Latest Odisha News

BREAKING NEWS

Browsing Category

ଅପରାଧ

ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣା: ଦୋଷୀଙ୍କୁ ୧୪ ବର୍ଷ ଜେଲ୍

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣାର ଜଗତସିଂହପୁର ମହିଳା କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା…

ଗାଡ଼ି ବାଡ଼େଇ ଖସିଗଲେ ବାବୁ, ଲୋକେ ଗୋଡ଼େଇ କଲେ କାବୁ

ଭୁବନେଶ୍ୱର: ସୋମବାର ସକାଳେ ରାଜଧାନୀରେ ଜଣେ କାର୍ ଚାଳକ ଗାଡ଼ି ବାଡ଼େଇ ଖସିଯାଉଥିବା ବେଳେ ଗୋଡ଼େଇ ଧରିଛନ୍ତି ଦେଖଣାହାରୀ । ଶିଶୁ ଭବନ ଛକ ନିକଟ ଜେଏସଡବ୍ଲୁ ଅଫିସ୍ ସାମନାରେ ସାଣ୍ଟ୍ରୋ ଗାଡ଼ି (ଓଡି ୦୨ ବିଭି ୭୮୬୭) ଏକ ସୁଜୁକି ଆକ୍ସେସ୍ କୁ ପିଟିଥିଲେ । ସ୍କୁଟି ଚାଳକ ଓ ପଛରେ ବସିଥିବା…

ଇଡି ସ୍କାନରରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ, ଖଣି ସଚିବଙ୍କ ଚାଟାର୍ଡ ଆକାଉଟାଣ୍ଟ ଗିରଫ

ଭୁବନେଶ୍ୱର: ଝାରଖଣ୍ଡ ସରକାରର ଖଣି ସଚିବ ପୂଜା ସିଂହାଲଙ୍କ (ସିଏ)ଚାଟାର୍ଡ ଆକାଉଟାଣ୍ଟ କୁ ଗିରଫ କରିଛି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । କଳା ଧନ ହେରଫେର ମାମଲାରେ ସଚିବଙ୍କ ‘ସିଏ’ ଗିରଫ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ସ୍କାନରରେ ରଖିଛି । ପୂଜାଙ୍କ ଠାରୁ ଇଡି ୧୯.୩୧ କୋଟି…

ପାକିସ୍ତାନରେ ଡ୍ୟାନ୍ସ ଆଉ ମଡେଲିଂ କରିବାରୁ ଭଉଣୀ କୁ ମାରିଦେଲା ଭାଇ

ଭୁବନେଶ୍ୱର: ପାକିସ୍ତାନର ଫୈସଲାବାଦରେ ଭଉଣୀ ମଡେଲିଂ ଆଉ ଥିଏଟର ରେ ଡ୍ୟାନ୍ସ କରିବାରୁ ଭାଇ ତାକୁ ଗୁଳି କରି ହତ୍ୟା କରିଛି । ହତ୍ୟା କରିବା ପରେ ପୋଲିସ ନିକଟରେ ସବୁ ସତ କହିଛି ଭାଇ ହମଜା । ସିଦ୍ରା ନାମକ ଜଣେ ଝିଅ ଓକାରା ଅଂଚଳରେ ବାସିନ୍ଦା । ତାଙ୍କ ପସନ୍ଦ ଅନୁସାରେ ସେ ଡ୍ୟାନ୍ସ ଆଉ…

ବିବାହ ଆଗରୁ ଭାବି ସ୍ୱାମୀଙ୍କୁ ଗିରଫ କଲେ ଆସାମ ଏସଆଇ

ଭୁବନେଶ୍ୱର: ଆସାମ ର ଜଣେ ଠକ କୁ ବାହାଘର ଆଗରୁ ଧରିଛନ୍ତି ଏସଆଇ କନ୍ୟା । ଉଭୟଙ୍କ ର ନିର୍ବନ୍ଧ ସରିଯାଇଥିଲା । ଆଉ ଅଳ୍ପ ଦିନ ବାକି ଥିଲା ଶୁଭ ଦିନ । ହେଲେ ଠକାମି ଶିକାର ହୋଇଥିବା କିଛି ଲୋକ କନ୍ୟା ର ଜୀବନ ବଂଚାଇବା ସହ ଠକ କୁ ଧରା ପକେଇ ଦେଇଥିଲେ । ଏହି ଠକ ହେଉଛି, ରାଣା ପୋଗାଗ । ସେ…

ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ, ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ…

ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି ।ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ…

ଓମ୍ ବିର୍ଲାଙ୍କ ନକଲି ହ୍ୱାଟ୍ସଆପ୍: ଭୋଡାଫୋନ୍, ଜିଓ ଏବଂ ବିଏସଏନଏଲ କୁ କ୍ରାଇମବ୍ରାଞ୍ଚ ଜେରା

ଭୁୁବନେଶ୍ୱର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଙ୍କ ନାଁ ରେ ନକଲି ହ୍ୱାଟ୍ସଆପ୍ ମିଳିବା ପରେ ଫସିଯାଇଛନ୍ତି ତିନି ଟେଲିକମ୍ ନେଟୱର୍କ କମ୍ପାନୀ । ଭୋଡାଫୋନ୍, ବିଏସଏନଏଲ ଏବଂ ଜିଓ ର ଅଧିକାରୀଙ୍କୁ କ୍ରାଇମ ବ୍ରାଞ୍ଚ ନୋଟିସ୍ ଜାରି କରିଛି । ତିନୋଟି ଯାକ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ…

ମୋବାଇଲ ଆପ୍ଲିକେସନ ଋଣ ସଂସ୍ଥା ଉପରେ ଇଓଡବ୍ଲୁ ଚଢ଼ଉ: କୋକୋ ଏବଂ ଜୋଜୋ କ୍ୟାସ୍ ସିଜ୍

ଭୁବନେଶ୍ୱର: ମୋବାଇଲ ଆପ୍ଲିକେସନ ଜରିଆରେ ଋଣ ଦେଉଥିବା ଠକ ସଂସ୍ଥାଙ୍କ ଉପରେ ଚଢ଼ଉ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ଭୁବନେଶ୍ୱର ଇଓଡବ୍ଲୁ ‘ମହାଗ୍ରାମ ପେମେଣ୍ଟଓ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ସଂସ୍ଥାର ୬.୫୭ କୋଟି ଟଙ୍କା ଏବଂ ୪ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି । ଏହି…

ମୁକ୍ତାପଶି ଶିଶୁ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏସଡିଜେଏମ

କାମାକ୍ଷାନଗର: ମୁକ୍ତାପଶି ଗ୍ରାମର ୨୦୧୮ ମସିହାରେ ଆଠ ବର୍ଷର ଶିଶୁ ଅପହରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ହୋଇଛି । କାମାକ୍ଷାନଗର ଏସଡିଜେଏମ କୋର୍ଟ ଅଭିଯୁକ୍ତ ସତ୍ୟ ସ୍ୱରୂପ ସାହୁ ଓରଫ ବାପୁନା କୁ ଆଜୀବନ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କାର ଆର୍ଥିକ ଜରିମନା ଦେବାକୁ ଆଦେଶ…