Latest Odisha News

BREAKING NEWS

Browsing Category

ଅପରାଧ

ବର ଫୁଟାଇଲେ ଗୁଳି; ଚାଲିଗଲା ବରଯାତ୍ରୀଙ୍କ ଜୀବନ

ସୋନଭଦ୍ର: ବରଯାତ୍ରୀରେ ଗୁଳି ଫୁଟେଇ ସାଙ୍ଗକୁ ହତ୍ୟା କଲା ବର । ଏଭଳି ବାହାଦୁରିଆ ରୀତି ପାଇଁ ଚାଲିଗଲା ଜଣଙ୍କ ଜୀବନ । ଉତ୍ତରପ୍ରଦେଶରେ ଏକ ବାହାଘର ଏଭଳି ଦୁଃଖଦ କାଣ୍ଡରେ ପରିଣତ ହୋଇଯାଇଛି । ଖୁସି ମଉଜ କରି ବାହା ହେବାକୁ ବରଯାତ୍ରୀ ନେଇ ଗଲା ବେଳେ ଉତ୍ସାହ ବନିଯାଇଛି ଅନୁତାପ ।…

ମାଆ ଆଗରେ ପୁଅକୁ ପିଟିଲେ ମୋ ବସ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀରେ ଜଣେ ମାଆ ଆଗରେ ପୁଆକୁ ଆକ୍ରମଣ କରିଛନ୍ତି ମୋ ବସ କର୍ମଚାରୀ। ମାଷ୍ଟରକାଣ୍ଟିନ ଛକ ବସ ଷ୍ଟାଣ୍ଡ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବସ ଷ୍ଟପେଜ ପୂର୍ବରୁ ଗାଡ଼ି ଅଟକାଇବାରୁ ମୋ ବସ କର୍ମଚାରୀ ମିଳିମିଶି ଜଣେ ଯାତ୍ରୀଙ୍କୁ ନିର୍ଧୁମ ପିଟଛନ୍ତି। ଏପରକିି ଅନ୍ୟ ମୋ…

[ଦେଖନ୍ତୁ ଭିଡିଓ] ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟରୁ କେବେ ଉଠିବ ପରଦା ?

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ମୃତ୍ୟୁ ମାମଲା । ଖାସ୍ କରି ପୁରୁଷ ବନ୍ଧୁ ସନ୍ତୋଷକୁ ନେଇ ବଢୁଛି ସନ୍ଦେହ । ଅଭିନେତ୍ରୀଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ସନ୍ତୋଷ ଚୁପ୍ ରହିବା ନେଇ ବଢୁଛି ସସପେନ୍ସ…

ଫୁଡ଼ କଂଟେନରରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ

ଭୁବନେଶ୍ୱର : ଏକ ଫୁଡ଼ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ। ପୁଲିସକୁ ଚକମା ଦେବାକୁ ଅପରାଧୀମାନେ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମଳିଛି। ଏକ କଣ୍ଟେନରରର ୪ ଭାଗରୁ ଏକ ଭାଗ ସିକ୍ରେଟ ଚାମ୍ବରରେ ୨୦ ବସ୍ତା ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା…

[ଦେଖନ୍ତୁ ଭିଡିଓ] ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି

ଭୁବନେଶ୍ୱର: ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି । ସୋମବାର ସନ୍ଧ୍ୟାରେ ଏହି ୪ ଅଭିଯୁକ୍ତ ଖଣ୍ଡଗିରି ଥାନା ଡେଲଟା ଛକରେ ଆତଙ୍କ ଖେଳାଇଥିଲେ । ଟଙ୍କା ଦେଣନେଣକୁ ନେଇ ପତିଆରା ଦେଖାଇବାକୁ ଯାଇ ଜାଳି ଦେଇଥିଲେ ସ୍କର୍ପିଓ । ଆଜି ସକାଳୁ ପୋଲିସ ୪ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ…

ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ଗିରଫ

ଭୁବନେଶ୍ୱର: ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ରାଣା ଗିରଫ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଓଡ଼ିଶା ପୋଲିସ ଓ ଏସଟିଏଫ୍ ଚଢ଼ାଉ କରି ରାଣା ମୁନା ଡୋରାକୁ ଧରିବାରେ ସକ୍ଷମ ହୋଇଛନ୍ତି । ଗତ ୩ ତାରିଖରେ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଏକ ହାଇୱାରେ ଗୁପ୍ତ ଚ୍ୟାମ୍ବର କରି…

ବୋହୂ କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ

ବ୍ରହ୍ମପୁର: ଘରୋଇ କଳିକୁ ନେଇ ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ। ଗଂଜାମ ଜିଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ବୋହୂ ସୁଲତା ନାୟକ ଏବଂ ଶ୍ୱଶୁର ସୀମାଞ୍ଚଳ ନାୟକ(୫୫)ଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ଯୁକ୍ତିତର୍କ…

ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ୍ ଚଢ଼ାଉ କରି ୨ ଜଣଙ୍କୁ ଧରିବା ସହ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଶନିବାର ସନ୍ଧ୍ୟାରେ ବଜ୍ରକାପ୍ତା ବିକ୍ରି ନେଇ ଡୁଙ୍ଗୁରିପାଲି ଛକ ନିକଟରେ ଡିଲ୍ ଚାଲିଥିଲା ।…

ଉଦ୍ଧାର ଚୋରି ସାମଗ୍ରୀ ଦୋକାନୀଙ୍କୁ ଫେରାଇଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଇଞ୍ଜିନିୟରିଂ ସ୍କୁଲ ଛକରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ପରେ ସେଗୁଡିକୁ ସଂପୃକ୍ତ ଦୋକାନୀମାନଙ୍କୁ ଫେରାଇ ଦିଆଯାଇଛି। କେବଳ ସାମଗ୍ରୀ ନୁହଁ ଚୋରଙ୍କ ଠାରୁ ଜବତ ହୋଇଥିବା ନଗଦ ଟଙ୍କା ଏବଂ ମୋବାଇଲକୁ ମଧ୍ୟ ଦୋକାନୀଙ୍କୁ ଫେରାଇଛି ବ୍ରହ୍ମପୁର ପୋଲିସ । ଗତ ମେ’ ୨୭ ତାରିଖ ଓ…

ବଗେଇପଦା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ସଦର ଥାନା ବଗେଇପଦର ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ କେ. ସୂର୍ଯ୍ୟ ପ୍ରକାଶ ରାଓଙ୍କୁ ଶୁକ୍ରବାର ଗିରଫ ହୋଇଥିବା ଖବର ଅତିରିକ୍ତ ଏସପି ଉକ୍ରଳ କେଶରୀ ଦାସ ସୂଚନା ଦେଇଛନ୍ତି । ଗତ ମାସ ୨୮ ତାରିଖରେ ଜୟପୁର ପାୱାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀଙ୍କୁ…