Latest Odisha News

BREAKING NEWS

Browsing Category

ଅପରାଧ

କ୍ରେଡିଟ୍‌ କାର୍ଡ ନଥାଇ ସାଇବର ଠକ ନେଇଗଲେ ଲକ୍ଷେ ୨୦ ହଜାର ଟଙ୍କା

ବ୍ରହ୍ମପୁର: ଗୋଟିଏ କ୍ରେଡିଟ କାର୍ଡ ବନ୍ଦ ହୋଇଯାଇଥିଲା। ଆଉ ଗୋଟିଏ କାର୍ଡ ପାଇଁ ଆଦୌ ଆବେଦନ କରିନାହାନ୍ତି। ଅଥଚ ଦୁଇଟି କାର୍ଡ ଜରିଆରେ ୧ଲକ୍ଷ ୨୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ନେଇଯାଇଛନ୍ତି ସାଇବର ଠକ୍‌। ଏନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,…

ବିକ୍ରି ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବର ପାସ୍‌; ଧରିଲା ପୋଲିସ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ପାସ୍‌ ବିକ୍ରି ଘଟଣାରେ ଦୁଇ ଯୁବକଙ୍କୁ କାବୁ କରିଛି ପୋଲିସ। ପାସ୍‌ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଧରିବାରେ ସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପାସ୍‌ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାଁରେ ଅପରାଧିକ ମାମଲା…

ଜିଏସ୍‌ଟି ଅଧିକାରୀ ପରିଚୟ ଦେଇ ନେଇଥିଲେ ଲକ୍ଷେ ୪୦ ହଜାର ଟଙ୍କା, ୪ଜଣଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର: ନିଜକୁ ଜିଏସ୍‌ଟି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟବସାୟିଙ୍କ ଠାରୁ ଏକ ଲକ୍ଷ ୪୦ ହଜାର ଟଙ୍କା ଏବଂ ୬୦ ପ୍ୟାକେଟ୍‌ ପାନ୍‌ ମସଲା ନେଇଯିବା ଘଟଣାରେ ୪ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲାର ଛତ୍ରପୁର ଥାନା ପୋଲିସ। ଗିରଫମାନେ ହେଲେ ବ୍ରହ୍ମପୁର ମୀନାକ୍ଷିନଗରର ସୀମାଞ୍ଚଳ…

ହିନ୍ଦୀ ଶିକ୍ଷକଙ୍କ ଘରେ ମଦ ଫ୍ୟାକ୍ଟ୍ରି

ବ୍ରହ୍ମପୁର:ପେଶାରେ ହିନ୍ଦୀ ଶିକ୍ଷକ। ହେଲା ଘରେ କରିଥିଲେ ଦେଶୀ ମଦ ଫ୍ୟାକ୍ଟ୍ରି। ଦୀର୍ଘ 15 ବର୍ଷ ଧରି ଏହି ବ୍ୟବସାୟ କରି ପୋଲିସ ଓ ଅବକାରି ବିଭାଗର ଅଧିକାରୀମାନେ ସୁରାକ୍ ପାଉନଥିଲେ।ଶେଷରେ ଅବକାରୀ ଗୁଇନ୍ଦା ବିଭାଗ ଏଏସଆଇ ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଶନିବାର ମଦ ବିକ୍ରି କରୁଥିବା…

ଭାଉଜଙ୍କ ଘରେ ଦିଅରଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ମାମଲା ପରେ ତଦନ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ନିକଟ ତୃପ୍ତିନଗର ତୃତୀୟ ଲେନ୍‌ରେ ଗୁରୁବାର ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ରଞ୍ଜିତ ପାତ୍ର। ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି…

ଭୁବନେଶ୍ୱର RBIରୁ ଟଙ୍କା ଚୋରି, ସିସିଟିଭିରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଭୁବନେଶ୍ୱର ଶାଖାରୁ ଟଙ୍କା ଚୋରି ହୋଇଛି । ତାହା ପୁଣି ହାଇସିକ୍ୟୁରିଟିରେ ଥିବା ସିଭିପିଏସ୍ (କରେନ୍ସି ଭେରିଫିକେସନ୍ ଆଣ୍ଡ ପ୍ରୋସେସିଂ ସିଷ୍ଟମ) ରୁମରୁ । ଆଉ ଚୋରି କେହି ବାହାର ଲୋକ ନୁହେଁ ବରଂ ଏଥିରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ…

ବ୍ରହ୍ମପୁର ଉପକଣ୍ଠରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଅନ୍ତରବା ଅଞ୍ଚଳର ପ୍ରଫୁଲ୍ଲ ସାହୁ (୫୯), ନକୁଳ ଗମାଙ୍ଗ (୨୮) ଓ ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳର ତାରିଣୀ ଜେନା…

ସୁନା ବେପାର ଲାଇସେନ୍ସ କରାଇ ଦେବା ନାଁରେ ୧୩ ଲକ୍ଷ ଠକେଇ

ବରଗଡ଼: ସୁନା ବେପାର ଲାଗି ଲାଇସେନ୍ସ କରାଇ ଦେବା ଆଳରେ ଠକେଇ । ଗିରଫ ହେଲେ ୨ ଜଣ । ବରଗଡ଼ ଟାଉନ୍ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲାରେ ପୋଲିସ ବାଲେଶ୍ୱରର ମନୋଜ ବେରା ଓ ପରମାନନ୍ଦ ବିନ୍ଧାଣୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ କାର ସହ ୩ଟି ମୋବାଇଲ୍…

ଲଗେଜ୍ ଉଠାଇ ବିଶ୍ୱାସ ଜିତିଲେ, ପଇଡ଼ରେ ନିଶା ଦେଇ ଲୁଟିନେଲେ

ପୁରୀ: ଟ୍ରେନରେ ଯାଉଛନ୍ତି କି ସାବଧାନ ରୁହନ୍ତୁ ? ନଚେତ୍ କିଏ ଆପଣଙ୍କ ବିଶ୍ୱାସ ଜିତି ଭରସା ଭାଙ୍ଗିପାରେ । ଅଧା ରାସ୍ତାରୁ କରିପାରେ ହାତ ସଫେଇ । ଏମିତି ଏକ ଟ୍ରେନ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁରୀ ରେଲୱେ ପୋଲିସ । ଲୁଟେରା ଗ୍ୟାଙ୍ଗର ୪ ଅଭିଯୁକ୍ତକୁ ଗିରଫ କରିବା ସହ ୧୬…

କୂଅ ଖୋଳିବା ବେଳେ ମାଟି ଅତଡ଼ା ଖସି ଶ୍ରମିକ ମୃତ

ବ୍ରହ୍ମପୁର: କୂଅ ଖୋଳୁଥିବା ବେଳେ ମାଟି ଅତଡା ଖସିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ବ୍ରହ୍ମପୁର ସହର ଶ୍ରୀରାମନଗର ମଶାଣି ସାହି ପାର୍କ ନିକଟରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଜଗଦଳପୁରର ସନ୍ତୋଷ ସେଠୀ(୩୬)।…