Latest Odisha News

BREAKING NEWS

Browsing Category

ଅପରାଧ

ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର…

ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ…

ସୀମାନ୍ତରେ ଓଡ଼ିଶା ପୋଲିସକୁ ସଫଳତା, ୬ଟି ଟିଫିନ୍ ବୋମା ସହ ବିସ୍ଫୋରକ ଜବତ

ମାଲକାନଗିରି: ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ବଡ଼ ସଫଳତା ପାଇଛି ମାଲକାନଗିରି ପୋଲିସ । ମାଲକାନଗିରି ସୀମାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର କୁସୁମପୁଟରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ୫୦ରୁ ୬୦ କେଜି କର୍ଡେକ୍ସ ତାର ସହ ୬ଟି ଟିଫିନ୍ ବୋମା, ବିପୁଳ ବିସ୍ଫୋରକ ଏବଂ ୨ଟି…

୨୦୨୨ରେ ରାଜ୍ୟରେ ବଢିଛି ୧୪.୬୫% ଧର୍ତ୍ତବ୍ୟ ଅପରାଧ, ତେବେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର : ଗୃହ ବିଭାଗ ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ଛୁଇଁଛି ।…

ପେଟ୍ରୋଲ ପମ୍ପରେ ଆତଙ୍କ, ଧାରୁଆ ଅସ୍ତ୍ରରେ କର୍ମଚାରୀଙ୍କୁ ଆକ୍ରମଣ କରି ଥାନାରେ ୩ ଅଟକ

ଭୁବନେଶ୍ୱର: ସୋମବାର ସନ୍ଧ୍ୟା ସମୟରେ କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଜଣେ ଯୁବକ ଆତଙ୍କ ଖେଳାଇ ଦେଇଥିଲେ । ଧାରୁଆ ଅସ୍ତ୍ର ଧରି ଗୋଡ଼ାଇବା ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକ ଉକ୍ତ ଯୁବକଙ୍କୁ କାବୁ କରି ବଡ଼ଗଡ଼ ପୋଲିସ…

ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ…

ଡକାୟତି ଓ ଦାଦାବଟି ଆଦାୟ ମାମଲାରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ସୋମବାର ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି । ପୁରୀ ଟାଉନ୍ ଥାନା…

DJ ଆଜେକ୍ସ ଆତ୍ମହତ୍ୟା ମାମଲା, ବାନ୍ଧବୀ ଓ ପୁରୁଷବନ୍ଧୁଙ୍କ CDR ରିପୋର୍ଟ ମାଗିଲା ପୋଲିସ

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଆତ୍ମହତ୍ୟା ପଛରେ ଅର୍ଥ ଦେଣନେଣ ଓ ବ୍ଲାକମେଲିଂ ନେଇ ପୋଲିସକୁ ସୁରାକ୍ ମିଳିଥିବା ଚର୍ଚ୍ଚା ହେଉଛି। ସେପଟେ ମୃତ୍ୟୁ ରହସ୍ୟ ଖୋଲିବାକୁ…

ବିବାହ ପ୍ରସ୍ତାବରେ ଅରାଜି ହେବାରୁ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ !, ବନ୍ଧାହେଲା ଅଭିଯୁକ୍ତ

କଟକ: ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଗିରଫ ହେଲେ ଯୁବକ । କଟକ ମର୍କତ ନଗର ଥାନା ପୋଲିସ ଯାଜପୁର ଜିଲ୍ଲା ସପନପୁରର ଅବିନାଶ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ସେକ୍ଟର-୯ରେ ରୁହନ୍ତି ଅଭିଯୁକ୍ତ ଅବିନାଶ…

STF କବ୍‌ଜାରେ ଜନ୍ତୁ ଶିକାରୀ, ଗୋଟିଏ କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ

ବୌଦ୍ଧ : STF କବ୍‌ଜାରେ ବନ୍ୟପ୍ରାଣୀ ସ୍ମଗଲର୍ ଗିରିଶ କୁମାର ସାହୁ । ଗ୍ରାହକ ବେଶରେ ଜିଲ୍ଲାର ହରଭଙ୍ଗାରେ ଡିଲ୍‌ ବେଳେ ଶିକାରୀ ଗିରିଶ କୁମାର ସାହୁକୁ ମାଡି ବସିଥିଲେ ଏସ୍‌ଟିଏଫ୍‌ ଅଧିକାରୀ। ଅଭିଯୁକ୍ତ ଗିରିଶଠାରୁ ଗୋଟିଏ କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ କରିଛି ସ୍ପେଶାଲ୍ ଟାସ୍କ…

ଫେକ୍ ଜବ୍ ରାକେଟ୍ ମାମଲାରେ ଆଉ ଜଣଙ୍କୁ ବିହାରରୁ ବାନ୍ଧିଲା EOW

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ସଂଗଠନ ନାଁରେ ଫେକ୍ ଜବ୍ ରାକେଟ ମାମଲାରେ ଇଓଡବ୍ଲୁ ଆଉ ଜଣଙ୍କୁ ଗିରଫ କରିଛି । ବିହାରର ମହାରାଜଗଞ୍ଜରୁ ଅମିତ କୁମାର ସିଂଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ଏହି ମାମଲାରେ ଇଓଡବ୍ଲୁ ମୁଖ୍ୟ ଅଭିଯୁକ୍ତ ଧର୍ମପାଲ…