Latest Odisha News

BREAKING NEWS

Browsing Category

ଅପରାଧ

ଏଟିଏମ୍ ମେସିନ କାଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ବର: ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ସମୟରେ ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ହେଲେ ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ପୁଣି ଏଟିଏମ୍ ମେସିନ କାଟି ଦୁର୍ବୁତ୍ତ ମାନେ ଟଙ୍କା ଲୁଟିନେଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲା…

ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୟୂରଭଞ୍ଜ: ପ୍ରେମିକ ଦିଅର ଆଗରେ ସ୍ୱାମୀ ହେଲା ତୁଚ୍ଛ । ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ । ରାଇସେନ ମୁର୍ମୁଙ୍କୁ କାଠ…

ବ୍ଲାକ୍ ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣ କାରୀକୁ ଧରିଲା ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ପୋଲିସ କୁ ପୁଣି ମିଳିଛି ବଡ ସଫଳତା । କଳା ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣକାରୀକୁ ଧରିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ । କଳା ପଲସର ଗାଡ଼ିରେ ଆସି ସୁନାହାର ସହ ବିଭିନ୍ନ ଛିନ୍‌ତାଇ ଘଟଣାରେ ୩ ଜଣ…

ଚାଞ୍ଚଲ୍ୟ: ମା’ ସାଜିଲା ରାକ୍ଷସୀ, ୪ବର୍ଷର ପୁଅକୁ ମାରି ବ୍ୟାଗରେ ନେଇ ହେଇଯାଉଥିଲା ଫେରାର

ଗୋଆ: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମାଆ ନିଜ ପୁଅକୁ ହତ୍ୟା କରି ଲଗେଜ୍‌‌ ବ୍ୟାଗରେ ଭର୍ତ୍ତି କରି ଗୋଆରୁ କର୍ଣ୍ଣାଟକ ଆସିବା ଘଟଣା ହଇଚଇ ସୃଷ୍ଟି କରିଛି। ବେଙ୍ଗାଲୁରୁର ଏକ AI କମ୍ପାନୀର CEO ସୂଚନା ସେଠଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ…

ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍, ସରକାରୀ ବାବୁଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ବର୍ତ୍ତମାନ ଲୁଟେରାଙ୍କ କବଜା ରେ ରାଜଧାନୀ । ପ୍ରତିଦିନ ସହରର ଅନେକ ସ୍ଥାନରେ ଲୁଟର ଶିକାର ହେଉଛନ୍ତି ରାଜଧାନୀବାସୀ । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଅସୁରକ୍ଷିତ ହୋଇପଡିଛନ୍ତି ଭୁବନେଶ୍ବରବାସୀ । ଏନେଇ ଅନେକ ସମୟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ…

ଜଟଣୀରୁ ୪୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ, ୨ ଗିରଫ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ବ୍ରାଉନସୁଗାର ଜବତ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୪୧ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୪ ହଜାର ୩୭୦ ଟଙ୍କା ଜବତ ହୋଇଛି । ଖବର ମୁତାବକ, ବେଆଇନ ବ୍ରାଉନସୁଗାର ବିକ୍ରୟ ଅଭିଯୋଗରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ…

ବ୍ରାଉନସୁଗାର କାରବାରବେଳେ ମାଡିବସିଲା ପୋଲିସ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଥମୁନି ଧଳା ଜହର କାରବାର । ଆଜି ବ୍ରାଉନ ସୁଗାର କାରବାର ବେଳେ ଦୁଇ ଜଣଙ୍କୁ କାବୁ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଧଉଳି ଥାନା ଅନ୍ତର୍ଗତ କାଳପଡା ଗାଁ ର ବିଶ୍ବରଞ୍ଜନ ସାହୁ ଓରଫ ଆଲୋକ(୨୬) ଅନ୍ୟ ଜଣକ ଯାଜପୁର ଜିଲ୍ଲା କଟିଆ ଗାଁ ର ତ୍ରିଲୋଚନ…

ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରା ଗିରଫ, ମୋବାଇଲ ଚୋରି କରି ଖାଲି କରୁଥିଲେ ଆକାଉଣ୍ଟ

ଭୁବନେଶ୍ବର: ପୋଲିସ ହାତରେ ପାହାଡି ଗ୍ୟାଙ୍ଗ । ୨୨ ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କଲା କମିଶନରେଟ ପୋଲିସ । ତେବେ ଗିରଫ ସମସ୍ତ ୮ ଜଣ ଲୁଟେରା ଝାଡ଼ଖଣ୍ଡର ହୋଇଥିବା ସୂଚନା ଦେଇଛି ପୋଲିସ । ସୂଚନା ଅନୂସାରେ, ଏହି ପାହାଡି ଗ୍ୟାଙ୍ଗ ଦୀର୍ଘ କିଛି ଦିନ ହେବ ମୋ ବସ୍ ଓ…

ରାଜଧାନୀରେ ଲୁଟେରା ରାଜ୍, ଦୋକାନୀଙ୍କ ତଣ୍ଟି କାଟି ଲୁଟିନେଲେ ୬ ହଜାର ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା ଗ୍ୟାଙ୍ଗ । କେତବେଳେ ଘରେ ପଶି ସର୍ବସ୍ବ ଲୁଟିନେଉଛନ୍ତି ତ ଆଉ କେତବେଳେ ଦିନ ଦ୍ବିପହରେ ଲୋକଙ୍କୁ ମାରପିଟ କରି ଲୁଟି ଚାଲିଛନ୍ତି । ସେହିପରି ପୁଣି ଆଉ ଏକ ଘଟଣା ଘଟିଛି ଡମଣା ଅଞ୍ଚଳରେ । ଆଜି ସକାଳୁ ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା…

ଝରକା ତାଡି ଘରୁ ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର

ଭୁବନେଶ୍ୱର: ରାଜଧାନୀ ରେ ଥମୁନି ଲୁଟେରାଙ୍କ ଉତ୍ପାତ । କମିଶନରେଟ୍ ପୋଲିସ ପକ୍ଷରୁ ଚୋରିକୁ ରୋକିବା କୁ ଅନେକ ପଦକ୍ଷେପ ନିଆଯାଉଥିବାସତ୍ତ୍ବେ ଏହା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଘର ଝରକା ତାଡି ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର । ଏଭଳି ଘଟଣା ଘଟିଛି…