Latest Odisha News

BREAKING NEWS

Browsing Category

ଅପରାଧ

କେବଳ ପାକିସ୍ତାନରେ: ଅର୍ଡର୍ କଲେ ଘରେ ପହଂଚୁଛି ଏକେ-୪୭

ଭୁବନେଶ୍ୱର: ଘରେ ରହି ବନ୍ଧୁକ ଅର୍ଡର୍ କରିବା ପିଜ୍ଜା ମଗାଇବା ଭଳି ଖୁବ ସହଜ । ତେବେ ଏହି ସୁବିଧା କେବଳ ପାକିସ୍ତାନୀଙ୍କ ପାଇଁ ଉଦ୍ଧିଷ୍ଟ । ବାସ୍ ତାଲିକା ମଧ୍ୟରୁ ନିଜ ମନ ପସନ୍ଦର ବନ୍ଧୁକ ଚୟନ କରନ୍ତୁ, ଫୋନ୍ କରନ୍ତୁ । ଦାମ୍ ମୁଲଚାଲ୍ ହେବା ପରେ ହୋମ୍ ଡେଲିଭରୀ ହେବ ଭଳିକିଭଳି ଅସଲି…

ଗୁଗୁଲ ସିଇଓଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସୁନ୍ଦର ପିଚାଇଙ୍କ ବ୍ୟତୀତ ଗୁଗୁଲ୍ କମ୍ପାନୀର ଅନ୍ୟ ୫ଜଣ ଅଧିକାରୀଙ୍କ ନାମରେ ମଧ୍ୟ ବୁଧବାର ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, କପି ରାଇଟ୍ ଉଲ୍ଲଂଘନ ମାମଲାରେ କୋର୍ଟର ନିର୍ଦ୍ଦେଶ ଅନୁସାରେ…

ଥାନାରେ ହଙ୍ଗାମା: ଲୋକଙ୍କୁ ବନ୍ଧୁକ ଦେଖାଇଲା ପୋଲିସ

ବାଲେଶ୍ୱର: ଖାକି ବର୍ଦ୍ଦିର ଧାକ୍ । ଲୋକଙ୍କୁ ଥାନା ସମ୍ମୁଖରେ ବନ୍ଧୁକ ଦେଖାଇଲା ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ଖନ୍ତପଡା ଥାନାକୁ ହରିଆଣା ପୋଲିସ କୌଣସି ଏକ…

ଭୃଣ ନିରୁପଣ ମାମଲା: କଟକରୁ ରାଞ୍ଚି ଲମ୍ବିଛି ଚେର

କଟକ: ବହୁଚର୍ଚ୍ଚିତ ବେଆଇନ୍ ଭୃଣ ନିରୁପଣ ମାମଲା । ପୋଲିସ ରାଡାରକୁ ଆସିଥିଲା କଟକ କାଠଗୋଲା ଅଂଚଳର ଆଲଫା ହେଲଥ୍ କେୟାର୍ ଲ୍ୟାବ୍ । ପୂର୍ବରୁ ଏହି ମାମଲାରେ ୪ଜଣ ଗିରଫ ହୋଇଥିଲାବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତକୁ ମଙ୍ଗଳବାଗ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଯାଜପୁର ବାସିନ୍ଦା…

ଅପମିଶ୍ରିତ ମସଲା କାରଖାନା ଠାବ

କଟକ: ପୁଣି କଟକରେ ଜବତ ହେଲା ଅପମିଶ୍ରିତ ବିଭିନ୍ନ ପ୍ରକାରର ମସଲା । ଜଗତପୁର ଶିଳ୍ପାଞ୍ଚଳ ଏକ କାରଖାନାରେ ବିଭିନ୍ନ ପ୍ରକାରର ମସଲା ଓ ହଳଦୀକୁ ଅପମିଶ୍ରିତ ହେଉଥିବା ଖବର ପାଇ ପୋଲିସ ଏବଂ ଫୁଡ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ମସଲା ଗୁଣ୍ଡ ଜବତ ହୋଇଛି । ଏଥିସହିତ…

ହୋଟେଲ ରୁମରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଟାଉନ ଥାନା ନିକଟରେ ଥିବା କଚେରି ବଜାରରେ ଥିବା ଏକ ହୋଟେଲ ରୁମରୁ ଜଣେ ଯୁବକଙ୍କ ମୃତ ଦେଉ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାମ ଅରୁଣ କୁମାର ବୋଲି ଜଣାପଡ଼ିଛି । ତାଙ୍କ ବୟସ ୪୫ ବର୍ଷ ପାଖାପାଖି ହେବ ପୋଲିସ କହିଛି । ସୂଚନା ଅନୁସାରେ, ୨୦୨୧ ମସିହା ଅଗଷ୍ଟ ମାସ ୧୭ ତାରିଖରୁ…

୩୫ଟି ୟୁଟ୍ୟୁବ ଚ୍ୟାନେଲକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ପୁଣି ବ୍ୟାନ ହେଲା ୩୫ଟି ୟୁଟ୍ୟୁବ ଚ୍ୟାନେଲ । ଦେଶ ବିରୋଧରେ ବିଥ୍ୟା ଓ ଆପତ୍ତିଜନକ ଖବର ପ୍ରସାରଣ କରିବାରୁ ୩୫ଟି ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏହା ସହିତ ୨ଟି ଟ୍ୱିଟର, ୨ଟି…

ଛତିଶଗଡରେ ସଶସ୍ତ୍ର ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି: ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ୍ । ବାରମ୍ବାର କୁମ୍ବିଂ ଅପରେସନ୍ ଓ ଏନକାଉଣ୍ଟର୍ ପରେ ବି ସାବାଡ୍ ହେଉନାହାଁନ୍ତି ମାଓବାଦୀ । ଆଜି ଛତିଶଗଡ ବିଜାପୁର ଜିଲ୍ଲାରେ ଅଗ୍ନିକାଣ୍ଡ ଘଟାଇ ତାଣ୍ଡବ ରଚିଛନ୍ତି ସଶସ୍ତ୍ର ମାଓବାଦୀ । ଆଜି ବିଜାପୁର ଜିଲ୍ଲା…

ଇଜିପ୍ଟ ଶାଗୁଣା ଚୋରା ଚାଲାଣ, ଜଣେ ଗିରଫ

ଭୋପାଳ: ଶାଗୁଣା ଚୋରା ଚାଲାଣ ର୍ୟାକେଟର ପର୍ଦ୍ଦାଫାଶ କରିଛି ମଧ୍ୟପ୍ରଦେଶ ପୋଲିସ । ଏହି ର୍ୟାକେଟ୍ରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶର ଉନ୍ନାଓର ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଜଣକ ସୁଲତାନପୁର-ମୁମ୍ବାଇ ଏକ୍ସପ୍ରେସ୍…

[ଭିଡିଓ] ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ନିସ୍ତୁକ ମାଡ, ୨ ଗିରଫ

ଭୁବନେଶ୍ୱର: ଦିନ ଦ୍ୱିପହରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଲେ ପୂର୍ବତନ ସରପଂଚ ବାବୁ । ଜଣେ ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ପୂର୍ବତନ ସରପଂଚଙ୍କ ସମେତ ତାଙ୍କ ସ୍ତ୍ରୀ ନିସ୍ତୁକ ମାଡ ମାରିଥିଲେ । ଘଟଣାର ଭିଡିଓଟି ଭାଇରାଲ୍ ହେବା ପରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । Pregnant…