Latest Odisha News

BREAKING NEWS

Browsing Category

ଅପରାଧ

କେବେ ଥମିବ ? ପୁଣି ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ, ଏଥର ବାସୁଦେବପୁରରେ

ବାସୁଦେବପୁର: ଆଇନକାନୁନ୍ ପ୍ରତି ନାହିଁ ମାଂସଲୋଭୀ ସଇତାନ୍‌ଙ୍କ ଭୟ । ପ୍ରତିଦିନ ସାମ୍ନାକୁ ଆସୁଛି ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା । ଶିକାର ସାଜୁଛନ୍ତି ନୀରିହ ନାବାଳିକା । ତଥାପି ଏଭଳି ଜଘନ୍ୟ ଅପରାଧରେ ଲଗାମ ଲଗାଇବାରେ ଫେଲ୍ ମାରିଛି ପୋଲିସ ପ୍ରଶାସନ । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜଣେ…

ରାଜନୈତିକ ଶତ୍ରୁତାକୁ ନେଇ ବୋମା ମାଡ, ଜଣେ ମୃତ

ଭୁବନେଶ୍ୱର: ରାଜନୈତିକ ଶତ୍ରୁତାରୁ ଗଲା ଜୀବନ । ରାଜନୈତିକ ଶତ୍ରୁତାରୁ ବୋମା ମାଡ଼ । ଏହି ଘଟଣାରେ ଜଣେ ମୃତ । ଏଭଳି ଘଟଣା ଘଟିଛି ଖଣ୍ଡପଡ଼ା ବୋଦସା ଗାଁରେ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋଦସା ଗାଁରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ପ୍ରଶାନ୍ତ…

ବିଡ଼ି ପାଇଁ ବାପାର ଜୀବନ ନେଲା ପୁଅ

ଗୁଆହାଟୀ: ସମ୍ପର୍କରେ ରକ୍ତର ଛିଟା । ବିଡ଼ି ପାଇଁ ଜୀବନ ନେଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରପେଟା ଜିଲ୍ଲା କୋଲଗାଚିଆ ଥାନା ଅଞ୍ଚଳରେ । ଅଭିଯୁକ୍ତକୁ ଗିରଫ କରି ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅଲିପୁର ଗାଁର ସାମସୁଲ…

ଯାଜପୁରରେ ସାମ୍ବାଦିିକଙ୍କୁ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁରରେ ସାମ୍ବାଦିିକଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ । ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା‌ ବେଳେ ଆଜି ୩ଜଣଙ୍କୁ…

[ଦେଖନ୍ତୁ ଭିଡିଓ] ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର, ଅଣ୍ଡର ଗ୍ରାଉଣ୍ଡ ଘର ନେଇ ବଢୁଛି ରହସ୍ୟ

ଢେଙ୍କାନାଳ : ରସାତଳକୁ ଯାଉଛି ରସିକିଆ ଡାକ୍ତରଙ୍କ କଳାକାରନାମା। ଧୀରେ ଧୀରେ ଫିଟୁଛି କାରନାମାର ଗୁମର। ହେଲେ ତାଙ୍କର ଏହି କେଳେଙ୍କାରୀର ଲମ୍ବାଚେର ଢେଙ୍କାନାଳ କାମାକ୍ଷାନଗର ଯାଏ ବି ଲମ୍ବିଛି । ଯେଉଁଠି ଲମ୍ବା ସମୟ ଭୋଗ ବିଳାସରେ ବିତାଇଛନ୍ତି ରସିକିଆ ରମେଶ। ଦେଖନ୍ତୁ କାମାକ୍ଷାନଗରରେ…

ଖୋଲୁଛି ନକଲି ଡାକ୍ତରଙ୍କ ଅସଲି ଗୁମର: ଖୁଣ୍ଟୁଣି ଖମଲ ଫାର୍ମହାଉସରେ ଚଢାଉ

ଢେଙ୍କାନାଳ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୋଲୁଛି ଗୋଟେ ପରେ ଗୋଟେ ଗୁମର । ଆଜି ଏକ ଠକେଇ ମାମଲାରେ ଢେଙ୍କାନାଳ ଖୁଣ୍ଟୁଣି ସ୍ଥିତ ଖମଲରେ ଥିବା ଫାର୍ମହାଉସରେ ଚଢାଉ ହୋଇଛି । ଭୁବନେଶ୍ୱରରୁ ଏକ ଟିମ୍ ଯାଇ ଚଢାଉ କରିଛନ୍ତି ।  ଆନ୍ଧ୍ର ପ୍ରଦେଶର ଜଣେ ନର୍ସରୀ ବ୍ୟବସାୟୀଙ୍କୁ ସାଢ଼େ ୪ ଲକ୍ଷ…

ଦମ୍ପତ୍ତି ସାଜିଥିଲେ ଟ୍ରାଫିକ୍ ସିଗନାଲ୍ ବ୍ୟାଟେରୀ ଚୋର

ଭୁବନେଶ୍ୱର: ଟ୍ରାଫିକ୍ ସିଗନାଲ୍‌ରେ ବ୍ୟାଟେରୀ ଚୋରି ଭଳି ଘଟଣା ଟ୍ରାଫିକ୍ ବ୍ୟବସ୍ଥାକୁ ଅସଜଡା କରିଦେଇଥିଲା । ବ୍ୟତିବ୍ୟସ୍ତ ହୋଇପଡିଥିଲେ ପୋଲିସ ଓ ସ୍ଥାନୀୟ ପ୍ରଶାସନ । ଏପରି ଅଜବ ଘଟଣା ତଥା ଚୋରିକୁ ନେଇ ଚର୍ଚ୍ଚାକୁ ଆସିଛି ବେଙ୍ଗାଳୁରୁ । ହେଲେ ଶେଷରେ ସଂପୃକ୍ତ ଚୋରଙ୍କୁ ଧରିବାରେ ପୋଲିସ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୬ ମହିଳାଙ୍କ ସମେତ ୧୧ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର: ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବଢୁଛି ଗିରଫଦାରୀ । ଏଯାଏ ୧୧ ଜଣଙ୍କୁ ଗିରଫ କଲାଣି ଯାଜପୁର ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରେ ୫ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ଆଉ କିଛି ଲୋକଙ୍କୁ ଅଟକ…

ଗୋଖାଦ୍ୟ ଦୁର୍ନୀତି: ଆଜି ଲାଲୁଙ୍କ ବିରୋଧରେ ଦଣ୍ଡ ଶୁଣାଣି

ରାଞ୍ଚି: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଣି । ଦିନ ୧୨ଟାରେ ତାଙ୍କ ସହ ଅନ୍ୟ ୩୭ ଜଣଙ୍କ ବିରୋଧରେ ସଜା ଶୁଣାଇବେ ରାଞ୍ଚିର ସିବିଆଇ କୋର୍ଟ । ସେମାନଙ୍କ ବିରୋଧରେ କି ଦଣ୍ଡ ଶୁଣାଇବେ କୋର୍ଟ ତାଉପରେ ସମସ୍ତଙ୍କର…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, ଆଉ କିଛି ଅଟକ

ଯାଜପୁର: ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅନ୍ତର୍ଗତ ବାଛୋଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ତା ନାଁ ରାକେଶ ମଳିକ । କିଛି ସହଯୋଗୀଙ୍କୁ ବି ପୋଲିସ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା ଚାଲିଛି । ଆକ୍ରମଣ ଘଟଣାରେ…