Latest Odisha News
Browsing Category

ଅପରାଧ

[ଦେଖନ୍ତୁ ଭିଡିଓ] ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁର ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁରୀ: ଜେଲ୍ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ । ଆକ୍ରମଣରେ ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ଧୀଧେନ୍ଦ୍ରନାଥ ଓରଫ୍ ପପୁ ବରାଳ ଗୁରୁତର ହୋଇଛି । ତାକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦାଦାବଟି ମାମଲାରେ ଚଳିତ ମାସ ୨୩ ତାରିଖରେ ସମୁଦ୍ରକୂଳ ଥାନା ପୋଲିସ…

ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

ଅନୁଗୁଳ: ଦିନ ଦ୍ୱିପ୍ରହରରେ ଅପରାଧ । ଗୁଳିମାଡ଼ ପରେ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷରୁ ଅଧିକ ଟଙ୍କା । ଅନୁଗୁଳ ଟାଉନ୍ ଥାନା କୁରୁଡୁଲୁ ନିକଟ ଶର୍ମା ଛକରେ ଦୁର୍ବୃତ୍ତ ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଗୁରୁତର ଆହତ ମଦ ଦୋକାନ…

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯିବା ପରେ କ୍ଷମା ମାଗିଲେ ଆକାଶ ଏୟାର କମ୍ପାନି

ନୂଆଦିଲ୍ଲୀ : ଏକ ମାସରୁ କମ ସମୟ ପୂର୍ବରୁ ଆରମ୍ଭ ହୋଇଥିବା ଆକାଶ ଏୟାରର ଯାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇଛି । ତଥ୍ୟ ଚୋରି ହେବା ପରେ ଯାତ୍ରୀ ମାନଙ୍କ ନାମ, ଲିଙ୍ଗ, ଇ ମେଲ , ଠିକଣା  ଓ ଫୋନ ନମ୍ୱରକୁ ସ୍ୱୀକୃତି ନଥିବା ଲୋକ ଦେଖିପାରିଥିଲେ । ଏହି ଘଟଣା ପରେ ଆକାଶ ଏୟାର…

ଲଜରେ ଚାଲିଥିଲା ଦେହ ବେପାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣୁପୁର: ଲଜରେ ସେକ୍ସ ରାକେଟ୍ । ଲୁଚାଛପାରେ ଚାଲିଛି କାରବାର । ବଡ଼ ସହରରୁ ଏବେ ଛୋଟ ସହରକୁ ବ୍ୟାପିଲାଣି ଦେହ କାରବାର । ଗୁଣୁପୁରର ୨ଟି ଲଜରେ ପୋଲିସ୍ ରେଡ୍ କରି ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ ୨ ଗ୍ରାହକଙ୍କ ସହ ୨ଟି ଲଜର ମାଲିକ ଓ ମ୍ୟାନେଜରଙ୍କୁ ମିଶାଇ ପୋଲିସ ୫…

ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର

ନୋଏଡା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ନୋଏଡା ସ୍ଥିତ ଟୁଇନ୍ ଟାୱାରକୁ ଧ୍ୱଂସ କରିଦିଆଯିବ । ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  । ଆଜି ଦିନ ୨ଟା୩୦ ସମୟରେ…

[ଦେଖନ୍ତୁ ଭିଡିଓ] SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଥାନା ଅଧିକାରୀଙ୍କୁ ଦାୟୀ କରି ଏତଲା

ବାଲିଗୁଡ଼ା: ପୋଲିସ୍ ଏସ୍ଆଇ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ଥାନା ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରି ଏତଲା ଦେଇଛନ୍ତି ପରିବାର ଲୋକେ । ଗତକାଲି ସରକାରୀ କ୍ୱାର୍ଟରରୁ ଏସ୍ଆଇ…

[ଦେଖନ୍ତୁ ଭିଡିଓ] ରାତିରେ ଫୋନରେ ଭୋ ଭୋ କାନ୍ଦିଲେ, ସକାଳେ ମିଳିଲା SIଙ୍କ ମୃତଦେହ

ବାଲିଗୁଡ଼ା: ଘୁ. ଉଦୟଗିରି ଥାନା ମହିଳା SI ସ୍ୱାଗତିକା ବେହାରଙ୍କ ଆତ୍ମହତ୍ୟା ପରେ ପୋଲିସ ଉପରେ ପ୍ରଶ୍ନ ଉଠିଛି । ସ୍ୱାଗତିକାଙ୍କ ମାଆ ଓ ଭଉଣୀ ଆତ୍ମହତ୍ୟା ପଛରେ ଘୁ. ଉଦୟିଗିରି ଆଇଆଇସିଙ୍କୁ ଦାୟୀ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ତେବେ ଥାନାରେ ଏମିତି କଣ ଘଟୁଥିଲା, କାହା…

[ଦେଖନ୍ତୁ ଭିଡିଓ] କାରରେ ଟେକି ନେଇ ଆଶାକର୍ମୀଙ୍କୁ ଦୁଷ୍କର୍ମ ପରେ ଫୋପାଡ଼ି ଦେଲେ

ପାରଦୀପ: ପାରାଦୀପରେ ଚାଞ୍ଚଲ୍ୟ । କାରରେ ଆସିଲେ, ରାସ୍ତାରୁ ଆଶାକର୍ମୀଙ୍କୁ ଅପରହରଣ ପରେ ଦୁଷ୍କର୍ମ କରି ଫିଙ୍ଗି ଦେଲେ । ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପରୁ । ପାରାଦୀପ ବନ୍ଦରାଞ୍ଚଳରେ ଜଣେ ଆଶା କର୍ମୀଙ୍କୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ…

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଏହା ସହିତ ତାଳ ଦେଇ ବଢୁଛି ଅପରାଧିକ ମାମଲା । ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ବିଭିନ୍ନ ଅଭିଯୋଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ  । ଅପରାଧକୁ ରୋକିବା ସହ ଏଭଳି ଅପରାଧର ଶିକାର…

ବକେୟା ବିଦ୍ୟୁତ ବିଲ୍ ଆଳରେ ସାଇବର ଲୁଟ୍; ପୋଲିସରେ ଅଭିଯୋଗ କରିବାକୁ କହିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଏବେ ସାଇବର ଠକଙ୍କ ଜାଲରେ ସାଧାରଣ ଲୋକଙ୍କ ସହ ରାଜ୍ୟ ସରକାରଙ୍କ ବଡ଼ ବାବୁ ବି ଫସିବାରେ ଲାଗିଛନ୍ତି । ସରଳ ମାଧ୍ୟମ ବନିଛି ବିଦ୍ୟୁତ୍ ବିଲ୍ ବା କନେକ୍ସନ ସମ୍ବନ୍ଧୀୟ ନାଟକ । ବିଦ୍ୟୁତ୍ ସଂଯୋଗ କଟିଯିବ! ବକେୟା ବିଲ୍ ଦେବାକୁ କହି ଫୋନକୁ ବିଭିନ୍ନ ପ୍ରକାରେ…