Latest Odisha News

BREAKING NEWS

Browsing Category

ଅପରାଧ

ନକଲି ଗୋଦାମ ଉପରେ ପୋଲିସର ଚଢାଉ

ଭୁବନେଶ୍ୱର:  ଭୁବନେଶ୍ୱର ଉପକଣ୍ଠ ହଂସପାଳ ପାଖରେ ଥିବା ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ ବେଳେ ନକଲି ଗୋଦାମ ଠାବ କରିଛି ପାହଳ ପୋଲିସ । ଏହି ଗୋଦାମରେ ନକଲି ଲୁଣ ଓ ସର୍ଫ ଗୁଣ୍ଡକୁ ବ୍ରାଣ୍ଡେଡ କଂପାନୀର ଜରିରେ ଭର୍ତ୍ତି କରାଯାଇ ପ୍ୟାକଂ କରାଯାଉଥିଲା । ଏଠାରୁ ଖେଲା ବଜାରରେ ବିକ୍ରି…

ଆଫଗାନିସ୍ତାନରେ ବିସ୍ଫୋରଣ

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରେ ହୋଇଛି ବିସ୍ଫୋରଣ  ।  ରୁଷର ଦୂତାବାସ ନିକଟରେ ବିସ୍ଫୋରଣଟି ଘଟିଛି। ଏଥିରେ ରୁଷର ୨ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି। କାବୁଲ ସହରର ଦାରୁଲ ଅମନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏହି ଅଞ୍ଚଳରେ ହିଁ ରୁଷ ଦୂତାବାସ ଅବସ୍ଥିତ।…

ବାଉନସର ରଖିବାପାଇଁ ଦରକାର ଅନୁମତି

ଭୁବନେଶ୍ୱର : ବାଉନସର ରଖିବାପାଇଁ ଦରକାର ଅନୁମତି । କମିଶନରେଟ ପୋଲିସ ବିନା ଅନୁମତିରେ ବାର ମାଲିକ ମାନେ ବାଉନସର ରଖିପାରିବେନାହିଁ   । ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁ ରହିବ  । ସେପ୍ଟେମ୍ବର ୭ ରୁ ନଭେମ୍ୱର ୫ ପର୍ଯ୍ୟନ୍ତ ନିୟମ ଲାଗୁ କରାଯିବ  । ସୁରକ୍ଷା ଦୃଷ୍ଟିରୁ…

ପାରାଦୀପ ଗଣଦୁଷ୍କର୍ମ ପୀଡ଼ିତା ଗଡ଼କୁଜଙ୍ଗରୁ ଉଦ୍ଧାର

ପାରାଦୀପ: ପାରାଦୀପରେ ୧୭ ବର୍ଷୀୟା ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲା ଦୈନିକ ନୂଆ ମୋଡ଼ ନେଉଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ଗିରଫ ପରେ ପୀଡ଼ିତା ଶନିବାର ଠାରୁ ନିଖୋଜ ଥିଲେ। ସୋମବାର ସକାଳେ ପୀଡ଼ିତାଙ୍କୁ ଗଡ଼ କୁଜଙ୍ଗରୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ,…

ସ୍ତ୍ରୀକୁ ହତ୍ୟା ପରେ ପାଇଖାନା ଟାଙ୍କିରେ ପୋତି ଥିଲା ସ୍ୱାମୀ

କୋରାପୁଟ: କାଳ ହେଲା ଘର କଳି । ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଲା ସ୍ୱାମୀ । ଅଜବ ଲାଗୁଥିଲେ ବି ଘଟଣାଟି ସତ । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ଦଶରଥ ସାହୁ ଓ…

ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ଏନସିଆରବି ରିପୋର୍ଟ-୨୦୨୧ରେ ରାଜ୍ୟରେ ମହିଳା ବିରୋଧୀ ହିଂସା  ବୃଦ୍ଧି ପାଇଥିବାର ଉଲ୍ଲେଖ ରହିଛି  ।  ମହିଳା ଅପହରଣ, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈାନ ନିଯ୍ୟାତନା, ମହିଳା ଉତ୍ପୀଡନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି୍  ।  ୨୩ ବର୍ଷର ନିରୁଙ୍କଶ ଶାସନ ପରେ…

କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା : କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ଜେଲରେ ଥିବା କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ  । ଏନେଇ ସୁପ୍ରିମକୋର୍ଟରେ ଏକ PIL ଦାଖଲ ହୋଇଛି  । ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ଭି ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ଜବାବ ମାଗିଛନ୍ତି। କୁଶ୍‌…

ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢ଼େଙ୍କାନାଳ: ଢ଼େଙ୍କାନାଳ ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁ ମାମଲାରେ ହୋଇଛି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ଦୁଇ ଜଣ କର୍ମଚାରୀଙ୍କୁ ଢ଼େଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ ନିଲମ୍ବିତ କରିଛନ୍ତି । ଗତ ମାସ ୨୮ ତାରିଖରେ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ…

ହିଞ୍ଜିଳିରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଧରିଛି ପୋଲିସ। ଚଢାଉ କରି ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୧ ଲକ୍ଷ ୫୩ ହଜାର ଟଙ୍କା ଏବଂ ୧୮ଟି ଦାମୀ ମୋବାଇଲ ଫୋନ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ସାରୁ ଗ୍ରାମରେ ଏକ…

ଯାଜପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଜବତ

ଯାଜପୁର: ବିଞ୍ଝାରପୁର ଥାନା ଅଞ୍ଚଳର ବରିକୂଳ ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଠାବ ହୋଇଛି । ଶନିବାର ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ ଛାତ୍ରୀ। ବିଳମ୍ବିତ ରାତିରେ ନିକଟସ୍ଥ ଏକ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗି…