Latest Odisha News

BREAKING NEWS

Browsing Category

ଅପରାଧ

ବ୍ରହ୍ମପୁର ପୋଲିସ ଉପରକୁ ଅପରାଧୀଙ୍କ ବୋମା ମାଡ଼

ବ୍ରହ୍ମପୁର: ଅପରାଧୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ବୋମା ମାଡ଼। ବ୍ରହ୍ମପୁର ସହର ଉପକଣ୍ଠ ତଥା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଘଟିଛି ଏଭଳି ଘଟଣା। ଦୁଇ ମହିଳାଙ୍କ ସମେତ ମୋଟ ୫ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ। ତେବେ ବୋମା…

ଅର୍ଚ୍ଚନା ନାଗ ଜାମିନ୍ ଆବେଦନ ମାମଲା, ତଦନ୍ତ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ମଙ୍ଗଳବାର ହାଇକୋର୍ଟ ପୋଲିସକୁ ରିପୋର୍ଟ ମାଗିଛନ୍ତି । ତଦନ୍ତ କେତେ ଆଗେଇଛି, ଏବେ ସ୍ଥିତି କଣ ? ସେନେଇ ପୋଲିସକୁ ବିବରଣୀ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ । ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ବେଳେ…

ସାବଧାନ, ମାତିଛି ଚୁମା ପାଗଳ! ଦେଖନ୍ତୁ ଭିଡିଓ

ପାଟନା: ସାବଧାନ, ଏବେ ମାତିଛି ଚୁମା ପାଗଳ । ବିହାରର ଜମୁଇ ଅଞ୍ଚଳରେ ଏବେ ଜଣେ ଯୁବକଙ୍କ କାରନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଯୁବକ ଜଣକ ଯେଉଁ ମହିଳାଙ୍କୁ ଦେଖୁଛନ୍ତି ତାଙ୍କ ସହ ଅସଦାଚରଣ କରୁଛି । କିଛି ଦିନ ହେଲା ଏଭଳି ଅଭିଯୋଗ ଆସୁଥିଲେ ବି ଯୁବକ ବାବଦରେ କୌଣସି ତଥ୍ୟ…

ଜୟନାରାୟଣ ହାଜିର ହୋ ! ୨୦୧୮ ଦିଲେଶ୍ୱର ହତ୍ୟା ମାମଲାରେ ବ୍ୟକ୍ତିଗତ ହାଜର ପାଇଁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ପ୍ରାୟତଃ ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ବିବାଦରେ ରହୁଥିବା ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ୨୦୧୮ ମସିହାର ବହୁ ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ କୋର୍ଟ ନୋଟିସ୍…

ବଳପୂର୍ବକ ଟେକି ନେଲେ, ୩ ଦିନ ହାଜତରେ ରଖି ପୋଲିସ ମାଡ଼ ମାରିଥିବା ଯୁବକଙ୍କ ଅଭିଯୋଗ

ଜଗତସିଂହପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ରହିଛି । ହେଲେ ପୋଲିସ ଯଦି ନିଜେ ଉଶୃଙ୍ଖଳ ହେବ ଲୋକେ କାହାକୁ ଭରସା କରିବେ ? କାହା ପାଖକୁ ନ୍ୟାୟ ପାଇଁ ଯିବେ ? ଏ ପ୍ରଶ୍ନ ଆମେ କରୁନୁ । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ତରଡ଼ାପଡ଼ା ଗାଁର ରଶ୍ମିରଞ୍ଜନ ମଲ୍ଲିକଙ୍କ ପରିବାର…

‘ଠିକ୍ ଅଛି ଗୋପାଳର ମାନସିକ ସ୍ଥିତି’: ମେଡିକାଲ୍ ବୋର୍ଡ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ମାନସିକ ରୋଗୀ । ନବ ଦାସଙ୍କୁ ଗୁଳି ପର ଠାରୁ ଗୋପାଳଙ୍କ ପତ୍ନୀ, ଡାକ୍ତରଙ୍କ ମନ୍ତବ୍ୟ ଓ କ୍ରାଇମବ୍ରାଞ୍ଚ ତଦନ୍ତ ସେଇ ଦିଗରେ ଗତି କରୁଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଗୋପାଳର ମାନସିକ ସ୍ଥିତି ନେଇ ଅଧିକ…

ଜହ୍ଲାଦ ପୁଅର କୁତ୍ସିତ କାରନାମା, ବାପାକୁ ହତ୍ୟା ପରେ ମାଆକୁ ଦୁଷ୍କର୍ମ !

ଯାଜପୁର: ପୁଅ ଟିଏ ପାଇବାକୁ ବାପାମାଆ ଲକ୍ଷେ ଶିବ ପୂଜି ଥାନ୍ତି । ଆଶା ଥାଏ ବୟସର ଅପରାହ୍ଣରେ ପୁଅ ସେମାନଙ୍କ ଆଶାବାଡ଼ି ସାଜିବ । ଛୁଆ ବେଳେ ସେମାନେ ପୁଅକୁ ଯେମିତି ସ୍ନେହ ଆଦର ଦେଇ ବଡ଼ କରିଥିଲେ ବୁଢ଼ା ବୟସରେ ପୁଅ ସେମିତି ସେମାନଙ୍କୁ ସ୍ନେହ ଆଦର ଦେବ । କିନ୍ତୁ ହତାଭାଗ ବାପର ଜୀବନରେ…

ୟୁଟ୍ୟୁବ ଦେଖି ଛୁଆ ଜନ୍ମ କରିବା ପରେ ମାରିଦେଲେ ନାବାଳିକା

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରରୁ ଆଜି ଏକ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି । ସହରରେ ଜଣେ ନାବାଳିକା ୟୁଟ୍ୟୁବ ଦେଖିବା ପରେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିକୁ ଜନ୍ମ ଦେବା ପରେ ନାବାଳିକା ଜଣକ ନବଜାତ ଶିଶୁଟିକୁ ଗଳା କାଟି ମାରିଦେଇଛନ୍ତି । ପୋଲିସର କହିବା…

ଘର ଘର ବୁଲୁଛନ୍ତି ଚୋର, ସିସିଟିଭି ଥାଇ ବି ପୋଲିସକୁ ଖୋଲା ଚ୍ୟାଲେଞ୍ଜ

କାମାକ୍ଷାନଗର: ଗାଁରେ ଚୋରି ଆତଙ୍କ । ରାତି ହେଲେ ଗାଁରେ ବୁଲୁଛନ୍ତି ଲୁଟେରା ଗ୍ୟାଙ୍ଗ । କିଛି ଦିନ ହେବ ଗାଁରେ ଏନେଇ ଆତଙ୍କ ଦେଖାଦେଇଛି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ । ଗାଁରେ ଘର ଘର ବୁଲୁଛନ୍ତି ,ଟାର୍ଗେଟ କରୁଛନ୍ତି ଏବଂ ଲୁଟି ନେଉଛନ୍ତି ଧନ…

ବନ୍ଧାହେଲେ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଶଳା, ଭିଣୋଇ

ସୁବର୍ଣ୍ଣପୁର: ନାବାଳିକା ଅପହରଣ ମାମଲାରେ ଗିରଫ ହେଲେ ଶଳା, ଭିଣୋଇ । ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ସମ୍ପର୍କରେ ଶଳା, ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ତରଭା ଥାନା ଦେଉଳପଦର ଗାଁର ବିନୟ ବାଗ ଓ ଭିଣୋଇ ବୌଦ୍ଧ ମନମୁଣ୍ଡା ଥାନା ଅନ୍ତର୍ଗତ ବିଶ୍ୱଜିତ୍…