Latest Odisha News

BREAKING NEWS

Browsing Category

ଅପରାଧ

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା ଗ୍ୟାସ ଏଜେନ୍ସି ମାଲିକ ଏବଂ ମହଜୁଦକାରୀ ଗିରଫ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଦୁଇଜଣ ପୋଡ଼ି ଯାଇଥିଲେ । ଏହି ଘଟଣାରେ ଶନିବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।…

ସୋସିଆଲ ମିଡିଆରେ ପ୍ରକୃତିଙ୍କୁ କଟୁ ସମାଲୋଚନା

ଭୁବନେଶ୍ୱର: ଅଭିନେତା ବାବୁଶାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ସୋସିଆଲ ମିଡିଆରେ ନେଟିଜେନଙ୍କ ଉଭୟ କୌତୁହଳ ଏବଂ କଟୁ ସମାଲୋଚନା ଦେଖିବାକୁ ମିଳିଛି । ପ୍ରାୟ ନେଟିଜେନ ପ୍ରକୃତିଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି…

ହଂକଂରେ ନୀରବ ମୋଦିଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ନିଜେ ବିଛାଇଥିବା ଅପରାଧ ଜାଲରେ ଫସିଫସି ଯାଉଛନ୍ତି ନୀରବ ମୋଦି । ଶୁକ୍ରବାର ହଂଗକଂଗରୁ ନୀରବଙ୍କ ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏନେଇ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ନୀରବ ଏବେ ଲଣ୍ଡନ ଜେଲରେ ବନ୍ଦୀ…

ବିବାହ ଆଗରୁ ପ୍ରେମିକାକୁ ବିଷ ଖୁଆଇଦେଲେ ପ୍ରେମିକ; ମୃତ୍ୟୁ ଆଗରୁ ପ୍ରେମିକାଙ୍କ ବୟାନ ରେକର୍ଡ

ଡେଲାଙ୍ଗ: ବଙ୍କିଲ ଅଞ୍ଚଳର ଜଣେ ଯୁବତୀ ପ୍ରେମିକ ମୁଣ୍ଡରେ ଦୋଷ ଲଦି ପ୍ରାଣ ତ୍ୟାଗ କରିଛନ୍ତି । କହିଲେ, କଥା ହେବାକୁ ଡାକି ଜବରଦସ୍ତି ବିଷ ଖୁଆଇଦେଲେ । ଗତ ୧୨ ତାରିଖରେ ମୃତ୍ୟୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ସମୟରେ ଏଭଳି ସାଂଘାତିକ ବୟାନ ଦେଇଛନ୍ତି ଯୁବତୀ । ଗତ ୧୫ ତାରିଖରେ…

ହିଞ୍ଜିଳିକାଟୁ ତହସିଲରେ ଲାଞ୍ଚ କାରବାର; ବରିଷ୍ଠ ରାଜସ୍ୱ ସହାୟକ ଗିରଫ

ବ୍ରହ୍ମପୁର: ଜମି ବିବାଦ ସମାଧାନ କରି ପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେଉଥିବା ବରିଷ୍ଠ ରାଜସ୍ୱ ସହାୟକ ଗିରଫ ହୋଇଛନ୍ତି । ହିଞ୍ଜିଳିକାଟୁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ୟୁନିଟ ତାଙ୍କୁ…

DL ବାତିଲ୍ ଭୟ ଦେଖାଇ ଅଟୋ ଚାଳକଙ୍କ ଠାରୁ ଲାଞ୍ଚ ନେଇଥିଲେ ଆୟୁଷ ଡାକ୍ତର

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଆୟୁଷ ଡାକ୍ତର । ସୁନ୍ଦରଗଡ଼ ଜିଲ୍ଲା ଗଇରାବାହାଲ ପିଏଚସିର ମେଡିକାଲ୍ ଅଫିସର ତଥା ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଅଟୋ ଡ୍ରାଇଭରଙ୍କ ଠାରୁ ଡକ୍ଟର ବେହେରା ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି…

ନ୍ୟାୟିକ ବିଳମ୍ବ; ଓଡିଶାର ବିଭିନ୍ନ ଅଦାଲତରେ ବିଚାରଧୀନ ପଡି ରହିଛି ୨.୬୭ଲକ୍ଷଟି ମାମଲା

ଭୁବନେଶ୍ୱର : ଦେଶରେ ନ୍ୟାୟିକ ବିଳମ୍ବ ଅତି ଗୁରୁତର ସମସ୍ୟା। ଏହାକୁ ନେଇ ଲୋକସଭରେ କେନ୍ଦ୍ର ଆଇନ ମନ୍ତ୍ରୀ ଅତି ସାଂଘାତିକ ତଥ୍ଯ ଦେଇଛନ୍ତି। ଓଡିଶା ଉଚ୍ଚ ନ୍ୟାୟାଳୟ ସମେତ ଅନ୍ୟ ଅଦାଲତ ଗୁଡିକରେ ଦୀର୍ଘ ଦଶ ବର୍ଷ ଭିତରେ ୨.୬୭ ଲକ୍ଷରୁ ଅଧିକ ମାମଲା ପଡି ରହିଛି । କେନ୍ଦ୍ର ଆଇନ୍‍ ଏବଂ ନ୍ୟାୟ…

ରାଜ୍ୟ ମାନବାଧିକାର କମିଶନରେ ତିନି ରାଗିଂ ମାମଲା, ପୋଲିସ ଡିଜିଙ୍କୁ ଆଣ୍ଟି ରାଗିଂ ହେଲପଲାଇନ ଗଠନ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନ ବିଜେବି କଲେଜ ରୁଚିକା ମହାନ୍ତି ଆତ୍ମହତ୍ୟା, ଦେବଗଡ଼ ଏଏନଏମ ଛାତ୍ରୀ ରାଗିଂ ଏବଂ ଅନ୍ୟ ଏକ ରାଗିଂ ମାମଲାର ଶୁଣାଣି କରିଛନ୍ତି  । ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ତେଜେଶ୍ୱର ପରିଡ଼ା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ତିନୋଟି ମାମଲା…

ପୁରୀରୁ ୨୬୭ ଗ୍ରାମର ବ୍ରାଉନସୁଗର ଜବତ, ୫ ମହିଳାଙ୍କ ସହ ନିଶା ବେପାରୀ ଗିରଫ

ପୁରୀ: ଶ୍ରୀକ୍ଷେତ୍ରରେ ବଢ଼ୁଛି ନିଶା କାରବାର । ମାଧ୍ୟମ ସାଜିଛନ୍ତି ମହିଳା । ମହିଳାଙ୍କୁ ଢାଲ କରି ନିଶା କାରବାର କରୁଛନ୍ତି ମାଫିଆ । ପୁରୀ ବାସେଳି ଥାନା ଅନ୍ତର୍ଗତ ନୋଳିଆ ସାହି ଅଞ୍ଚଳରୁ ୨୭୬ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । କାରବାରରେ ସମ୍ପୃକ୍ତ ନୋଳିଆ…

ଘୁମୁସର ବନଖଣ୍ଡରେ ଦନ୍ତା ହାତୀ ମୃତଦେହ ଜବତ, ଦାନ୍ତ ଚୋରି

ବ୍ରହ୍ମପୁର: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଦନ୍ତା ହାତୀ।ବୁଧବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରୁ ଗୋଟିଏ ଦନ୍ତାହାତୀର…