Latest Odisha News

BREAKING NEWS

Browsing Category

ଅପରାଧ

ଖୁସିର ସଂସାରରେ ଲାଗିଗଲା ନଜର, ହୃଦଘାତରେ ସ୍ୱାମୀ ମୃତ୍ୟୁ, ଜୀବନ ହାରିଲେ ସ୍ତ୍ରୀ

ଲକ୍ଷ୍ନୌ: କିଛି ମୁହୁର୍ତ୍ତରେ ଉଜୁଡ଼ିଗଲା ହସଖୁସିର ସଂସାର । ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲାନି ସ୍ତ୍ରୀ  । ଦୁଃଖରେ ଜୀବନ ହାରିଦେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦରେ । ବିବାହର ୩ ମାସରେ ଆରପାରିକୁ ଚାଲିଗଲେ ଏହି ନବଦମ୍ପତି । ହୃଦଘାତେର ସ୍ୱାମୀଙ୍କ…

ଜୀବନ ହାରିଲେ ପେଟିଏମ୍ କମ୍ପାନୀ ଫିଲ୍ଡ ମ୍ୟାନେଜର, ୧୬ ଘଣ୍ଟା କାଳ ବାପା,ମାଆ ଲୁଚାଇଥିଲେ

ଭୋପାଳ: କମ୍ପାନୀ ବନ୍ଦ ହୋଇଯିବା ଭାବି କିଛି ଦିନ ହେବ ଚିନ୍ତାରେ ଥିଲେ । ଶେଷରେ ଜୀବନ ହାରିଦେଲେ ଇନ୍ଦୋର ପେଟିଏମ୍ କମ୍ପାନୀର ଫିଲ୍ଡ ମ୍ୟାନେଜର ଗୌରବ ଗୁପ୍ତା । ୧୬ ଘଣ୍ଟା କାଳ ବାପା ମାଆଙ୍କୁ ଏହି ଖବର ଜଣାଇଥିଲେ ପରିବାରର ଅନ୍ୟ ସଦସ୍ୟ । ଉଭୟ ବାପା, ମାଆ ହାର୍ଟ ପେସେଣ୍ଟ ଥିବାରୁ…

ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କୁ ୧୮ ଥର ଆକ୍ରମଣ, ଅଭିଯୁକ୍ତ ଗିରଫ

ନାଶିକ: ଶୁକ୍ରବାର ରାତିରେ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ହୃଦୟ ବିଦାରକ ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି, ଯେଉଁଠାରେ ଜଣେ ବ୍ୟକ୍ତି ଅତି କମରେ ୧୮ ଥର ଧାରୁଆ ଅସ୍ତ୍ରରେ…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରାୟ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୦ ନମ୍ବର ଜାତୀୟ ରାଜପଥ ନିକଟ ରାଜଗାଙ୍ଗପୁରର ପଦମାପାଲି ସ୍ଥିତ ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ଅନୀଲ କୁମାର ତିୱାରୀ…

ହତ୍ୟା ଅଭିଯୋଗରେ ଗିରଫ ପରେ ବିଜେଡିରୁ ନିଲମ୍ବିତ ହେଲେ ବିସିଜେଡି ନେତା

ଗଜପତି: ଜିଲ୍ଲା ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ଉପସଭାପତି ଅମିତ କୁମାର ପଟ୍ଟନାୟକଙ୍କୁ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି। ପାରଳାଖେମୁଣ୍ଡି କରଣାସାହିରେ ରହୁଥିବା ଅମିତ ପଟ୍ଟନାୟକଙ୍କ ବିରୋଧରେ ସେହି ଗାଁରେ ରହୁଥିବା ୭୨ ବର୍ଷୀୟା…

ନିବେଶକଙ୍କ ୧୪୦ କୋଟି ଟଙ୍କା ନେଇ ଦମ୍ପତି ଫେରାର

ଭୁବନେଶ୍ୱର: ନକଲି ଏଜେନ୍ସି ଚଳାଇ ଜଣେ ଦମ୍ପତି ୮୦୦ରୁ ଅଧିକ ନିବେଶକଙ୍କୁ ୧୪୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୁଶାନ୍ତ ନାଗ ଓ ଲକ୍ଷ୍ମୀପ୍ରିୟା ନାଗ ନାମକ ଏହି ଦମ୍ପତି ଫେରାର ଥିବା ବେଳେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହି ମାମଲାର ତଦନ୍ତ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ା ଗାଁରେ । ଆହତ ବ୍ୟକ୍ତି ଜଣଙ୍କ ହେଲେ ରୋହିତ ପାତ୍ର (୪୫) । ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବରିଗୁଡା…

କଟକରେ ପୁଣି ଲଜ୍ଜା; ୭ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କଟକ: କଟକ ଜିଲ୍ଲା ମଧୁପାଟଣା ଥାନା ଅଧୀନ ବାଲିସାହି ବସ୍ତି ନିକଟରେ ଜଣେ ୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ମଧୁପାଟଣା ଥାନାରେ ଉକ୍ତ ନାବାଳିକାଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ମୁତାବକ,…

ଡିଲ୍ ଚାଲିଥିବାବେଳେ କାବୁ କଲା ଏସଟିଏଫ୍, ୨ ବାଘ ଛାଲ ସହ ଜଣେ ଗିରଫ

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ବେଆଇନ ବାଘ ଛାଲ କାରବାର । ଅନେକ ସମୟରେ ବନ ବିଭାଗ ହାବୁଡରେ ପଡି ଗିରଫ ହଉଛନ୍ତି ଅଭିଯୁକ୍ତ ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଆଜି ପୁଣି ବାଘ ଛାଲ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସଟିଏଫ୍ । ଖବର ମୁତାବକ, କୁଚିଣ୍ଡା-ବଣେଇଗଡ଼…

ପୃଥକ ଗଞ୍ଜେଇ ଚୋରା ଚାଲାଣ ମାମଲା: ୬୨ କେଜି ଗଞ୍ଜେଇ ଜବତ, ୪ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ୍ ଦ୍ୱାରା ଆଜି ସକାଳୁ ପାଟ୍ରୋଲିଙ୍ଗ କରୁଥିବା ବେଳେ ତିନୋଟି ପୃଥକ ମାମଲାରେ ଗଞ୍ଜେଇ ଚୋରା ଚାଲାଣ ଗାଡି ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପ୍ରଥମେ ସହରର ବୁଢାରଜା ଛକରେ ଚଢାଉ କରି ଏକ ଇନୋଭା ଗାଡିରେ ଚାଲାଣ ହେଉଥିବା ୩୦ କେଜି…