Latest Odisha News

BREAKING NEWS

Browsing Category

ଅପରାଧ

[ଦେଖନ୍ତୁ ଭିଡିଓ] SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଥାନା ଅଧିକାରୀଙ୍କୁ ଦାୟୀ କରି ଏତଲା

ବାଲିଗୁଡ଼ା: ପୋଲିସ୍ ଏସ୍ଆଇ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ଥାନା ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରି ଏତଲା ଦେଇଛନ୍ତି ପରିବାର ଲୋକେ । ଗତକାଲି ସରକାରୀ କ୍ୱାର୍ଟରରୁ ଏସ୍ଆଇ…

[ଦେଖନ୍ତୁ ଭିଡିଓ] ରାତିରେ ଫୋନରେ ଭୋ ଭୋ କାନ୍ଦିଲେ, ସକାଳେ ମିଳିଲା SIଙ୍କ ମୃତଦେହ

ବାଲିଗୁଡ଼ା: ଘୁ. ଉଦୟଗିରି ଥାନା ମହିଳା SI ସ୍ୱାଗତିକା ବେହାରଙ୍କ ଆତ୍ମହତ୍ୟା ପରେ ପୋଲିସ ଉପରେ ପ୍ରଶ୍ନ ଉଠିଛି । ସ୍ୱାଗତିକାଙ୍କ ମାଆ ଓ ଭଉଣୀ ଆତ୍ମହତ୍ୟା ପଛରେ ଘୁ. ଉଦୟିଗିରି ଆଇଆଇସିଙ୍କୁ ଦାୟୀ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ତେବେ ଥାନାରେ ଏମିତି କଣ ଘଟୁଥିଲା, କାହା…

[ଦେଖନ୍ତୁ ଭିଡିଓ] କାରରେ ଟେକି ନେଇ ଆଶାକର୍ମୀଙ୍କୁ ଦୁଷ୍କର୍ମ ପରେ ଫୋପାଡ଼ି ଦେଲେ

ପାରଦୀପ: ପାରାଦୀପରେ ଚାଞ୍ଚଲ୍ୟ । କାରରେ ଆସିଲେ, ରାସ୍ତାରୁ ଆଶାକର୍ମୀଙ୍କୁ ଅପରହରଣ ପରେ ଦୁଷ୍କର୍ମ କରି ଫିଙ୍ଗି ଦେଲେ । ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପରୁ । ପାରାଦୀପ ବନ୍ଦରାଞ୍ଚଳରେ ଜଣେ ଆଶା କର୍ମୀଙ୍କୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ…

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଏହା ସହିତ ତାଳ ଦେଇ ବଢୁଛି ଅପରାଧିକ ମାମଲା । ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ବିଭିନ୍ନ ଅଭିଯୋଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ  । ଅପରାଧକୁ ରୋକିବା ସହ ଏଭଳି ଅପରାଧର ଶିକାର…

ବକେୟା ବିଦ୍ୟୁତ ବିଲ୍ ଆଳରେ ସାଇବର ଲୁଟ୍; ପୋଲିସରେ ଅଭିଯୋଗ କରିବାକୁ କହିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଏବେ ସାଇବର ଠକଙ୍କ ଜାଲରେ ସାଧାରଣ ଲୋକଙ୍କ ସହ ରାଜ୍ୟ ସରକାରଙ୍କ ବଡ଼ ବାବୁ ବି ଫସିବାରେ ଲାଗିଛନ୍ତି । ସରଳ ମାଧ୍ୟମ ବନିଛି ବିଦ୍ୟୁତ୍ ବିଲ୍ ବା କନେକ୍ସନ ସମ୍ବନ୍ଧୀୟ ନାଟକ । ବିଦ୍ୟୁତ୍ ସଂଯୋଗ କଟିଯିବ! ବକେୟା ବିଲ୍ ଦେବାକୁ କହି ଫୋନକୁ ବିଭିନ୍ନ ପ୍ରକାରେ…

ବ୍ରହ୍ମପୁରରେ ଜବତ ହେଲା ବିପୁଳ ପରିମାଣର ନକଲି ଗୁଟ୍‌ଖା

ବ୍ରହ୍ମପୁର: ବାରମ୍ବାର ଚଢ଼ଉ ଏବଂ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ବ୍ରହ୍ମପୁର ସହରରୁ ଗୋଟିଏ ପରେ ଗୋଟିଏ ନକଲି ଗୁଟ୍‌ଖା କାରଖାନା ଠାବ ହେବାରେ ଲାଗିଛି । ମଙ୍ଗଳବାର ରାତିରେ ଏଭଳି ଏକ କାରଖାନା ଉପରେ ଚଢ଼ଉ କରାଯାଇଥିଲା । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମା ନଗରରୁ ଗୁଟଖା…

ନିଶା ବେପାରୀ ଚକ୍ରଧର ସାହୁ ଘର ଭାଙ୍ଗିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନିଶା ବେପାରୀ ଚକ୍ରଧର ସାହୁର ଘର ଭାଙ୍ଗିଲା କମିଶନରେଟ ପୋଲିସ । ବୁଧବାର କମିଶନରେଟ ପୋଲିସର ଏକ ସ୍ପେଶାଲ ଟିମ୍ ଇନ୍ଫୋସିଟି ଥାନା ଅଞ୍ଚଳରେ ଚକ୍ରଧରର ଘର ଭାଙ୍ଗିଛନ୍ତି । ଚକ୍ରଧର ସଂପୃକ୍ତ ଘରେ ଦୀର୍ଘ ଦିନ ଧରି ଗଞ୍ଜେଇ, ବ୍ରାଉନସୁଗାର ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବେପାର…

ଥାନା ସାମନାରେ ଆତ୍ମହତ୍ୟା ଉଦ୍ୟତ ମହିଳାଙ୍କ ସମେତ ସ୍ବାମୀ ଓ ଭାଇ ନାଁରେ ମାମଲା

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଥାନା ସାମନାରେ ମଙ୍ଗଳବାର ରାତିରେ ଝିଲି ପାତ୍ର ନାମକ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୁଧବାର ଏହି ଘଟଣାକୁ ନେଇ ତିନି ଜଣଙ୍କ ନାଁରେ ଛତ୍ରପୁର ଥାନାରେ ଏତଲା ରୁଜୁ ହୋଇଛି। ସେମାନେ ହେଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ଏବଂ…

ବ୍ରାଉନ ସୁଗାର ଚାଲାଣରେ ଜଣେ ଗିରଫ

ଭୁବନେଶ୍ୱର: ବୁଧବାର ଲକ୍ଷ୍ମୀସାଗର ପୋଲିସ ବ୍ରାଉନ ସୁଗାର ଚାଲାଣ ମାମଲାରେ ଜଣକୁ ଗିରଫ କରିଛି। ଗତ ୨୦ ତାରିଖରେ ରୁଜୁ ବ୍ରାଉନ ସୁଗାର ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅଜିତ ବେପାରୀ। ଅଭିଯୁକ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ…

ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ; ଶାଶୁ ଘରର ଚାରି ଜଣ ଗିରଫ

ଭଦ୍ରକ: ଭଦ୍ରକରେ ଯୌତୁକ ହତ୍ୟା ଅଭିଯୋଗ। ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଦାବି କରି ବୋହୂ ପ୍ରିୟଙ୍କା ଦଳେଇଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ପ୍ରିୟଙ୍କାଙ୍କ ମାଙ୍କ କହିବା ଅନୁଯାୟୀ ବାହାଘର ୧ ଲକ୍ଷ ଟଙ୍କାରେ…