Latest Odisha News

BREAKING NEWS

Browsing Category

ଅପରାଧ

ଅଟୋ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କଳାହାଣ୍ଡି : ଗଞ୍ଜେଇ ଚାଲାଣକୁ ବିଫଳ କଲା ପୋଲିସ । ଅଟୋରେ ଗଞ୍ଜେଇ ଆଣି ଟ୍ରେନ ଯୋଗେ ଝାନସି ଚାଲାଣ କରିବା ପୂର୍ବରୁ ମାଡି ବସିଲା ପୋଲିସ । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡାରେ । କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଥାନା ପାଙ୍ଗାବାଜୁ ଗାଁରୁ ଡ୍ରାଇଭର ସମେତ ୩ଜଣ ୩ଟି ବ୍ୟାଗରେ…

ପୁରୀ ଶ୍ରୀମନ୍ଦିର ପରିସରରେ ଚୋରି ଅଭିଯୋଗ, ଜଣେ ମହିଳା ଗିରଫ

ପୁରୀ: ନାନା କଟକଣା ମଧ୍ୟରେ ପୁରୀ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ପାଉଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ସାମାଜିକ ଦୂରତା ଅବଲମ୍ବନ ସତ୍ତ୍ୱେ ଜମୁଛି ଭକ୍ତଙ୍କ ଭିଡ । ଏହି ଭିଡର ଫାଇଦା ଉଠାଇ ଜଣେ ମହିଳା ସୁନା ଚେନ୍ ଚୋରି କରିବାରେ ସଫଳ ହୋଇଥିଲେ । ହେଲେ ମହିଳା ଜଣକ ମନ୍ଦିର ପରିସରରେ…

ପରିବାରର ୪ଜଣଙ୍କୁ ହତ୍ୟା କଲେ ନକ୍ସଲ, ଘରକୁ ବୋମା ଲଗାଇ ଉଡ଼ାଇଦେଲେ

ପାଟନା: ବିହାରର ଗୟାରେ ନକ୍ସଲମାନେ ୪ଜଣଙ୍କୁ ହତ୍ୟା କରିଛନ୍ତିି। ଚାରିଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ନକ୍ସଲମାନେ ହତ୍ୟା କରିବା ପରେ ଘରକୁ ବୋମା ଲଗାଇ ଉଡ଼ାଇ ଦେଇଛନ୍ତି। ପୋଲିସ ଏନେଇ ତଦନ୍ତ କରୁଛି। ବିହାରରେ ପୁଣି ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଡ଼ୁମରିଆର ମନୋବର ଗାଁରେ…

ଟୁଇନ୍ ସିଟି ପରେ ପୁରୀରେ ଯୁବକଙ୍କ ଧମକପୂର୍ଣ୍ଣ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କେବିଏନ୍ । କଟକରେ ପବ୍ଲିକ ଷଣ୍ଢ ଓ ଅମାନିଆ ବାଘ । ଏବେ ପୁରୀରେ ବି ସମାନ ସ୍ଥିତି । ଶ୍ରୀକ୍ଷେତ୍ରରେ ଖଣ୍ଡା ଧରି ମାତିଛନ୍ତି ଅମାନିଆ ଯୁବକ । ଅସ୍ରାବ୍ୟ ଭାଷାରେ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏ ନେଇ ପୁରୀ ବାସିନ୍ଦା ମଧ୍ୟ…

ମମିତା ମେହେର ହତ୍ୟା ମାମଲାର ତଦନ୍ତ ଅବହେଳାକୁ ଖଣ୍ଡନ କଲେ ଡିଆଇଜି

ସମ୍ୱଲପୁର : ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମମିତା ହତ୍ୟା ନେଇ ଅକ୍ଟୋବର ୧୩ ତାରିଖରେ ଏତଲା ହୋଇଥିଲା । କିନ୍ତୁ କୋର୍ଟକୁ ୧୬ ତାରିଖରେ ଯାଇଥିଲା ମାମଲା । ତଦନ୍ତରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ଉତ୍ତର ରଖିଛନ୍ତି…

କମିଶନରେଟ ପୋଲିସ ରିମାଣ୍ଡରେ କେବିଏନ୍ ଗ୍ରୁପର ୫ ସଦସ୍ୟ

ଭୁବନେଶ୍ୱର: ଭୁବନେଶ୍ୱରରୁ କେବିଏନ୍ ଗ୍ରୁପର ଗିରଫ ୫ ଜଣଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । କୋର୍ଟଙ୍କ ଅନୁମତି ପରେ କଡ଼ା ସୁରକ୍ଷାରେ ସେମାନଙ୍କୁ ଝାରପଡ଼ା ଜେଲରୁ ଆଣିଲା ନୟାପଲ୍ଲୀ ଥାନା ପୋଲିସ । ୫ ଅଭିଯୁକ୍ତ ହେଲେ ରାଜେଶ ବେହେରା, ସୁମନ ପରିଡ଼ା, ରାହୁଲ ଜେନା, ସନାତନ ବେହେରା ଓ…

ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ବାବୁ

ଅନୁଗୁଳ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନୁଗୁଳ ବନ୍ତଳା ଥାନା ସବ ଇନ୍ସପେକ୍ଟର ପ୍ରମୋଦ ନାଏକ । ମୋଟର ସାଇକେଲ ରିଲିଜ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, କବିତା ନାୟକ ନାମକ ଜଣେ ମହିଳାଙ୍କ ଗାଡି ରିଲିଜ…

୬ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ରାୟଗଡ଼ା ପଦ୍ମପୁର ପୋଲିସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସକୁ ସଫଳତା । ଚୋରା ଚାଲାଣ ବେଳେ ୬ କ୍ବିଣ୍ଟାଲ ୪୦ କୋଜି ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୪ ଲକ୍ଷ ଟଙ୍କାରୁ ଅଧିକ ହେବ । କେନ୍ଦୁଗୁଡା ଫାଣ୍ଡି ସିମିରି…

ବାରବାଟୀରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୪ ବର୍ଷ କାରାଦଣ୍ଡ

କଟକ : ବାରବାଟୀରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ କାରାଦଣ୍ଡ । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ସ୍ବତନ୍ତ୍ର ପକ୍ସୋ ଅଦାଲତ । ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅର୍ଥ ଅନାଦେୟ…

କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓ ପତ୍ନୀ ଗିରଫ

ରାଞ୍ଚି : କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦାଙ୍କୁ ଗିରଫ କରିଛି ଝାଡଖଣ୍ଡ ପୋଲିସ । ପ୍ରଶାନ୍ତ ସହ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କୁ ମଧ୍ୟ ଗିରଫ କରାଯାଇଛି । ୭୫ ବର୍ଷୀୟ ମାଓନେତା ପ୍ରଶାନ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା…