Latest Odisha News

BREAKING NEWS

Browsing Category

ଅପରାଧ

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା, ଇଡିରେ ହାଜର ହେଲେ ଆକାଶ ପାଠକ

ଭୁବନେଶ୍ୱର: ଇଡିରେ ହାଜର ହେଲେ ଆକାଶ ପାଠକ । ବହିଷ୍କୃତ IFS ଅଭୟକାନ୍ତ ପାଠକଙ୍କ ପୁଅ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜ ହୋଇଛନ୍ତି । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି ଆକାଶ ପାଠକ । ଅଭିଯୋଗ ଅନୁସାରେ, ଟାଟା ମୋଟର୍ସ ପାସେଞ୍ଜର…

ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ, ଜଣେ ଗିରଫ

ବାରିପଦା : ଏସଟିଏଫ୍ ହାତର ଧରାପଡିଲା ବାଘ ଶିକାରୀ  । ବାରିପଦା ଶ୍ରୀରାମଚନ୍ଦ୍ରପୁରଠାରେ ଶିକାରୀକୁ କାବୁ କରିଛି ଏସଟିଏଫ । ବାଘ ଛାଲ ସହ ଜଣେ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର  ହୋଇଯାଇଛନ୍ତି । ଶିକାରୀଙ୍କ ଟାର୍ଗେଟ୍ ରେ ଶିମିଳିପାଳ  । ମାସକ ତଳେ ଗୁଳି କରି ଶିକାର କରିଥିବା ଅନୁମାନ…

ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୬ ଲକ୍ଷ ନେଇଗଲେ ସାଇବର ଠକ

ବ୍ରହ୍ମପୁର: ଜଣେ ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ମାସ ମାସ ଧରି ଜମା ରଖିଥିବା ତାଙ୍କ ପେନସନ ଆକାଉଣ୍ଟକୁ ସାଇବର ଠକମାନେ ୧୦ ଦିନ ଭିତରେ ଖାଲି କରିଦେଇଛନ୍ତି। ଠକେଇର ଶିକାର ହୋଇଥିବା ବରିଷ୍ଠ ନାଗରିକ ଜଣଙ୍କ ହେଲେ ବ୍ରହ୍ମପୁର ପୁରୁଣା…

ମୁହାଁମୁହିଁ ହେବ ଜେରା ! ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡିର ଆବେଦନ

ଭୁବନେଶ୍ୱର: ରିମାଣ୍ଡ ବେଳେ ଇଡି ଆଗରେ ମୁହଁ ଖୋଲିଲେନି ଅର୍ଚ୍ଚନା । ଏବେ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ବସାଇ ଜେରା କରିବ ଇଡି । ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ଆବେଦନ କରିଛି ।…

ବାପାଙ୍କ ଶରୀରକୁ ୩୨ ଖଣ୍ଡ କରି ବୋରୱେଲରେ ଫିଙ୍ଗି ଦେଲା ପୁଅ

ବେଙ୍ଗଳୁରୁ: ଶ୍ରଦ୍ଧା ୱାକରଙ୍କ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରିବାର ମାମଲା ସାମ୍ନାକୁ ଆସୁଛି । ଏବେ ଶ୍ରଦ୍ଧା ୱାକର ଭଳି ଆଉ ଏକ ମାମଲା ଆସିଛି କର୍ଣ୍ଣାଟକରୁ । ବାଗଲକୋଟରେ ଜନ୍ମ କଲା ବାପାର ଶରୀରକୁ ପୁଅ ଅତି ନୃଶଂସ ଭାବେ ୩୨ ଖଣ୍ଡ କରିବା ପରେ ବୋରୱେଲ୍ ଭିତରେ ପକାଇ ଦେଇଥିବା ଜଣାପଡ଼ିଛି…

ଆଜି କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତ୍ତି; ଫ୍ରଣ୍ଟ-ଟୁ-ଫ୍ରଣ୍ଟ ଜେରା ପାଇଁ ଇଡି ପ୍ରସ୍ତୁତ

ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଗତକାଲି ଅର୍ଚ୍ଚନାଙ୍କ ରିମାଣ୍ଡ ସରିଛି । ପୁଣି ତାଙ୍କୁ ରିମାଣ୍ଡରେ ନେବାକୁ ଇଡି ଆଜି କୋର୍ଟଙ୍କୁ ନିବେଦନ କରିବ । ହନିଟ୍ରାପ, ମନି ଲଣ୍ଡରିଂ ମାମଲାରେ ଖୋଳତାଡ ଜାରି ରଖିଛି ଇଡି । ବ୍ଲାକମେଲ୍…

୧୦ ବର୍ଷ ପରେ ନିଖୋଜ ରହସ୍ୟ ଉପରୁ ଉଠିଲା ପରଦା, ମିଳିଲା କଙ୍କାଳ

ଢେଙ୍କାନାଳ: ନିଖୋଜର ୧୦ ବର୍ଷ ପରେ ମିଳିଛି ନରକଙ୍କାଳ । ଢେଙ୍କାନାଳ ଜିଲ୍ଲା ସୁନ୍ଦରୀଖଳା ଅଞ୍ଚଳରୁ ନିଖୋଜଙ୍କ ନରକଙ୍କାଳ ଠାବ ହୋଇଛି । ମାମଲାରେ ଢେଙ୍କନାଳ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏଥିସହ ନିଖୋଜ ଘଟଣା ଉପରୁ ୧୦ ବର୍ଷ ପରେ ପରଦା ହଟିଛି । ମୃତକ ଢେଙ୍କନାଳ ଥାନା ଅନ୍ତର୍ଗତ…

ବ୍ଲାକମେଲ୍ କ୍ୱିନ ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଆଜି ସରୁଛି, ପୁଣି ରିମାଣ୍ଡ ମାଗିବ ଇଡି

ଭୁବନେଶ୍ୱର : ଯେତେବେଳେ ମୁଁ ମୁହଁ ଖୋଲିବିନା, ସାରା ରାଜ୍ୟ ବଦଳିଯିବ ଆଜ୍ଞା । ତଥ୍ୟ ପ୍ରମାଣ ସହ ସବୁ କହିବି । ନେତା କି ମନ୍ତ୍ରୀ କିଏ ରହିଛି, ସବୁ ପ୍ରମାଣ ସହିତ ଦେଖାଇବି । ମୋତେ ଖାଲି ୩୦ ମିନିଟ ସମୟ ଦିଅନ୍ତୁ । ଏହି ବିସ୍ଫୋରଣ ପରେ ଲାଗୁଥିଲା ଅର୍ଚ୍ଚନା ଇଡି ଅପିସକୁ ଆସିଲେ,…

ପୁରୀରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ, ୨ ଯୁବକ ଗିରଫ

ପୁରୀ: ବାଟ ହୁଡ଼ୁଛନ୍ତି ଯୁବପିଢ଼ି । ବାଇୟା କରୁଛି ବ୍ରାଉନସୁଗାର । ପୁରୀରୁ ପୁଣି ଥରେ ଜବତ ହୋଇଛି ଧଳା ଜହର । ଆଜି ଅବକାରୀ ବିଭାଗର ସ୍କ୍ୱାଡ ପୁରୀର ଗଙ୍ଗାରାମ ନୂଆସାହିରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମାମଲାରେ ନୂଆସାହିର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ୨…

ଭୁଜାଲି ଦେଖାଇ ଲୁଟିନେଲେ ତିନିଲକ୍ଷ ଟଙ୍କା

ଅନୁଗୁଳ: ଭୁଜାଲି ଲଗାଇ ଲୁଟିନେଲେ ୩ ଲକ୍ଷ ଟଙ୍କା ।  ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ପଚାଶ ମିଟର ଦୂରରେ ଲୁଟ୍ । ଗ୍ରାହକ ସେବା କେନ୍ଦ୍ର କରି ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ଗତକାଲି ଆନନ୍ଦ ସୁନାର ପାଖାପାଖି ତିନି ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି…