Latest Odisha News

BREAKING NEWS

Browsing Category

ଅପରାଧ

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଭୁବନେଶ୍ୱର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ (STF) ଏକ କଲରାପତରିଆ ବାଘ ଛାଲ (Leopard Skin) ଜବତ କରିଛି । ରାମଗିର ଫରେଷ୍ଟ ଅଧିକାରୀଙ୍କ ସହାୟତାରେ ଏସଟିଏଫ୍ ରାମଗିର ଗୁପ୍ତେଶ୍ୱର ଗେଟ୍ ନିକଟ ପାର୍ଶ୍ୱ ରାସ୍ତାରେ ରେଡ୍ କରିଥିଲା । ଡିଲ୍ ବେଳେ ଜଣଙ୍କୁ ଗିରଫ କରିବା ସହ ଏକ…

ରାଞ୍ଚିରେ ଗାଡ଼ି ମଡ଼ାଇ ମହିଳା SIଙ୍କୁ ହତ୍ୟା

ରାଞ୍ଚି :  ରାଞ୍ଚିରେ ଘଟିଛି ଅଘଟଣ। ଜଣେ ମମହିଳା ପୋଲିସ ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ବିଚ୍ ରାସ୍ତା ଉପରେ କରିଛନ୍ତି ହତ୍ୟା। ଗାଡି ଚେକିଂ କରୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି।  ଚେକିଂ ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମହିଳା ଅଧିକାରୀଙ୍କ ଉପରେ ଗାଡି ଚଢାଇ ମାରିଦେଇଛନ୍ତି ।…

ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇ ରୋଷେଇ ଘରେ ଲୁଚିଥିଲା ସ୍ୱାମୀ !

ନବରଙ୍ଗପୁର: ପୋଲିସକୁ ଗୋଡ଼ାଉଛନ୍ତି ଗାଁ ଲୋକ । ପୋଲିସ ଗାଡ଼ିକୁ ବା ଛାଡ଼ୁ ନାହାନ୍ତି ସମ୍ପର୍କୀୟ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଝରିଗୁଡା ଗାଁରେ ବଦ୍ରିକା ପନକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା । ସୁଶୀଲ ନାଗ ତାଙ୍କ ସ୍ତ୍ରୀ ବଦ୍ରିକାଙ୍କୁ ହତ୍ୟା ପରେ…

ମୋବାଇଲରେ ପ୍ରେମରୁ ମର୍ଡର, ପଥରରେ ଛେଚି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଜି.ଉଦୟଗିରି: ମୋବାଇଲରୁ ପ୍ରେମ, ତା'ପରେ ଦୁଷ୍କର୍ମ କରି ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସକୁ ସଫଳତା ମିଳିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ପଙ୍କଜ ଦିଗାଲ ପୂର୍ବରୁ ସ୍ତ୍ରୀକୁ ହତ୍ୟା…

କବିସୂର୍ଯ୍ୟନଗରରୁ ଅପହରଣ, ପାଟପୁରରୁ ମିଳିଲା ଅର୍ଦ୍ଧଦଗ୍ଧ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପାଟପୁର ଥାନା ଝରଣ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ମିଳିବା ଘଟଣା ସାରା ଜିଲାରେ ଆଲୋଡ଼ନ ଖେଳାଇ ଦେଇଛି। ଅପହରଣ ପରେ ହତ୍ୟା ଏବଂ ହତ୍ୟା ପ୍ରମାଣକୁ ଲୁଚାଇବା ପାଇଁ ଶବକୁ ଜାଳି ଦିଆଯାଇଥିବା…

ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ବର: ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। ଇଓଡବ୍ଲୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି  ହୋଇଥିବା ଜଣାଯାଇଛି। ଚାଇନାର ଠକମାନେ ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ନେଇ ଅଭିଯୋଗ…

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ।

ଢେଙ୍କାନାଳ : ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁର ବେଣୁଧର ପଧାନ। ଶ୍ବଶୁରଙ୍କ ପ୍ରତି ଆକ୍ରମଣରେ ବୋହୂ ମଧ୍ୟ ଗୁରୁତର ହୋଇଛନ୍ତି। ଗୁରତର ବୋହୂ ହେଲେ ଯଶୋଦା ପ୍ରଧାନ। ଗୁରୁତର ଅବସ୍ଥାରେ ବୋହୂ ଯଶୋଦାଙ୍କୁ ଅନୁଗୁଳ…

“ପଞ୍ଚାୟତ ଅଫିସରୁ ଚୋରି କଲେ ସରପଞ୍ଚ!”

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀ ସରପଞ୍ଚଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ପଞ୍ଚାୟତ ଅଫିସରୁ ଜିନିଷ ଚୋରି କରି ବିକୁଛନ୍ତି ସରପଞ୍ଚ । ଚୋରି ଜିନିଷକୁ ସହଯୋଗୀଙ୍କ ଜରିଆରେ ବିକୁଛନ୍ତି ବୋଲି ଗ୍ରାମବାସୀ ଏବଂ ଅଫିସ ପିଅନ ଅଭିଯୋଗ କରିଛନ୍ତି । କଥାଟି…

ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଜବତ କଲା ପୋଲିସ; ଗୁଣି ଗାରେଡ଼ି ସନ୍ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡ଼ା ଗ୍ରାମର ତ୍ରିନାଥ ପାତ୍ରଙ୍କ ଶବକୁ ମାଟି ତଳୁ ଜବତ କରିଛି ଶେରଗଡ଼ ଥାନା ପୋଲିସ । ତ୍ରିନାଥ ନିଖୋଜ ହୋଇଥିବା ନେଇ ତାଙ୍କ ଭାଇ ଚନ୍ଦ୍ରୁ ପାତ୍ର ଶେରଗଡ଼ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ବେଳେ ଅନନ୍ତନଗର ତୋଟାରେ…

ରାଇକିଆରେ ମହିଳାଙ୍କ ମୃତ ଦେହ ଜବତ, ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଜାରି

ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଦିଙ୍ଗିଆ ପଞ୍ଚାୟତର ଆମ୍ବେଦକର ନଗରରେ ଜଣେ ଯୁବତୀଙ୍କ ମୃତ ଦେହ ମିଳିଛି । ଶୁକ୍ରବାର ସକାଳୁ ଗ୍ରାମବାସୀ ଘଟଣା ବିଷୟରେ ଜାଣିବା ପରେ ରାଇକିଆ ପୋଲିସ ମୃତଦେହ ଜବତ କରିଛି । ବୁଧିଆପଙ୍ଗା ଗ୍ରାମ ମୃତ ଯୁବତୀଙ୍କ ଘର। ଗୁରୁବାର ସକାଳୁ…