: କଟକ ଜିଲ୍ଲାର ଜଣେ ଚାଷୀଙ୍କଠାରୁ ଏକ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଶନିବାର TPCODLର ଜଣେ ଲାଇନମ୍ୟାନଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ କଟକ ଜିଲ୍ଲାର TPCODL ଅଧୀନରେ ଥିବା…

କୋର୍ଟରେ ଆତ୍ମସମର୍ପଣ କଲେ ଖାନ୍ ସାର୍

ନୂଆଦିଲ୍ଲୀ: ଗୁଳିକାଣ୍ଡ ମାମଲାରେ ପ୍ରସିଦ୍ଧ ଶିକ୍ଷକ ଖାନ ସାର୍ ଶନିବାର ପାଟନା ସିଭିଲ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତେବେ ଅନୁମାନ କରାଯାଉଥିଲା ଯେ ପୋଲିସ ତାଙ୍କୁ ଗିରଫ କରିପାରେ। ଖାନ ସାରଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ ସେ ପାଟନା ସିଭିଲ୍ କୋର୍ଟରେ ପ୍ରବେଶ କରିଛନ୍ତି।…

ରାଜଧାନୀରେ ଛୁରାମାଡ, ୨ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଭଣଜା ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ବାଦଲ ଓଝା ଏବଂ ଆଲୋକ ଓଝା। ଆହତମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।…

ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: କନ୍ଧମାଳ ବାଲିଗୁଡ଼ାର ଆଇଟିଡିଏର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ତାଙ୍କ ସହ ଜଡିତ ୯ଟି ସ୍ଥାନରେ ଏକକାଳୀନ ରେଡ୍ ଆରମ୍ଭ କରିଛି। ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ…

ମନ୍ଦିରକୁ ଚୋରି କରିବାକୁ ଯାଇ ଫସିଲା ଚୋର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଏକ ମନ୍ଦିର ଭିତରେ ଚୋରି କରିବାକୁ ଯାଇ ଫସିଲା ଚୋର। ଡକାୟତି ଉଦ୍ୟମ ବିଫଳ ହେବା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ଭୋର ସମୟରେ ପର୍ଜଙ୍ଗ ଥାନା ଅଧୀନସ୍ଥ ଚାନ୍ଦପୁର ଗ୍ରାମର ବାବା ସ୍ୱପ୍ନେଶ୍ୱର ମନ୍ଦିରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।…

ଜଣେ ମହିଳାଙ୍କୁ ୭୦୦ ଲୋକ କରିଛନ୍ତି ଦୁଷ୍କର୍ମ !

ନୂଆଦିଲ୍ଲୀ: ବ୍ରିଟେନରେ ସାମ୍ନାକୁ ଆସିଛି ସାଙ୍ଘାତିକ ଯୌନ ଶୋଷଣ ମାମଲା, ଯାହା ପୂରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଜଣେ କି ଦୁଇ ଜଣ ନୁହେଁ, ବରଂ ପ୍ରାୟ ୬୦୦ରୁ ୭୦୦ ଲୋକଙ୍କ ବିରୋଧରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ବ୍ରିଟେନ୍ ସଂସଦରେ ଜୋରଦାର ଆଲୋଚନା…

ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଞ୍ଚଳର ଏକ ଫାର୍ମହାଉସରେ ପୋତାଯାଇଥିବା ହାତୀର ମୃତଦେହ ମିଳିବା ପରେ ବନ ବିଭାଗ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ଘଟଣାରେ ହିନ୍ଦୋଳ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଥିବା…