Latest Odisha News

BREAKING NEWS

Browsing Category

ଅପରାଧ

ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ମୁଣ୍ଡରେ ବନ୍ଧୁକ ଓ ପେଟରେ ଛୁରି ଲଗାଇ ଲୁଟିନେଲେ ଦୁର୍ବୃତ୍ତ । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟରୁ ମଦ ଦୋକାନ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳଙ୍କ ଠାରୁ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରଶାନ୍ତ ଏକ ସ୍କୁଟିରେ କୋଏଲ ନଗର…

ଯୁବତୀଙ୍କ ଶରୀରକୁ ୩୫ ଖଣ୍ଡ କରି ୧୮ ଦିନ ଧରି ରାତି ଅଧରେ ଫିଙ୍ଗୁଥିଲା ପ୍ରେମିକ

ନୂଆଦିଲ୍ଲୀ: ମୁମ୍ବାଇରେ ଚାକିରି ବେଳେ ପ୍ରେମ ଆଉ ତା’ପରେ ଡେଟିଂ ଆଉ ଲିଭ୍ ଇନ୍ ରିଲେସନସିପ୍ । ଫିଲ୍ମ କାହାଣୀ ଭଳି ଗଡ଼ି ଚାଲିଥିଲା ଜୀବନ ଗାଡ଼ି । ହେଲେ ହଠାତ୍ ସବୁକିଛି ବଦଳି ଗଲା । ଆଉ ରାକ୍ଷାସ ସାଜିଲା ପ୍ରେମିକ । ପ୍ରେମିକାର ଶରୀରକୁ ୩୫ ଖଣ୍ଡ କରି କାଟିବା ପରେ ୧୮ ଦିନ ଧରି…

ସରକାରୀ ଜମିକୁ ନେଇ ଗୁଳିମାଡ଼, ଯୁବକ ମୃତ

ରାଉରକେଲା: ସରକାରୀ ଜମି ଜବର ଦଖଲକୁ ନେଇ ଗୁଳି ଫୁଟିଲା, ଜୀବନ ଗଲା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ । ରବିବାର ସକାଳେ ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ ଜମି କବଜା କରିବାକୁ ଯାଇ ଗଣ୍ଡଗୋଳ ହୋଇଥିଲା । ଅଞ୍ଚଳନରୁ ଚୁନୁ ଓରାମ ନାମକ ଯୁବକ…

ବିବାହ ନାଁରେ ବଡ଼ବଡ଼ିଆଙ୍କୁ ଲୁଟୁଥିଲେ, ଭୁବନେଶ୍ୱରରୁ କର୍ଣ୍ଣାଟକର ମହିଳାଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ

ଭୁବନେଶ୍ୱର: ବିବାହ ପ୍ରସ୍ତାବ ଦେଇ ମିଳାମିଶା ପରେ ବଡ଼ ବଡ଼ିଆଙ୍କୁ ଲୁଟ୍ । ଫିଲ୍ମର କାହାଣୀ ପରି ଲାଗୁଥିବା ଏ ଘଟଣାର ପ୍ଲଟ ରଚୁଥିଲେ କର୍ଣ୍ଣାଟକର ୪୨ ବର୍ଷୀୟା ମହିଳା ପ୍ରୀତି ଦେଶାଇ । ଭୁବନେଶ୍ୱରରେ ନିଜକୁ ଆଇଟି ପ୍ରଫେସନାଲ୍ ପରିଚୟ ଦେଇ ରହୁଥିଲେ । ଆଉ ବଡ଼ ବଡ଼ିଆଙ୍କୁ ଟାର୍ଗେଟ୍…

ପ୍ରେମ ପାଇଁ ପତ୍ନୀ ନେଇଗଲା ୫୭ ଜୀବନ, ବଦଳାଇ ଦେଲା ସରକାରୀ ନିୟମ

କୁଏତ :ଧୁମଧାମରେ ଚାଲିଥାଏ ବାହାଘର । ବର କନ୍ୟା ସଜେଇ ହୋଇ ବସିଛନ୍ତି । ସମସ୍ତେ ଭୋଜି ଖାଉଥାନ୍ତି ଓ ମଜା କରୁଥାନ୍ତି । ଏହି ସମୟରେ ଜଣେ ଆସିଲେ ଯିଏକି ଏହି ବାହାଘରରେ ଜମା ବି ଖୁସି ନଥିଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବରର ପ୍ରଥମ ସ୍ତ୍ରୀ । ପରେ ସେ ରାଗି ଯାଇ ବିବାହ ମଣ୍ଡପରେ…

ଅର୍ଚ୍ଚନାଙ୍କ କଳାଧନ ଗୁମର: ଜେରା ପାଇଁ ବାପାଙ୍କୁ ଟାଣିଲା ଇଡି

ଭୁବନେଶ୍ୱର: କେଉଁଠୁ ଆସିଲା ଏତେ ସମ୍ପତି ? ୫ ବର୍ଷରେ କେମିତି କୋଟିପତି ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ? ଏହାକୁ ନେଇ ତନାଘନା ଆରମ୍ଭ କରିଚି ଇଡି । ଜଣକ ପରେ ଜଣଙ୍କୁ ଡାକି ଜେରା କରୁଛି । କଳା ଧନର ଚେର କେତେବାଟ ଲମ୍ବିଛି ଜାଣିବା ପାଇଁ ଲାଗି ପଡ଼ିଛି ଇଡି । ଅର୍ଚ୍ଚନା ନାଗଙ୍କ…

ଖଗେଶ୍ୱରଙ୍କୁ ୨ୟ ଦିନରେ ଜେରା, କାଲି ଦିଲ୍ଲୀରେ ବସିବ ଏସ୍ଆଇଟି ମିଟିଂ

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଆଜି ଦ୍ୱିତୀୟ ଦିନରେ ବି ଜେରା କରିବ ଇଡି । ଏସଆଇଟି ମଧ୍ୟ ଏହି ମାମଲାର ତଦନ୍ତ କରିବ । ଏନେଇ ଏସଆଇଟିକୁ ସମସ୍ତ ତଥ୍ୟ ଦେଇଛି  ଇଡି । ଆସନ୍ତାକାଲି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଦିଲ୍ଲୀରେ…

୧୦ ଦିନିଆ ଇଡି ରିମାଣ୍ଡରେ ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ୱର, ଖୋଲିବ କି ଗୁମର ?

ଭୁବନେଶ୍ୱର: ଖଗେଶ୍ୱର ଖୋଲିବ ଗୁମର । କେଉଁଠୁ ଆସୁଥିଲା କଳା ଟଙ୍କା ? କେମିତି ହନିଟ୍ରାପରେ ଫସାଇ ଅର୍ଚ୍ଚନା ଓ ଜଗବନ୍ଧୁ ଠୁଳ କରୁଥିଲେ ବ୍ଲାକମନି । ଗିରଫ ପରେ ଆଜି ଖଗେଶ୍ୱର ପାତ୍ରଙ୍କୁ ଇଡି ଖୋର୍ଦ୍ଧା ଜିଲ୍ଲା ଅଦାଲତରେ ହାଜର କରିଥିଲା । ଖଗେଶ୍ୱର ପାତ୍ରଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ…

ପ୍ରେମିକାକୁ ମାରି ଧାନ ବିଲରେ ପୋତିଥିଲା ପ୍ରେମିକ

ନୂଆପଡ଼ା: ହସୁଥିଲା ଧାନ କ୍ଷେତ । କେହି ଜାଣି ନ ଥିଲେ ଏ ସବୁଜ ଧାନ କ୍ଷେତ ତଳେ ଲୁଚି ରହିଥିଲା ସାଂଘାତିକ ପାପ । ମାଟି ଖୋଳିବାରୁ ବାହାରିଲା ୧୦ ମାସ ତଳେ ନିଖୋଜ ହୋଇଥିବା ଝିଅ । ଝିଅ ତ ନ ଥିଲା, ଥିଲା ଝିଅର କଙ୍କାଳ । ତା’ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ସାମ୍ନାକୁ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ଇଡି

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତଦନ୍ତ ଆରମ୍ଭ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏସପିଙ୍କୁ ମାମଲା ସମ୍ବନ୍ଧୀୟ କାଗଜପତ୍ର ମାଗିଛି । ଆଇଏଫଏସ୍ ଅଭୟ ପାଠକ, ପୁଅ ଆକାଶ…