Latest Odisha News

BREAKING NEWS

Browsing Category

ଅପରାଧ

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଭଦ୍ରକ ଟାଉନ ପୋଲିସ, ୮ ଯୁବକ ଗିରଫ

ଭଦ୍ରକ : ଚେକିଂ ବେଳେ ଖୋଲିଲା ଗଞ୍ଜେଇ ଚୋରା ଚାଲାଣ କରୁଥିବା ରାକେଟର ଗୁମର । ଗଞ୍ଜେଇ ଚାଲାଣ ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ଭଦ୍ରକ ଟାଉନ୍ ପୋଲିସ । ଚେକିଂ ବେଳେ ଜବତ ହୋଇଛି ୪୫ କିଲୋ ଗଞ୍ଜେଇ ସହ ମାରଣାସ୍ତ୍ର, ୮ଟି ମୋବାଇଲ, ୧୦ ହଜାର ଟଙ୍କା ଓ କାର ସହ ଗୋଟିଏ ଆମ୍ବୁଲାନ୍ସ ।…

ଓକାକ୍ ସିଇଓଙ୍କ ହ୍ବାଟସଆପ୍‌ ହ୍ୟାକ୍ ଘଟଣା : ସାଇବର ଠକର ବେଙ୍ଗାଳୁରୁ ଲିଙ୍କ

ଭୁବନେଶ୍ବର : ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ସିଇଓଙ୍କ ହ୍ବାଟସଆପ୍‌ ହ୍ୟାକ୍ ଘଟଣାରେ ତନାଘନା । ହ୍ବାଟ୍‌ସଆପ୍‌ ନମ୍ବର ହ୍ୟାକ୍ କରି ୭ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ସାଇବର ଠକ ବେଙ୍ଗାଳୁରୁର ବୋଲି ଜଣାପଡିଛି । ଗୋଟିଏ ପରେ ଗୋଟିଏ ଏମିତି ୩ଟି ଆକାଉଣ୍ଟରୁ ଟଙ୍କା ଯାଇଛି । ଏହି ସାଇବର…

ପୋଲିସରେ ଚାକିରି ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ: ୨ ନକଲି ଅଫିସର ଗିରଫ

ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ୩୮ ଜଣ ଚାକିରି ଆଶାୟୀଙ୍କଠାରୁ କୋଟିଏ ୪୭ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣାରେ ଦୁଇ ଜଣ ନକଲି ଅଫିସରଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବୈକୁଣ୍ଠନାଥ ନାଏକ ଓ…

ଭିଜିଲାନ୍ସ ଜାଲରେ ମେଡିକାଲ ସେକ୍ସନ ଅଫିସର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ସମ୍ବଲପୁର ସଦର ମେଡିକାଲ ସିଡିଏମଓ କାର୍ଯ୍ୟାଳୟର ସେକ୍ସନ ଅଫିସର । ସମ୍ବଲପୁର ସଦର ମେଡ଼ିକାଲରେ ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ମେଡିକାଲର ଜଣେ କର୍ମଚାରୀଙ୍କ ଏରିଅର କରାଇଦେବା ନାଁରେ ୧୦ ହଜାର ଟଙ୍କା ଲାଞ୍ଚ…

ସନ୍ଦେହ ଜନକ ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିମାପଡ଼ା : ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଯୁକ୍ତ ୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ପୁରୀ ଜିଲ୍ଲା ନିମାପଡ଼ା ଗୁହାଳପଡା କୋଡ଼ ରୋଡ଼ ସ୍ଥିତ ସାଇ ବିଦ୍ବାନ କୋଚିଂ ସେଣ୍ଟରରେ ପାଠ ପଢୁଥିବା ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର କରିଛି ନିମାପଡ଼ା ପୋଲିସ ।…

ଖୋଲିବ କେବିଏନ୍ ଗ୍ୟାଙ୍ଗର ଗୁମର, ରିମାଣ୍ଡରେ ଆସିବେ ୪ ଅଭିଯୁକ୍ତ

ଭୁବନେଶ୍ବର : ରାଜଧାନୀରେ ଖୋଲିବ କେବିଏନ ଗ୍ୟାଙ୍ଗର ଗୁମର । ଏହି ଗ୍ୟାଙ୍ଗର ଅସଲ ଚରିତ୍ରକୁ ସାମ୍ନାକୁ ଆଣିବ ପୋଲିସ । କେବିଏନ୍ ଗ୍ୟାଙ୍ଗର ଗିରଫ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଏଥିପାଇଁ କୋର୍ଟରେ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ୪ ଅଭିଯୁକ୍ତ ହେଉଛନ୍ତି…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଡ୍ରାଇଭର ସମେତ ୨ ଅଟକ

ଭଦ୍ରକ: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ୫୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି ଭଦ୍ରକ ଟାଉନ ଥାନା ପୋଲିସ । ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଗଞ୍ଜେଇ ଧରି କଟକରୁ ଭଦ୍ରକ ଅଭିମୁଖେ ଆସୁଥିଲା ଆମ୍ବୁଲାନ୍ସ ।…

ଆକାଶ ପାଠକଙ୍କୁ ଆଜି ଝାରପଡ଼ା ଜେଲରେ ଜେରା କରିବ ଇଡି

ଭୁବନେଶ୍ୱର: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାର ସାମନା କରିବେ ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ତାଙ୍କୁ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ଜେରା କରିବ ଇଡିର ୩ ଜଣିଆ ଟିମ୍ । ଏଥିପାଇଁ ପ୍ରଶ୍ନବାଣ ପ୍ରସ୍ତୁତ ହୋଇଛି । ଗିରଫ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍

ବାରିପଦା: ତେଲ ପକାଇବା ବାହାନାରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ମୟୂରଭଞ୍ ଜିଲ୍ଲା ବୈଶିଙ୍ଗା ଥାନା ମାଣତ୍ରୀ ପେଟ୍ରୋଲ ପମ୍ପରୁ ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୪୦ ହଜାରରୁ ଅଧିକ ଟଙ୍କା ଧରି ଛୁ ମାରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ ।…

ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ଦେବଗଡ଼: ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜ ବ୍ରାହ୍ମଣିପାଲ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ…