Latest Odisha News

BREAKING NEWS

Browsing Category

ଅପରାଧ

ରାୟଗଡ଼ା ଭିଡ଼ ହିଂସା ଘଟଣା ରେଡ୍ ଫ୍ଲାଗ, ଗିରଫଦାରୀ ୨୩କୁ ବୃଦ୍ଧି

ରାୟଗଡା: ରାୟଗଡା ଭିଡ଼ ଆକ୍ରମଣ ଘଟଣାର ଗୁରୁତ୍ୱ ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ମାମଲାକୁ 'ରେଡ୍ ଫ୍ଲାଗ୍' ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଓଡ଼ିଶା ପୋଲିସ। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ ଏହ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହାର ମନିଟରିଂ…

ରାଜଧାନୀରେ ବୁଲିଲା ଖଣ୍ଡା, ବାପା ଓ ପୁଅ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିକଟରେ ରବିବାର ଦିନ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରାୟ ପାଞ୍ଚ ଜଣ ଦୁର୍ବୃତ୍ତ ଦିଲୀପଙ୍କ ଦୋକାନରେ ପଶି ତାଙ୍କ ଜ୍ୱାଇଁଙ୍କ ବିଷୟରେ…

‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ଼ ହିଂସା ଘଟଣା…

ରାୟଗଡା: ରାୟଗଡା ଜିଲ୍ଲା ପୋଲିସ କଲ୍ୟାଣସିଂହପୁରରେ ସମ୍ପ୍ରତି ଘଟିଥିବା ଭିଡ଼ ହିଂସାକି 'ରେଡ୍ ଫ୍ଲାଗ୍' ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛି। ଯେଉଁଠାରେ ଦୁଇଜଣ ଏନଜିଓ ଇଣ୍ଟର୍ନଙ୍କୁ ପିଲା ଚୋର ଭାବି ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା। ରାୟଗଡା ପୋଲିସ ଅଧିକ୍ଷକ ରାଜ ପ୍ରସାଦ…

କୋଟପାଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଗିରଫ

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ କୋରାପୁଟ ଜିଲ୍ଲାର କୋଟପାଡା ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠିଙ୍କୁ ଗିରଫ କରିଛି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଜୟପୁରର ସ୍ୱତନ୍ତ୍ର ବିଚାରପତି,…

ବିନିକା ଅଧ୍ୟକ୍ଷାଙ୍କ ଘରକୁ ଫାୟାରିଂ, ୨୫ ରାଉଣ୍ଡ ଗୁଳି…

ଭୁବନେଶ୍ବର: ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ ଏବଂ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଯୁବ ସଭାପତି ଅଶୋକ ନନ୍ଦଙ୍କ ବାସଭବନରେ ଫାୟାରିଂ ହୋଇଛି। ଏହି ଘଟଣା ପରେ ବିନିକା ଥାନା ଅନ୍ତର୍ଗତ ସିଂଝିଜୁବା ଅଞ୍ଚଳରେ…

ରାଉରକେଲାରେ ଏନକାଉଣ୍ଟର, ୨ ହତ୍ୟା ଅଭିଯୁକ୍ତ ଆହତ

ରାଉରକେଲା: ରାଉରକେଲାର ଝିରପାଣି ନିକଟରେ ଡବଲ୍ ଏନକାଉଣ୍ଟର ହୋଇଛି। ୨ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ୍ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ପୋଲିସ୍ ଏନକାଉଣ୍ଟରରେ ଚୁନୁ ଓ ସୁଶାନ୍ତ ଗୁରୁତର ଆହତ ହୋଇଛନ୍ତି। ଆହତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ…

କେତେ ସୁରକ୍ଷିତ ବ୍ୟାଙ୍କ୍ ଲକର୍, କୋଟିରୁ ଅଧିକ ମୂଲ୍ୟର ସୁନା ଗାଏବ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆର ଭରୋଲ ଶାଖାରୁ ଗ୍ରାହକମାନଙ୍କର କୋଟି କୋଟି ଟଙ୍କାର ସୁନା ଗାଏବ ହେବା ଘଟଣାରେ ତିନୋଟି ପୋଲିସ ଦଳ ତଦନ୍ତ କରୁଛନ୍ତି। ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଆରଓଁ ଥାନାରେ ପଚରାଉଚରା କରାଯାଉଛି। ସେଫ୍‌ର ଚାବି କାହା ପାଖରେ ଥିଲା ତାହା ପୋଲିସ…

ଲାଞ୍ଚ ନେଇ ASI ରାଜେଶ କୁଲ୍ଲୁ ଚାକିରିରୁ ବିଦା, ଦୁଇ ହୋମଗାର୍ଡଙ୍କୁ…

ଭୁବନେଶ୍ବର: ଏକ ଲାଞ୍ଚ ମାମଲାରେ ସମ୍ପୃକ୍ତି ଅଭିଯୋଗରେ କମିଶନରେଟ୍ ପୋଲିସ ଏଏସଆଇ ରାଜେଶ କୁଲ୍ଲୁଙ୍କୁ ତୁରନ୍ତ ପ୍ରଭାବରେ ଚାକିରିରୁ ବହିଷ୍କାର କରିଛି। ଜଣେ ଅଭିଯୁକ୍ତଙ୍କଠାରୁ ମୋବାଇଲ୍ ଫୋନ୍ ମୁକ୍ତ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଏଏସଆଇ ରାଜେଶ କୁଲୁଙ୍କ ବିରୋଧରେ ଭିଜିଲାନ୍ସ…

ଅନୁଗୁଳ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଆହତ

ଭୁବନେଶ୍ବର: ଅନୁଗୁଳ ପୋଲିସ୍‌ର ଡବଲ୍ ଏନକାଉଣ୍ଟରରେ ଗୁରୁତର ହୋଇଛନ୍ତି ୨ ସୁନା ଲୁଟେରା। ମହାରାଷ୍ଟ୍ରର ଦୁଇ ଅପରାଧୀ ଏହି ଏନକାଉଣ୍ଟରରେ ଆହତ ହୋଇଛନ୍ତି। ଅପରାଧୀମାନେ ହେଲେ ସଚିନ ଗଜଗେ ଓ ପ୍ରକାଶ ମାଦନେ।ଉଭୟଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି…

ମହିଳାଙ୍କ ଅଭିଯୋଗ ଘଟଣା, ଶରଣକୂଳ ଥାନା ଇନ୍ସପେକ୍ଟରଙ୍କ ବଦଳି

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନାର ଇନ୍ସପେକ୍ଟର ସୁଜିତ ଦାସଙ୍କ ବିରୋଧରେ ଜଣେ ମହିଳାଙ୍କ ଅଭିଯୋଗ ପରେ ତାଙ୍କୁ ବଦଳି କରାଯାଇଛି। ଏହି ଘଟଣାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରାଯାଇଛି । ଘଟଣାର ନିରପେକ୍ଷ ଓ ସଠିକ୍ ତଦନ୍ତ…